Motivational Speech- ପ୍ରତ୍ଯେକ ମନୁଷ୍ୟ ସଫଳ ହେବା ପାଇଁ ଆବଶ୍ୟକ କେବଳ ଏହି 4 ଟି ନିୟମ ! Dr APJ Abdul Kalam                                                                 

ନମସ୍କାର ବନ୍ଧୁଗଣ ,  ମଣିଷ କୁ ଏହି ଦୁନିଆରେ ବଞ୍ଚିବା ପାଇଁ ହେଲେ ନିଜର ଏକ ଲକ୍ଷ୍ୟ କୁ ସ୍ଥିର କରିବା ଦରକାର । କାରଣ ଆମେ ଲକ୍ଷ୍ୟବିହୀନ ଜୀବନଯାପନ କରୁ ତେବେ ଜୀବନ କୁ କାଟିବା ପାଇଁ ଉତ୍ସାହ ରହେ ନାହିଁ । ମଣିଷ ଖାଲି ଖାଇବା ପିଇବା ପ୍ରତି ଧାନ ହେଇଥାଏ ନିଜର ଜୀବନ ଅର୍ଥ କୁ ବୁଝି ନଥାଏ । ତେଣୁ ଆମ ପୂର୍ବତନ ରାଷ୍ଟ୍ରପତି ଡାକ୍ତର ଆବଦୁଲ କାଲାମଙ୍କର ଏହି ଚାରୋଟି ବିଷୟ କୁ ସର୍ବଦା ମନେ ରଖିବା ଉଚିତ୍ ।

ସେ କହିଥିବା ଚାରୋଟି ସିଦ୍ଧାନ୍ତ କୁ ମନେ ରଖି ଜୀବନରେ ପାଳନ କରିବା ଦ୍ଵାରକ ଆମେ ଚାହିଥିବା ଲକ୍ଷ୍ୟ କୁ ସଫଳତା ପୂର୍ବକ ହାସଲ କରିଥାଉ । 1- ଆମେ ସବୁବେଳେ ନିଜକୁ ପ୍ରୋସହନ କରି ମୁଁ ସବୁ କିଛି କରିପାରିବି , କାରଣ ଆବଦୁଲ କାଲାମ ଯେତେବେଳେ ଫାଇଲେଟ ହେବାକୁ ଚାହୁଥିଲେ ମାତ୍ର ହେଇପାରିଲେ ନାହିଁ ।

ସେହି ସମୟରେ ସେ ନିରାଶ ହେଇଯାଇଥିଲେ ମାତ୍ର ନିରାଶ କୁ କେବେ ବି ଜିତିବାକୁ ଦେଇନଥିଲେ ଓ ସେ ହେଇଥିଲେ ଦେଶ ର  ରାଷ୍ଟ୍ରପତି  ଯଦି ସେ ସେହି ଦିନ ହାର ମାନିଯାଇଥାନ୍ତେ ତେବେ ଏତେ ଉନ୍ନତ ସ୍ଥାନ ଯାଇ ପାରନ୍ତି ନାହିଁ । ଏଥିପାଇ ବ୍ୟକ୍ତି ଅକ୍ଲାନ୍ତ ଚେଷ୍ଟା ଓ ନିଜକୁ ସବୁ ବେଳେ ସବୁ କିଛି କରିପାରିବା କହିବା ଉଚିତ୍ । ସବୁ ବେଳେ ନିଜତ ଏକ ଲକ୍ଷ୍ୟ କୁ ଆଖି ଆଗରେ ରଖି ଆଗକୁ ବଢିବା ଉଚିତ୍ ।

2- ଆମେ ସର୍ବସ ଜ୍ଞାନ କୁ ଶିଖିବାର ମନୋବୃତ୍ତି ରଖିବା ଉଚିତ୍ , ଅନେକ ଲୋକମାମନେ ଶିଖିବା ଛାଡି ଦିଅନ୍ତି ସାମାନ୍ୟ ହାର କୁ ମାନି ନେଇ ଜୀବନ ଆମ କୁ ଯାହା ଶିଖେଇ ଥାଏ ତାହାକୁ ଗ୍ରହଣ କରି ଆଗ କୁ ଯିବା ଦ୍ଵାରା ଅନେକ ନୂତନ ବିଷୟ କୁ ଶିଖିଥାଉ । ଆବଦୁଲ କାଲାମ ମଧ୍ୟ ସବୁ ବେଳେ ଶିକ୍ଷା କୁ ଗୁରୁତ୍ଵ ଦେଇଥାନ୍ତି । 3- ଆପଣ ମାନେ ନିଜ କୁ ସର୍ବଦା କହିବା ଉଚିତ୍ ଯେ ମୁଁ ସବୁବେଳେ କଠିନ ପରିଶ୍ରମ କରିବି ।

ବ୍ୟକ୍ତି ଯେବେ କୋଣସି କାମ କୁ କର୍ତ୍ତବ୍ୟ ସହିତ କରିଥାଏ ତେବେ ହିଁ ପ୍ରଶଂସା ର ପାତ୍ର ହେଇପାରେ । କିଏ ବି ବିନା ପରିଶ୍ରମ ସଫଳତା ହାସଲ କରିନଥାଏ । ଅନେକ ରାତି ଅନିଦ୍ରା ପରିଶ୍ରମ ର ଫଳ ଗୋଟେ ଦିନ ମିଳିଥାଏ  କିନ୍ତୁ ଏହା ପାଇଁ ବହୁ ବର୍ଷ କଠିନ ପରିଶ୍ରମ କରିବାକୁ ପଡେ । 4- ତୃତୀୟ ରେ ଯେମିତି ଆମ କୁ କଠିନ ପରିଶ୍ରମ କୁ ପଡେ ।

ଏହି ପରିଶ୍ରମ କରିବା ସମୟରେ ଯେତେ ବି କଷ୍ଟ ବାଧା ଆସୁନ ପଛେ ଲଗାତାର କାମ କରିବା ଦରକାର ଏବଂ ବିଶ୍ଵାସ ସହିତ ମୁଁ କରିପାରିବି କହି ଆଗକୁ ବଢିବା ଉଚିତ୍ । ବ୍ୟକ୍ତିକୁ ଜୀବନ ରେ ଏହି 4 ତି ବିଷୟ କୁ ବିଶେଷ ଭାବରେ ମନେ ରଖିବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *