ଚେହେରାରୁ ହଜିଯାଇଥିବା ଅସଲି ସୁନ୍ଦରତା ପାଇବାର ଉତ୍କୃଷ୍ଟ ଉପାୟ ! ଆପଣଙ୍କ ତ୍ଵଚାକୁ ସୁସ୍ଥ ଓ ସୁନ୍ଦର ବନାନ୍ତୁ, Skin Care Tips   

ନମସ୍କାର ବନ୍ଧୁଗଣ , ଆପଣଙ୍କ ମୁହଁ କୁ ଗୋରା ଓ ମୁହଁ ର ହଜିଯାଇଥିବା ଚମକ କୁ ଫେରାଇ ଆଣିବା ପାଇଁ ନିଶ୍ଚିତ କରନ୍ତୁ ଏହି ଉପାୟ କୁ । ଆଜି ଆମେ ଆପଣଙ୍କୁ ବିଲାତି କୁ ବ୍ୟବହାର କରି କିପରି ଆପଣ ଗୋରା ହେଇପାରିବେ ଓ ଚରମ ସମନ୍ଧୀୟ ସମସ୍ୟା ରୁ ମୁକ୍ତି ପାଇପାରିବେ । ଡାକ୍ତର ସାଲିମ ଜେଦୀ ଆପଣଙ୍କୁ ବିଲାତି କୁ ବ୍ୟବହାର କରିବାର ତିନୋଟି ଉପାୟ ବିଷୟରେ କହିବେ ।

ବିଲାତି ଆପଣଙ୍କ ଚର୍ମ ରେ ବୟସ ବୃଦ୍ଧି ଯୋଗୁ ଚର୍ମ ମୂର୍ଛାଇ ଯାଇଥାଏ ତାହାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ବିଲାତି ର ph ଓ ଆମ ମୂହ ରେ ph ସମ୍ମାନ ରହିଥାଏ ।   ତେଣୁ ବିଲାତି କି ଯେକୋଣସି ବ୍ୟକ୍ତି ପୁରୁଷ ହେଉ ବା ମହିଳା ଉଭୟ ଏହାକୁ ବ୍ୟବହାର କରିପାରିବେ । ଏହା ସହିତ ବିଲାତି ରେ ଭିଟାମିନ – ସି । ପୋଟାସିୟମ , ଲାଇକୋପୀନ  ଭରପୁର  ରହେ ଯାହା ଆପଣଙ୍କ ସ୍କିନ ପାଇଁ ବହୁତ ଉପକାରୀ ହୋଇଥାଏ ।

ଲାଇକୋପୀନ ଓ ଭିଟାମିନ – ସି ଆପଣଙ୍କ ରଙ୍ଗ କୁ ଫିଟାଇ ଥାଏ ଓ ବୟସ ଏ ଦାଗ କୁ ଦୂର କରିଥାଏ । ଆପଣଙ୍କ ସ୍କିନ କୁ ଚମକିବା , ଗୋରା ଓ ସବୁବେଳେ ଯୌବନ ରଖିବା ପାଇଁ ଆପଣଙ୍କୁ ଚର୍ମ ର ଭିତରୁ ଓ ବାହାର ରୁ ଯତ୍ନ ନେବା ଉଚିତ୍ । କିନ୍ତୁ ଆମେ ସର୍ବଦା ବାହାରୁ ଯତ୍ନ ନେଇଥାଉ । ଆପଣଙ୍କ ଚର୍ମ କି ଭିତରୁ ସୁସ୍ତ୍ଶ ରଖିବା ପାଇଁ ଆପଣଙ୍କୁ କରିବାକୁ ପଡିଥାଏ ଯଥା ଦିନକୁ ଏକ ରୁ ପାଞ୍ଚ ଲିଟର ପାଣି ପିଇବା ଉଚିତ୍ ।

ପାଣି ପିଇବା ଦ୍ଵାରା ଆପଣଙ୍କ ସ୍କିନ ଚମକିଥାଏ ଓ ଟକସିନ୍ ଶରୀର ରୁ ବାହାରକୁ ଯାଇଥାଏ । ଦ୍ବିତୀଯରେ ଆପଣଙ୍କୁ ତେଲ , ଛଣା ଜିନିଷ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ । ଆପଣଙ୍କୁ ଡାଏଟ ଅଧିକ ରୁ ଅଧିକ ପନିପରିବା ର ସେବନ କରିବା ଉଚିତ୍ ।   ବେଦନା କୁ ଖାଇବା ଦ୍ଵାରା ମଧ୍ୟ ଆପଣ ସ୍କିନ ଗ୍ଲୋ କରିଥାଏ ।  ଆସନ୍ତୁ ଜାଣିବା ବିଲାତି କୁ କିପରି ସ୍କିନ ରେ ଲଗେଇବା ଉଚିତ୍ ।

1- ପ୍ରଥମ ଆପଣ ବିଲାତି କୁ ଦୁଇ ପାଳ କରି କାଟିନେବେ ଏହାକୁ ମୁହଁ ରେ ଗୋଲ ଗୋଲ କରି ଲଗେଇବେ ।  ଏହା ପରେ ପନ୍ଦର ମିନିଟ୍ ପାଇଁ ଛାଡି ଗରମ ପାଣି ରେ ମୁଁ କୁ ସଫା କରି ନେନେ । ଦେଖିବେ ଆପଣଙ୍କୁ ମୁହଁ ବହୁତ ସଫା ହୋଇଥାଏ ।

ଯଦି ଆପଣ ମୁହଁ ଗୋରା କରିବାକୁ ଇଛା କରନ୍ତି 2 ଇ ତେବେ ଆପଣ ବିଲାତି କୁ ପେଷ୍ଟ କରି ଏଥିରେ ପୋଧିନା ଓ ଦୁଇ ଚାମୁଚ ମୁଲ୍ତାନୀ ମାଟି ମିଶେଇ ମାସ୍କ ଭାବରେ ମୁହଁ ରେ ଲଗେଇ ଶୁଖିଲା ପରେ ଏହାକୁ ଧୋଇ ନିଅନ୍ତି । ଏହାକୁ କରିବା ଦ୍ଵାରା ଆପଣ ମୁହଁ ରେ ହଜିଯାଇଥିବା ଚମକ ଓ ଗୋରାପଣ ଆପଣଙ୍କୁ ପୁଣ୍ୟବାର ମିଳିଥାଏ । ଆମ ପୋଷ୍ଟ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *