ମାଳିକା ସତର୍କବାଣୀ, ଏହି 6 ଜଣଙ୍କ ଲୁହରେ ଭାସିଯିବ ଦୁନିଆ, କେବେ ବି ଏମାନଙ୍କ ଆଖିରେ ଲୁହ ଦେବେନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଣିଷ ଜୀବନ ପୃଥିବୀର ସବୁଠାରୁ ଦୁର୍ଲଭ ଜୀବନ ହୋଇଥାଏ । ଏହି ଧରା ପୃଷ୍ଟରେ ଯେତେବେଳେ ମନୁଷ୍ୟ ହୋଇ ଜନ୍ମ ଲାଭ କରିଛୁ । ସେହି ଭଳି ମଣିଷ ଭଳି କର୍ମ କରିବା ଉଚିତ । ନିଜର ସ୍ଵଭାବକୁ କେବେ ମଧ୍ୟ ପଶୁ ଭଳି କରିବା ଉଚିତ ହୋଇନଥାଏ । ଏହା କହିବାର ଅର୍ଥ ଜଣେ ମଣିଷକୁ ଅନ୍ୟ ମଣିଷର ବିପଦ ବେଳେ ତାକୁ ସାହାଜ୍ଯ କରିବା ଉଚିତ କିନ୍ତୁ କେବେ ମଧ୍ୟ ତାର ଆଖିରେ ଲୁହ ଦେବା ଉଚିତ ନୁହେଁ ।

ମାଳୀକା ବଚନ ଅନୁସାରେ ଦୁନିଆରେ ଏହି ୬ ଜଣଙ୍କ ଆଖିରେ କେବେ ମଧ୍ୟ ଲୁହ ଦେବା ଉଚିତ ହୋଇନଥାଏ । ନଚେତ ଏହାର ଭୟଙ୍କର ପରଣାମ ଭୋଗିବା ପାଇଁ ପଡିଥାଏ । କେବେ ମଧ୍ୟ କୌଣସି ପରିସ୍ଥିତିରେ ୬ଟି ବ’ ଆଖିରେ ଲୁହ ଦେଇ ତାଙ୍କୁ କନ୍ଦାଇବା ଉଚିତ ନୁହେଁ । ସେହି ୬ ଜଣଙ୍କ ମଧ୍ୟରୁ ପ୍ରଥମେ ହେଉଛି ବ’ ଅକ୍ଷରରୁ ସୃଷ୍ଟି ବାପା ଓ ଦିତୀୟ ହେଉଛି ବୋଉ । ବାପମାଆ ହେଉଛନ୍ତି ଆମର ଚଳନ୍ତି ଠାକୁର ସମାନ ।

ତାଙ୍କର କେବେ ମଧ୍ୟ ହତାଦର କରିବା ଓ ତାଙ୍କ ଆଖିରେ ଲୁହ ଦେବା ଠିକ ହୋଇନଥାଏ । ବାପମାଆ ଆମକୁ ଛୋଟରୁ ବଡ କରିଥାନ୍ତି । ସ୍ନେହ ଓ ଶ୍ରଦ୍ଧା ଦେଇ ଆମକୁ ଲଲାନପାଳନ କରିଥାନ୍ତି । ଯେତେବେଳେ ପିଲାମାନେ ବଡ ହୋଇଯାଥାନ୍ତି । ସେତେବେଳେ ତାଙ୍କର ମୁଣ୍ଡକୁ ହାତ ପାଇଯାଇଥାଏ । ଯେଉଁ କାରଣରୁ ସେମାନେ ବାପାମାଆକୁ ଅନାଦର କରିବା ଆରମ୍ଭ କରିଥାନ୍ତି ।

ଯେଉଁ ପୁଅମାନେ  ବଡ ହେଲା ପରେ ନିଜ ବୃଦ୍ଧ ବାପା ଓ ମାଆଙ୍କର ସେବା ନକରି ଘରେ ନରଖି ବୃଦ୍ଧାଶ୍ରମ ପଠେଇ ଦେଇଥାନ୍ତି । ସେମାନେ ଯେତେ ରୋଜଗାର କଲେ ମଧ୍ୟ ତାଙ୍କର ଅଭାବ ସେତେ ବଢିଥାଏ । ସେମାନେ ଜୀବନରେ ସୁଖଶାନ୍ତିରେ ରହିପାରିନଥାନ୍ତି । ତୃତୀୟରେ ବ୍ରାହ୍ମଣ ଆଖିରେ ମଧ୍ୟ କେବେ ଲୁହ ଦିଅନ୍ତୁ ନାହିଁ । ଚତୁର୍ଥରେ ବାବାଜୀ ଆଖିରେ କେବେ ଲୁହ ଦେବା ଉଚିତ ନୁହେଁ ।

ଯଦି ଏପରି ଆପଣ କରନ୍ତି । ତାଙ୍କ ମନ ବାଧିଲା ଭଳି କଟୁ କଥାର ପ୍ରୟୋଗ କରନ୍ତି । ତେବେ ତାଙ୍କ ଅଭିଶାପ ଦ୍ଵାରା ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଭରି ହୋଇଯିବ । ପଞ୍ଚମରେ ବୈଷ୍ଣବ ମାନଙ୍କ ଆଖିରେ ମଧ୍ୟ କେବେ ଲୁହ ଦିଅନ୍ତୁ ନାହିଁ । ଷଷ୍ଠରେ ବିଧବା ଆଖିରେ କେବେ ଲୁହ ଦିଅନ୍ତୁ ନାହିଁ । କାରଣ ବିଧବାର ସ୍ଵାମୀ ମରିଗଲା ପରେ ସେ ନିସହାୟ ହୋଇଯାଥାଏ ।

ଯଦି ସେହି ବିଧବା ମହିଳା ମାନଙ୍କ ଆଖିରେ ଲୁହ ଦେଇ କନ୍ଦାଇଥାନ୍ତି । ତେବେ ଆପଣଙ୍କର ମଙ୍ଗଳ ହୋଇନଥାଏ । ଆପଣମାନେ ଉପରୋକ୍ତ ଏହି ବିଶେଷ ୬ ଜଣଙ୍କୁ କେବେ ନିଷ୍ଠୁର କଥା କହିବେ ନାହିଁ । ତାଙ୍କ ଆଖିରେ କେବେ ମଧ୍ୟ ଲୁହ ଦେବେ ନାହିଁ । ନଚେତ ଭଗବାନ ଆପଣଙ୍କୁ ଏହାର ଉପଯୁକ୍ତ ଦଣ୍ଡ ଦେବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *