ବନ୍ଧୁଗଣ, ଯେଉଁ ଜିନିଷ କୁ କେବେ ଭାରତବାସୀ ଟେଷ୍ଟ କରି ନଥିଲେ ଆଜି ତାହା ଘରେ ଘରେ ପରିଚିତ । ଚାହା ରେ ମିଳୁଥିବା କ୍ୟାଫିନ ଆମ୍ଭର ନର୍ଭସ ସିଷ୍ଟମ କୁ ଦୂର କରି ଆମ୍ଭ ଶରୀରରେ ଉତ୍ତେଜିତ ଭରିଥାଏ । ଏହା କେବଳ ଅଳ୍ପ ସମୟ ପର୍ଯ୍ୟନ୍ତ ଅସର କରିଥାଏ । ଯେଉଁଭଳି ଭାବରେ ମନୁଷ୍ୟର ଏନର୍ଜି ଲେବଲ କମ ହେବାକୁ ଲାଗିଥାଏ ସେ ଅଳ୍ପ ଟିକିଏ ଚାହା ସେବନ କରିନେଇଥାଏ । ଏବଂ ଏହିଭଳି କରି କରି ସେ ଦୁନିଆରେ କେତେ ଚାହା ସେବନ କରି ନେଇଥାନ୍ତି ତାହାର କିଛି ସମ୍ଭାବନା ନାହିଁ ।
କେତେକ ଲୋକେ କହିଥାନ୍ତି ଚାହା ସେବନ କରିବା ଉଚିତ ଅନ୍ୟ କେତେକ କହିଥାନ୍ତି ଚାହା ସେବନ କରିବା ଅନୁଚିତ । ମାତ୍ର ଗୋଟିଏ କଥା ସତ୍ୟ ଅଟେ ଯେ ୧ ରୁ ୨ କପ ବ୍ୟତୀତ ଅଧିକ ଚାହା ସେବନ କରିବା କଥା ନୁହେଁ । ଯେଉଁ ଲୋକେ ଅଧିକ ଚାହା ସେବନ କରିଥାନ୍ତି ସେମାନଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ ଆମ୍ଭ ଶରୀରକୁ କେତେ ମାତ୍ରାରେ କ୍ଷତି ହେଉଛି ? ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।
୧;- ଚାହା ଆମ୍ଭ ଶରୀର ମଧ୍ୟରେ ଥିବା ଗରମ କୁ ଅଧିକ ଗରମ କରିଦେଇଥାଏ । ଆମ୍ଭଭଳି ଗରମ ଦେଶ ରେ ରହୁଥିବା ବ୍ୟକ୍ତି ଙ୍କ ପେଟରେ ଏସିଡ ର ମାତ୍ରା ବହୁତ ଅଧିକ ରହିଥାଏ । ଯାହାକି ଚାହା ସେବନ କରିବା ଦ୍ଵାରା ଆହୁରି ଅଧିକ ବଢିଯାଇଥାଏ । ଯଦି ଶରୀରରେ ଏସିଡ ର ମାତ୍ରା ବଢିଯାଇଥାଏ ତେବେ ସଂପୂର୍ଣ୍ଣ ଶରୀରକୁ କ୍ଷତି ହୋଇଥାଏ । ଶରୀରରେ ଆଲ୍କାଲାଇନ ଏବଂ ଏସିଡ ର ବାଲାନ୍ସ ବିଗିଡିଯାଇଥାଏ ।
୨;- ଏହା ଆମ୍ଭର ଡାଇଜେସନର ପ୍ରୋସେସ କୁ ସ୍ଲୋ କରିଥାଏ । ଯଦି ଖାଦ୍ୟ ହିଁ ସଠିକ ଭାବରେ ହଜମ ହେବ ନାହିଁ ତ ପେଟରେ ଯନ୍ତ୍ରଣା, ଏସିଡିଟି, ଭାରିପଣ ଦ୍ଵାରା ସଂପୂର୍ଣ୍ଣ ଦିନ ଖରାପ ହୋଇଯାଇଥାଏ ।
୩;- ଚାହା ଖାଦ୍ୟରୁ ମିଳୁଥିବା ଭିଟାମିନ ଏବଂ ମିନେରାଲ୍ସ କୁ ଶରୀରରେ ସଠିକ ଭାବରେ ଅବଜର୍ଭ ହେବାକୁ ଦେଇନଥାଏ । ଯାହାଦ୍ଵାରା ଶରୀର କମଜୋର ଏବଂ ଥକା ଥକା ରହିଥାଏ ।
୪;- ଚାହା ସେବନ କରିବା ଦ୍ଵାରା ହାଡ କମଜୋର ହୋଇଥାଏ, ଯାହା କାରଣରୁ ଆଣ୍ଠୁ ଦରଦ, ଅଣ୍ଟା ଦରଦ ଭଳି ସମସ୍ୟା ଲୋକଙ୍କୁ ଚିନ୍ତିତ କରିଥାଏ ।
୫;- ଏହା ଆମ୍ଭ ହାର୍ଟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏହା ହାଇବିପି ଏବଂ ହାର୍ଟ ଆଟାକ ଭଳି ବିମାରୀ କୁ ବଢାଇଥାଏ ।
୬;- ବହୁତ ଅଧିକ ଚାହା ସେବନ କରିବା ଦ୍ଵାରା ଭୋକ ମରିଯାଇଥାଏ । ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଲୋକେ ଓଜନ କମାଇବା ନିମନ୍ତେ ଚାହା ର ସେବନ କରିଥାନ୍ତି । ଏହାର କାରଣ ଏହା ହୋଇଥାଏ ଯେ ଏସିଡିଟି ଏବଂ ଗ୍ୟାସ ଦ୍ଵାରା ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଯାଇଥାଏ । ବନ୍ଧୁଗଣ ତେବେ ଆପଣ ଅତ୍ୟଧିକ ଚାହା ସେବନ କରନ୍ତୁ ନାହିଁ ।
ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।