Health Tips- 6 ମାସରେ ଥରେ ପିଆନ୍ତୁ, Liver କୁ ସବୁବେଳେ ରଖିବ ଯବାନ ! ଲିଭରକୁ ସୁସ୍ଥ ରଖିବାର ରାମବାଣ ଉପାୟ

ନମସ୍କାର ବନ୍ଧୁଗଣ, ଲିଭର ଆମ ଶରୀର ଏଭଳି ଏକ ଆଙ୍ଗା ଯାହା ଆମ ଶରୀର ସମସ୍ତ ଦୂଷିତ ପଦାର୍ଥକୁ ଆମ ଶରୀର ନିଷ୍କାସିତ କରିବାର କାମ କରିଥାଏ । ଆଉ ଏହି ପ୍ରକିୟା ଭିତରେ ଯଦି ଆପଣ ଅଧିକ ବିଶୁଦ୍ଧ ଖାଦ୍ୟ ଖାଇବେ ତେବେ ଲିଭରରେ ନିଶ୍ଚିତ ଭାବରେ ଅଧିକ ଦୂଷିତ ପଦାର୍ଥ ଜମିବ ଯାହାକୁ ଆପଣ ସଫା ନକରିବା ଦ୍ଵାରା ଲିଭର ଜନିତ ସମସ୍ୟା ଦେଖାଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କିଭଳି ଭାବରେ ଆପଣ ଆପଣଙ୍କ ଲିଭରକୁ ସଫା କରିପାରିବେ ତାହାର ଉପାୟ ।

ଯଦି ଆପଣଙ୍କ ପେଟ ଫୁଲିଯାଏ, ପେଟ ଭିତରେ ଜଳନ, ଆପଣଙ୍କ ପେଟର ଡାହାଣ ପଟ ଭାରି ଲାଗିବା, ଶରୀରର ସବୁଆଡେ ଜଳାପୋଡା ଭଳି ଅନୁଭବ ହେବା, କୋଲେଷ୍ଟ୍ରଲ ବଢିଯିବା, ବହୁତ ଅଧିକ ଝାଳ ବାହାରିବା, ଶରୀରର ରଙ୍ଗ ବଦଳିବାର ନଜର ଆସିଥାଏ । ଏହା ସହିତ ଯଦି ଆପଣଙ୍କ ୟୁରିନ ଅଧିକ ଗାଢ ଆସିବାକୁ ଲାଗ ତେବେ ଆପଣ ବୁଝିଯିବେ କି ଆପଣଙ୍କ ଲିଭରରେ କୌଣସି ସମସ୍ୟା ଆରମ୍ଭ ହୋଇସାରିଛି ।

ଆପଣ ନିଜ ଲିଭରକୁ ସଫା କରିବା ପାଇଁ ଜୁସ କିଛି ନେବା ଉଚିତ ଯାହା ସମ୍ପର୍କରେ ବର୍ତ୍ତମାନ ଆପଣ ମାନେ ଜାଣିବେ । ଏହି ଜୁସକୁ ଆପଣ ନେବାର ପୂର୍ବଦିନ ଖାଲି ପେଟରେ ରହିବା ଆବଶ୍ୟକ । କିମ୍ବା କିଛି ହାଲକା ଖାଦ୍ୟ ଖାଇବା ଉଚିତ ଭାରି ଖାଇବା ଖାଇବେ ନାହିଁ । ଏହି ଜୁସକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଲାଉ ଦରକାର, ହଳଦୀ, ଧନିଆ, ଗିଲୋଏ ଏବଂ କଳା ଲୁଣର ଆବଶ୍ୟକତା ରହିଛି ।

ଏକ ଗ୍ଳାସ ଜୁସ ବାହାରିବା ଭଳି ଆପଣ ଲାଉ ନିଅନ୍ତୁ । ଲାଉ ଏବଂ ୫୦ ଗ୍ରାମ ଧନିଆ ଆପଣ ମିଶାଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏହାର ଜୁସ ପ୍ରସ୍ତୁତ ହୋଇଯିବା ପରେ ଆପଣ ଏଥିରେ ଏକ ଚାମଚ ହଳଦୀ, ଏକ ଚାମଚ କଳା ଲୁଣ ଏବଂ ଏକ ଚାମଚ ଲେମ୍ବୁ ରସ ଆପଣ ଏଥିରେ ପକାନ୍ତୁ । ଏହିସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଆଉ ଏଥିରେ ୩୦ ml ଗିଲୋଏ ରସ ଆଣି ମିଶାଇ ଦିଅନ୍ତୁ ।

ଏହାପରେ ଆପଣଙ୍କ ଜୁସ ସମ୍ପୂର୍ଣ ପ୍ରସ୍ତୁତ । ଏହି ଜୁସକୁ ଆପଣ ସକାଳେ ଖାଲି ପେଟରେ ସେବନ କରନ୍ତୁ । ସନ୍ଧ୍ୟାରେ ଖାଇବା ଖାଇ ସାରିବା ପରେ ମଧ୍ୟ ଆପଣ ଏହାକୁ ନେଇପାରିବେ । ଏହା ଆପଣଙ୍କ ଲିଭରକୁ ପରିଷ୍କାର କରିବା ସହ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇ ଦେଇଥାଏ ।

ଏହିଭଳି ଭାବରେ ଆପଣ ଜୁସକୁ ଦୁଇ ରୁ ତିନି ଦିନ ଲଗାତାର ସେବନ କରିବା ଉଚିତ । ଛଅ ମାସକୁ ଥରେ ଆପଣ ଏହାର ସେବନ ଏହିଭଳି ଭାବରେ ଆପଣଙ୍କ ଲିଭରକୁ ପରିଷ୍କାର ରଖନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *