Health Tips- ଯଦି ପାଦରେ ଦେଖାଯାଏ ଏହି ଲକ୍ଷଣ ତ ଜାଣିଯିବେ ଆପଣଙ୍କ ଲିଭର ଖରାପ !

ନମସ୍କାର ବନ୍ଧୁଗଣ , ଶରୀର ରେ ଯଦି ଦେଖାଯାଇଥାଏ ଏହି ଲକ୍ଷଣ କେବେ ବି ଏହାକୁ ଅଣଦେଖା କରିବେ ନାହିଁ , କାରଣ ବଡ ବଡ ସମସ୍ୟା ଆସିବା ପୂର୍ବରୁ ଦେଇଥାଏ ଏହି ସାମାନ୍ୟ ସଂକେତ ବା ଚିହ୍ନ । ଆଜି ଆପଣଙ୍କୁ ଲିଭର ରୋଗ ସମ୍ବନ୍ଧୀୟ ଲକ୍ଷଣ ଦେଇଥାଏ ଆମ ପାଦ । ଆସନ୍ତୁ ଜାଣିବା ଏହା ବିଷୟରେ ଡାକ୍ତର ସାଲିମ ଜେଦୀଙ୍କ କଥାରେ । ଯଦି ଆପଣଙ୍କୁ ଏହି ସବୁ ଚିହ୍ନ , ଲକ୍ଷଣ ଦେଖାଯାଇଥାଏ ତୁରନ୍ତ ଆପଣଙ୍କ ନିକଟର ରେ ଥିବା ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

ଆପଣ ପାଦ ଉପରେ କଳା ଲାଲ ଦାଗ ସୃଷ୍ଟି ହୋଇଥାଏ ଏହା ଆପଣଙ୍କୁ ଲିଭର ସମସ୍ୟା ର ସଂକେତ ଦେଇଥାଏ । ଏହା ସାଧାରଣତ କମ୍ ରକ୍ତ ସଂଚାଳନ ଯୋଗୁ ହୁଏ  ଏବଂ ଅନ୍ୟାନ ରୋଗ ପାଇଁ ହେଇଥାଏ ମାତ୍ର ଅଧିକାଂଶ ଲିଭର ସମସ୍ୟା ଯୋଗୁ ହୋଇଥାଏ ।

2- ଯଦି ଆପଣ ଶରୀର ର ପାଦ ଭାଗରେ spider veins ହୋଇଥାଏ , ଏହା ମୁଖ୍ୟତ ଲିଭର ସିରୋସିସ କ୍ଷେତ୍ରରେ ଦେଖାଯାଇଥାଏ । ଲିଭର ଖରାପ  ବା ଫେଲ ହେବା ପୂର୍ବରୁ ଏହା ଦେଖାଯାଇଥାଏ । 3 – ଆପଣଙ୍କ ପାଦର ତଳ ଭାଗ ଫାଟି ଯାଏ ଏହା ଲିଭର ଜନିତ ସମସ୍ୟା ହୋଇଥାଏ । ଏହା ସାଧାରଣତ ଭିଟାମିନ – ଓ3 ଏବଂ ଓମେଗା 3 ଫ୍ୟାଟି ଏସିଡ ଅଭାବ ରୁ  ହୋଇଥାଏ ।

ଯଦି ଆପଣଙ୍କ ଶରୀର ରେ ଲିଭର ଖରାପ ହୋଇଥାଏ ତେବେ ଏହି ଦୁଇଟି ର ଅଭାବ ହୋଇଯାଏ । 4- ଯଦି ଆପଣଙ୍କ ପାଦର ତଳ ଅଂଶ ରେ କୁଣ୍ଡେଇ ହୋଇଥାଏ । ଏହ ମଧ୍ୟ ଲିଭର ଖରାପ ହେବାର ଲକ୍ଷଣ । ବହୁତ ଲୋକମାନଙ୍କ ଶରୀର ରେ ଲିଭର ସମସ୍ୟା ଯୋଗୁ ପାଦର ତଳ ଭାଗ ରୁ ନିଆ ବାହାରିବା ପରି ଅନୁଭବ ହୋଇଥାଏ । 5-ଆପଣ ପାଦ ରୁ ଜୋତା ବାହାର କରିବା  ସମୟରେ ଯଦି ଆପଣଙ୍କ ପାଦ ରୁ ଦୁର୍ଗନ୍ଧ ବାହାରିଥାଏ ।

ତେବେ ଏହା ମଧ୍ୟ ଲିଭର ଖରାପ ହେବାର ସଂକେତ ଦେଇଥାଏ ।6 – କାରଣ ଲିଭର ଆମ ଶରୀରରୁ ଟଂସିନ କୁ ବାହାର କରିବାର କାମ ସାଧନ କରିଥାଏ ଯଦି ଲିଭର ଦୁର୍ବଳ ହୋଇଯାଏ ତେବେ ଏହା ଆମ ଦେହ ମାଧ୍ୟମ ରୁ ବାହାର କୁ ବାହାରିଥାନ୍ତି । 7 – ଆପଣ ପାଦ ଯଦି ଏହି ପରି ଭାବରେ ଫୁଲି ଯାଇଥାଏ ଯାହା କୁ ଚୁଇଲା ମାତ୍ରେ ଭିତର କୁ ଦବି ଯାଏ ଓ କିଛି ସମୟ ପରେ ଏହା ଠିକ ହୋଇଯାଇଥାଏ ।

ଏହା ଏକ ସାମାନ୍ୟ ଲକ୍ଷଣ ଅଟେ । 8- ଯଦି ଆପଣ ଙ୍କ ପାଦର ଆଙ୍ଗୁଠି ରେ ଅଧା ଚାନ୍ଦ ଚିହ୍ନ ଧଳା ରଙ୍ଗର ଦେଖାଯାର ଏହା ମଧ୍ୟ ଲିଭର ଖରାପ ହେବାର ଲକ୍ଷଣ ଅଟେ ।  ଆପଣଙ୍କ ଶରୀର ଏହି ସବୁ ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କ ପାଖ କୁ ଯାଆନ୍ତୁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ଯୋଡି ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *