Astrology- ଭାଗ୍ୟଶାଳୀ ପିଲା କେଉଁ ଦିନ ଜନ୍ମ ହୋଇଥାନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିଲା ମାନେ ଜନ୍ମ ହେବା ପୂର୍ବରୁ ହିଁ ସେମାନଙ୍କର ଭାଗ୍ୟ ନିର୍ଧାରଣ କରାଯାଇଥାଏ । କେତେକ ଲୋକଙ୍କ ମତରେ ତାଙ୍କ ଘରେ ସନ୍ତାନ ଜନ୍ମ ହେଲା ପରେ ତାଙ୍କର କିସ୍ମତର ତାଲା ଖୋଲିଗଲା । ବହୁତ ପିଲା ଏପରି ରାଶି ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଥାନ୍ତି । ଯେଉଁ ମାନେ ଜନ୍ମରୁ ହିଁ ନିଜେ ଭାଗ୍ୟଶାଳୀ ହେବା ସହିତ ନିଜ ବାପା ଓ ମାଆଙ୍କର ଭାଗ୍ୟକୁ ଉଜ୍ଜଳ କରିଦେଇଥାନ୍ତି ।

ଏହା ସହିତ ସେହି ପିଲା ଘରେ ଜନ୍ମ ଗ୍ରହଣ କରିସାରିଲା ପରେ ଘରର ବହୁତ ଉନ୍ନତି ହୋଇଥାଏ । ଯେଉଁ ପିଲା ମାନଙ୍କର ଜନ୍ମ ତାରିଖ, ଜନ୍ମମାସ ଓ ଜନ୍ମ ବର୍ଷର ମସିହାକୁ ମିଶାଇଲେ । ଯେଉଁ ସଂଖ୍ୟା ବାହାରୁଥିବ । ସେହି ସଂଖ୍ୟାଟି ୯ ହେଉଥିବ କିମ୍ବା ସେହି ସଂଖ୍ୟା ଗୁଡିକ ୯ ସଂଖ୍ୟା ଦ୍ଵାରା ବିଭାଜ୍ୟ ହୋଇ ୧୮ କିମ୍ବା ୨୭ ହେଉଥିବ ।

ସେହି ଦିନ ଜନ୍ମ ଗ୍ରହଣ କରିଥିବା ପିଲା ମାନେ ଜନ୍ମରୁ ହିଁ ଅତ୍ୟନ୍ତ ଲକି ହୋଇଥାନ୍ତି । ସେହି ପିଲା ମାନେ ଯେଉଁ ଯେଉଁ ସବୁ ଘରେ ଜନ୍ମ ହୋଇଥାନ୍ତି । ସେମାନେ ନିଜର ବାପା ଓ ମାଆ ତଥା ପରିବାର ସଦସ୍ୟଙ୍କର ଭାଗ୍ୟକୁ ଫିଟାଇ ଦେଇଥାନ୍ତି । ପ୍ରତ୍ଯେକ ପିଲାଙ୍କର ଜନ୍ମମାସ, ଜନ୍ମ ତାରିଖ ଓ ଜନ୍ମ ମସିହାକୁ ମିଶାଇ ନିଜର ଭାଗ୍ୟ ବିଷୟରେ ଜାଣିପାରିବେ ।

ସେହି ସବୁ ମିଶାଇବା ଦ୍ଵାରା ତାହାର ସମଷ୍ଟି ଯେପରି ୯ ହେବ ।  ଯେପରି ୯ ରେ ଭାଗ ହୋଇପାରୁଥିବା ସଂଖ୍ୟା ଗୁଡିକ ହେଉଛି ୯,  ୧୮ କିମ୍ବା ୨୭  ସଂଖ୍ୟା ଦିବସ ମାନଙ୍କରେ ଜନ୍ମ ହୋଇଥିଲେ । ପରିବାରର ପିତା ଓ ମାତା ତଥା ସଂପୂର୍ଣ୍ଣ ପରିବାର ଜାଣିରଖନ୍ତୁ ।

ଯଦି ପୁଅ ହୋଇଥାଏ ସେ ଅତ୍ୟନ୍ତ ଶୌଭାଗ୍ୟଶାଳୀ ହୋଇଥିବା ବେଳେ ଝିଅ ଜନ୍ମ ହୋଇଥିଲେ । ସେ ଅତ୍ୟନ୍ତ ଲକ୍ଷ୍ମୀ ସ୍ଵରୁପା ତଥା ଅତ୍ୟନ୍ତ ଭାଗ୍ୟବତୀ ହୋଇଥାଏ । ଏହି ପିଲା ମାନେ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କର ଭବିଷ୍ୟତ ବହୁତ ଉଜ୍ଜଳ ହୋଇଥାଏ । ଏମାନେ ବଡ ହେଲା ପରେ ନିଜ କ୍ଯାରିଅରରେ ବହୁତ କିଛି ହାସିଲ କରିପାରିଥାନ୍ତି ।

ବହୁତ ଅଳ୍ପ ବର୍ଷ ବୟସରୁ ମଧ୍ୟ ଏମାନେ ନିଜର ସ୍ଵପ୍ନକୁ ସାକାର କରିବାରେ ସକ୍ଷମ ହୋଇପାରିଥାନ୍ତି । ଏମାନେ ଭଲ ଜୀବନସାଥିଟିଏ ପାଇଥାନ୍ତି । ଯଦି ଏହି ୯, ୧୮ ଓ ୨୭ ତାରିଖରେ ଝିଅ ଜନ୍ମ ହୋଇଥାଏ । ତେବେ ସେହି ଝିଅ ମାନେ ଉଭୟ ନିଜ ବାପା ଘର ଓ ବିବାହ ପରେ ସ୍ଵାମୀ ଘରର ସୁଖ ସମୃଦ୍ଧି କାରଣ ସାଜିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *