Health Tips- ଚା’ ନା କଫି କେଉଁଟି ପିଇବା ଭଲ ? ଜାଣନ୍ତୁ 4 ଟି ଭୟଙ୍କର କଥା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲୋକମାନେ ପାଣି ଛଡା ଯଦି ଦିତୀୟରେ କେଉଁ ପାନୀୟକୁ ପସନ୍ଦ କରିବେ, ତାହା ହେଉଛି ଚାହା କିମ୍ବା କଫି । କାରଣ ଚା’ କିମ୍ବା କଫି ସେବନ କରିବାର ଯଦି କେଉଁ ବ୍ୟକ୍ତିଙ୍କର ଅଭ୍ଯାସରେ ପଡିଯାଇଥାଏ । ତେବେ ସେମାନେ ଏହାକୁ ଛାଡିକି ରହିବା ମୁସ୍କିଲ ହୋଇଯାଇଥାଏ । ଯେଉଁ ଦିନ ସେମାନେ ଯଦି ଦିନେ ଚା’ ପିଇନଥାନ୍ତି । ତେବେ ତାଙ୍କର କୌଣସି କାର୍ଯ୍ୟରେ ମଧ୍ୟ ମନ ଲାଗିନଥାଏ ।

ଏହା ବ୍ଯତୀତ ଚା’ ବ୍ୟକ୍ତିର ଶରୀର ପାଇଁ ଏତେ ମାତ୍ରାରେ ସ୍ଵାସ୍ଥକର ପ୍ରଭାବ ପକାଇନଥାଏ । ତେଣୁ ବଡ ବଡ ଡାକ୍ତରଙ୍କ ମତରେ ଚା’ ସେବନ କରିବାର ଅଭ୍ଯାସ ବ୍ୟକ୍ତି କରିବା ଜମାରୁ ମଧ୍ୟ ଉଚିତ ନୁହେଁ । ଚା’ ସେବନ କରିବା ଦ୍ଵାରା ଶରୀର ଉପରେ ପଡୁଥିବା ପ୍ରଭାବ ଚାଲନ୍ତୁ ଜାଣିବା । ବହୁତ ଲୋକ କହିଥାନ୍ତି । ଯେ ଚା’ ପିଇବା ଦ୍ଵାରା ତାଙ୍କୁ ଏନର୍ଜି ମିଳିଥାଏ ।

ଏହି କଥା ଭୁଲ ହୋଇଥାଏ । କାରଣ ଚା’ ର ସେବନ ଦ୍ଵାରା ଶରୀରକୁ କିଛି ସମୟ ପାଇଁ ଏନର୍ଜି ମିଳିଯାଇଥାଏ ସତ କିନ୍ତୁ କିଛି ସମୟ ପରେ ଏନର୍ଜି ଗାୟବ ହୋଇଯାଇଥାଏ । ପୁଣି ଥରେ ଚା’ପିଇବାକୁ ଇଛା ହୋଇଥାଏ ଓ ଏହିପରି ଏହାର ଅଭ୍ଯାସ ଲାଗିଯାଇଥାଏ । ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ ।

ବହୁତ ଲୋକଙ୍କ ମତରେ ଚା’ ଆଣ୍ଟି ଅକ୍ଷିଡେଣ୍ଟରେ ଭରପୁର ହୋଇଥାଏ । ଏହା ତ ସତ କିନ୍ତୁ ଯେଉଁ ସବୁ ସାମଗ୍ରୀରେ ଆଣ୍ଟିଅକ୍ଷିଡେଣ୍ଟର ମାତ୍ରା ରହିଥାଏ।  ତାହା ଆମ ଶରୀର ପାଇଁ ଉପକାରୀ ତାହା ଠିକ ହୋଇନଥାଏ । ତେଣୁ ଚା’ ରେ ଆଣ୍ଟିଅକ୍ଷିଡେଣ୍ଟର ମାତ୍ରା ରହିଥାଏ ସତ କିନ୍ତୁ ଏହାର ନିତ୍ୟ ସେବନ ଦ୍ଵାରା କୁପ୍ରଭାବ ସିଧାସଳଖ ଶରୀରରେ ହିଁ ଦେଖିବାକୁ ମିଳିଥାଏ ।

କାରଣ ଏହା ଏକ ହାଇ ଏସିଡିକ ଡ୍ରିଂକ ସହ ସମାନ ହୋଇଥାଏ । ଯାହା ଶରୀରକୁ ଯାଇ ବୟସ ବଢିବା ସହ ଜଏଣ୍ଟ ପେନ୍ ତଥା ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ ସୃଷ୍ଟି ଦେଇଥାଏ । କିଛି ଲୋକଙ୍କ କହିବା ଅନୁସାରେ ଚା’ ପେଟକୁ ସଫା କରିଥାଏ । ଯେଉଁ ଲୋକଙ୍କର ଯେଉଁ ସବୁ ଜିନିଷ ପ୍ରତି ନିଶା ହୋଇଯାଇଥାଏ । ସେମାନେ ତା’ କୁ ଛାଡି ନିଜର କାର୍ଯ୍ୟ କରିପାରିନଥାନ୍ତି ।

ତେଣୁ ଚା’ ପେଟକୁ ସଫା କରିଥାଏ । ଏହା ସଂପୂର୍ଣ୍ଣ ଭୁଲ କଥା ହୋଇଥାଏ । ବହୁତ ଲୋକଙ୍କର କହିବା ମୁତାବକ ଚା’ ହେଉଛି ଭାରତୀୟର ଏକ ପରମ୍ପରା ସଦୃଶ ଏହି କଥା ମଧ୍ୟ ସଂପୂର୍ଣ୍ଣ ଭୁଲ ହୋଇଥାଏ । କାରଣ କେତେକ ବର୍ଷ ପୂର୍ବେ ଭାରତୀୟ ଲୋକ ମାନେ ଚା’ ର ସେବନ ବିଷୟରେ ଜାଣିମଧ୍ୟ ନଥିଲେ ।

ବର୍ତ୍ତମାନ ସବୁ ଲୋକ ହୁଏତ ଅନ୍ୟକୁ ଦେଖି ଚା’ ପିଇବାର ଅଭ୍ଯାସ ପକାଇ ଦେଇଛନ୍ତି । ତେଣୁ ଚା’ ପିଇବାର ଅଭ୍ଯାସ ବ୍ୟକ୍ତିକୁ ଜମାରୁ କରିବା ମଧ୍ୟ ଉଚିତ ନୁହେଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *