ବନ୍ଧୁଗଣ ଆମେ ଏଭଳି ବହୁତ ଚଳଚ୍ଚିତ୍ର ଦେଖିଥିବୁ ଯେଉଁ ଥିରେ ମୁଖ୍ୟ ଚରିତ୍ର ଅପେକ୍ଷା ସେ ଚଳଚ୍ଚିତ୍ର ରେ ଥିବା ବାଲ୍ୟ କଳାକାର ଙ୍କ ଅଭିନୟ କୁ ଆମେ ବେସି ଭଳରେ ମନେ ରଖିଥାଉ। ସେ ‘କୁଛ କୁଛ ହୋତା ହେ’ ର ଅଞ୍ଜଳି ହେଉ କିମ୍ବା ‘କୋଈ ମିଲ ଗୟା’ ର ଛୋଟେ ସର୍ଦ୍ଦାର ଏହି ବାଲ୍ୟ କଳାକାର ନିଜ ନିରୀହ ଚେହେରା ଓ ମନ ଯୋଗୁଁ ଆମ ମାନଙ୍କ ହୃଦୟରେ ନିଜ ଯାଗା କରି ଥାନ୍ତି। ତେବେ ଚାଲନ୍ତୁ ଜାଣିବା ସେହି ବାଲ୍ୟ କଳାକାର ଏବେ ବଡ଼ ହେଇ କିଭଳି ଦେଖାଯାଉଛନ୍ତି।
୧- ପ୍ରଥମ କଳାକାର ହେଲେ ଏଥିତ ନାୟକ । ‘ଆବ୍ରା କା ଡାବ୍ରା’ ରେ ମୂଖ୍ୟ ଚରିତ୍ର ଶାନୁ ରେ ସେ ନଜର ଆସିଥିଲେ ଏବଂ ତାଙ୍କ ଅଭିନୟ ରେ ସମସ୍ତଙ୍କ ହୃଦୟ କୁ ଜିଣି ମଧ୍ୟ ପାରିଥିଲେ। ଏଥିତ ଏବେ ନିଜ ଜୀବନ ର ୨୬ ବର୍ଷ ଅତିକ୍ରମ କରି ସାରିଲେଣି ଏବଂ ଛୋଟ ବେଳେ ଯେତେ କ୍ୟୁଟ ଥିଲେ ଏବେ ବଡ଼ ହେଇ ସେତେ ସୁନ୍ଦର ଦେଖାଯାଉଛନ୍ତି।
୨- ଦ୍ୱିତୀୟ କଳାକାର ଙ୍କ ନାମ ହେଲା ଏହସାସ ଚନା । ‘କଭୀ ଅଲବିଦା ନା କହନା’ ଚଳଚ୍ଚିତ୍ର ରୁ ନିଜ ଅଭିନୟ ଆରମ୍ଭ କରିଥିଲେ । ଏବେ ସେ ୨୨ ବର୍ଷ ର ଏକ ସୁନ୍ଦରୀ ଅଭିନେତ୍ରୀ ହୋଇ ଗଲେଣି ଏବଂ ଏବେ ମଧ୍ୟ ସେ ନିଜ ଅଭିନୟ କୁ ଜାରି ରଖିଛନ୍ତି।
୩- ତୃତୀୟ କଳାକାର ହେଲେ ଜୀବରାନ ଖାନ । ‘କଭୀ ଖୁସି କଭୀ ଗମ’ ଚଳଚ୍ଚିତ୍ର ରେ କ୍ରିସ ଚରିତ୍ର ରେ ଅଭିନୟ କରି ବହୁ ଲୋକପ୍ରିୟତା ହାସଲ କରିଥିଲେ । ଏବେ ସେ ନିଜ ଜୀବନ ର ୨୬ ବର୍ଷ ଅତିକ୍ରମ କରି ସାରି ଲେଣି । ଏବଂ ଏବେ ସେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ଓ ଲୋକପ୍ରିୟତା ଏବେ ମଧ୍ୟ ବଜାୟ ରହିଛି।
୪- ଚତୁର୍ଥ କଳାକାର ହେଲେ ମଧୁର ମିତଲ। ମଧୁର ‘ସ୍ଲମ୍ ଡଗ ମିଲେନିୟର’ ଚଳଚ୍ଚିତ୍ରରେ ସଲିମ ଚରିତ୍ର ରେ ଅଭିନୟ କରି ବହୁ ପ୍ରସିଦ୍ଧି ଅର୍ଜନ କରିଥିଲେ । ଏବେ ସେ ବଡ଼ ହୋଇ ବହୁତ ସୁନ୍ଦର ଏବଂ ଷ୍ଟାଇଲିଶ ହେଇ ଗଲେଣି। ଏବେ ମଧ୍ୟ ସେ ନିଜ ଅଭିନୟ ବଜାୟ ରଖି ଛନ୍ତି।
୫- ପଞ୍ଚମ କଳାକାର ହେଲେ ଆନନ୍ଦ ବର୍ଦ୍ଧନ । ‘ସୂର୍ଯ୍ୟ ବଂଶମ’ ଚଳଚ୍ଚିତ୍ରରେ ଭାନୁ ପ୍ରତାପ ଙ୍କ ନାତି ର ଚରିତ୍ର ରେ ଅଭିନୟ କରି ଥିଲେ ଏବଂ ଲୋକପ୍ରିୟ ମଧ୍ୟ ହୋଇ ଥିଲେ । ଏବେ ସେ ୨୮ବର୍ଷ ର ହୋଇ ଗଲେଣି । ଏବେ ମଧ୍ୟ ସେ ନିଜ ଅଭିନୟ କ୍ଷେତ୍ର କୁ ବଜାୟ ରଖିଛନ୍ତି ଓ ସାଉଥ ରେ ଅନେକ ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବେ ଅଭିନୟ ମଧ୍ୟ କରିଛନ୍ତି।
ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ