ବିବାହ ରେଖାରୁ ଜାଣନ୍ତୁ ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ୍ ? କଣ କହୁଛି ଆପଣଙ୍କ ବିବାହ ରେଖା ?

ନମସ୍କାର ବନ୍ଧୁଗଣ , ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହାତ ର ରେଖା କୁ ଦେଖି ଆମେ ଜାଣିପାରିଥାଉ କି ବ୍ୟକ୍ତି ର ପ୍ରେମ ବିବାହ  ହୁଏ ବା ଆରେଜ୍ ବିବାହ । ଆଜି ଆମେ ଆପଣମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତର ଉପରେ ଥିବା ହୃଦୟ ରେଖା ଭବିଷ୍ୟତ ବିବହ ସମ୍ବନ୍ଧରେ ସୂଚନା ଦେଇଥାଏ । ଆସନ୍ତୁ ଜାଣିବା ଆପଣ ହାତର ହୃଦୟ  ରେଖା ଶନି ପର୍ବତ ପାଖ  ରେ ପହଞ୍ଚିଥାଏ ତେବେ ଏହି ବ୍ୟକ୍ତିମାନଙ୍କ ବିବାହ ଘର ନିର୍ଣ୍ଣୟ କରାଯାଇଥାଏ ବା ଆରେଜ ମ୍ୟାରେଜ୍ ହୋଇଥାଏ ।

ହୃଦୟ ରେଖାର ଶେଷ ରେ ଯଦି v ଚିହ୍ନ ସୃଷ୍ଟି ହୋଇଥାଏ , ତେବେ ଏହି ବ୍ୟକ୍ତିମାନଙ୍କ ଜୀବନ ରେ ପ୍ରେମ ବିବାହ ହୋଇଥାଏ । ଏମାନେ ନିଜର ଜୀବନ ସାଥିଙ୍କୁ ବହୁତ ପ୍ରେମ କରିଥାନ୍ତି । ଯଦି କୋଣସି ବ୍ୟକ୍ତିଙ୍କ ଦୃଦୟ ରେଖା ଛୋଟ ହୋଇଥାଏ ତେବେ ସେମାନେ ବହୁତ ଶୀଘ୍ର ଅନ୍ୟମାନଙ୍କୁ ନିଜର ହୃଦୟ ଦେଇ ବସନ୍ତି । ଏହି ପରି ବ୍ୟକ୍ତି ବହୁତ ଭଲ ହୋଇଥାନ୍ତି ତେଣୁ  ଏମାନଙ୍କୁ ଲାଗିଥାଏ କି ସମସ୍ତେ ଭଲ ହୋଇଥାନ୍ତି ।

ଏମାନଙ୍କୁ ପ୍ରେମ ରେ ଅଧିକ ଧୋକା ମିଳିଥାଏ । ଯେଉଁମାନଙ୍କ ହୃଦୟ ରେଖା ବହୁତ ଛୋଟ ହିଥାଏ ଯଥା ଯେତେ ରହିବା କଥା ତାହା ଠାରୁ ଅଧିକ ଛୋଟ ହୁଏ ତେବେ ଏହି ବ୍ୟକ୍ତି ମାନେ ମନ ରୁ ପ୍ରେମ କରନ୍ତି ନାହିଁ । ଏହି ସ୍ଵଭାବ ଥିବା ବ୍ୟକ୍ତିମାନେ ପ୍ରେମ ରେ ଅନ୍ୟମାନଙ୍କୁ ଧୋକା ଦେଇଥାନ୍ତି , ପ୍ରେମ ର ଯୋଗ୍ୟ ହୋଇନଥାନ୍ତି । ତେଣୁ ଏହି ବ୍ୟକ୍ତିଙ୍କ ଠାରୁ ଦୂର ରେ ରହିବା ଉଚିତ୍ ହୋଇଥାଏ ।

ଯେଉଁମାନଙ୍କ ହୃଦୟ ରେଖା  ଦୁଇଟି ଅଙ୍ଗୁଳି ର ମାଝି ରେ ଶେଷ ହୁଏ ତେବେ ଏମାନଙ୍କ ର ମଧ୍ୟ ପ୍ରେମ ବିବାହ ହୋଇଥାଏ । ଏମାନେ ନିଜର ପ୍ରେମ ସମ୍ପର୍କ ରେ ସଫଳତା ପ୍ରାପ୍ତ କରିଥାନ୍ତି ଏବଂ ନିଜର ବିବାହିତ  ଜୀବନ କୁ ଭଲ ଭାବରେ ଚଳାଇଥାନ୍ତି । ଯଦି ଭାଗ୍ୟ ରେଖା ଆପଣଙ୍କ ହୃଦୟ ରେଖା କୁ କାଟିକୁ ଯାଇଥାଏ ତେବେ ଏହାର ଅର୍ଥ ଯଥା ଏମାନେ ଜୀବନ ରେ ବହୁତ ସଫଳତା ପ୍ରାପ୍ତ କରିଥାନ୍ତି ଏବଂ ଏମାନଙ୍କ ବୈବାହିକ ଜୀବନ ସୁଖ ଶାନ୍ତି କଟିଥାଏ ।

ଯଦି ଆପଣଙ୍କ ହୃଦୟ ରେଖାରେ x ଚିହ୍ନ ରହିଥାଏ ତେବେ ଏହି ବ୍ୟକ୍ତି ହୃଦୟ ରୁ ସ୍ଵଚ ସଫା ହୋଇଥାନ୍ତି ଏବଂ ପ୍ରେମ ରେ ବାରମ୍ବାର ଧୋକା ଖାଇଥାନ୍ତି । ତେଣୁ ଏହି ବ୍ୟକ୍ତି ବିଚାର ଚିନ୍ତା କରିଲା ପରେ ହିଁ ଭଲ ପାଇବା ଉଚିତ୍ । ଯଦି ଆପଣଙ୍କ ହୃଦୟ ରେଖା ଦୁଇ ରୁ ଅଧିକ ରହିଥାଏ ତେବେ ଆପଣଙ୍କୁ ପ୍ରେମ ବିବାହ ହୋଇଥାଏ , ଏହି ରେଖା ତିନି ରୁ ଅଧିକ ରହେ ଆପଣଙ୍କର ଦୁଇ ଟି ବିବାହ ର ସମ୍ଭାବନା ଦେଖାଯାଏ ।

ହୃଦୟ ରେଖା ତେଡା ମେଡା ଯାଇଥାଏ ତେବେ ଏହି ବ୍ୟକ୍ତି ପ୍ରେମ ରେ ଧୋକା ପାଇଥାନ୍ତି । ହୃଦୟ ରେଖା ଓ ମସ୍ତିସ୍କ ରେଖା ର ମିଳନ ହୁଏ ଏହାର ଅର୍ଥ ଏହି ବ୍ୟକ୍ତିମାନେ ପ୍ରେମ ବିବାହ କରିଥାନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *