ଭେଣ୍ଡି ଖାଉଥିବା ଲୋକ ଏହି 2 ଜିନିଷ ଠାରୁ ବଞ୍ଚିକି ରୁହନ୍ତୁ ! ଯଦି ଆପଣ ବି ଭେଣ୍ଡି ଖାଉଛନ୍ତି ତ ନିଶ୍ଚୟ ଜାଣି ରଖନ୍ତୁ- Health Tips

ବନ୍ଧୁଗଣ ନମସ୍କାର ଯିଏ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ ।

କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ । ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ ।

ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ ସେ ହେଉଛି ଭେଣ୍ଡି । ଭେଣ୍ଡି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ମଧ୍ୟ । ତେବେ ଚାଲନ୍ତୁ ଜାଣିନେବା ଭେଣ୍ଡି ଦ୍ବାରା ଆମେ କିପରି ନିଜର ରୋଗ ରୁ ମୁକ୍ତି ପାଇଁ ପାରିବା ଏବଂ ନିଜର ସ୍ୱାସ୍ଥ୍ୟ ର ଯତ୍ନ ମଧ୍ୟ ନେଇ ପାରିବା ।

ତେବେ ଆମକୁ ସବୁବେଳେ କୁହାଯାଏ କି ସବୁଜ ପନିପରିବା ଖାଇବା ଦ୍ୱାରା ଆମ ଶରୀର ସବୁବେଳେ ସୁସ୍ଥ ଏବଂ ଦୃଢ଼ ହୋଇ ରହିଥାଏ । ତେବେ ସେହି ସବୁଜ ପନିପରିବା ଭିତରୁ ସବୁଠାରୁ ଭଲ ଏବଂ ହିତକର ପରିବା ହେଉଛି ଭେଣ୍ଡି । ଭେଣ୍ଡି ଖାଇବା ଦ୍ୱାରା ଆମକୁ ଅନେକ ଫାଇବର ତଥା ପ୍ରୋଟିନ ମିଳିବା ସହିତ ଆମର କିଡନୀ ଜନିତ ସମସ୍ୟା ମଧ୍ୟ ଦୁର ହୋଇ ଯାଇଥାଏ ।

ତେବେ ଭେଣ୍ଡି ଖାଇବା ପରେ ଦୁଇଟି ଏପରି କିଛି ଜିନିଷ ଅଛି ଯାହାକୁ ଖାଇବା ଆମ ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ ଅଟେ । ତେବେ ଆସନ୍ତୁ ଭେଣ୍ଡି ଖାଇବା ଦ୍ୱାରା କଣ ଲାଭ ମିଳିଥାଏ ଏବଂ ଭେଣ୍ଡି ଖାଇବା ପରେ କେଉଁ ଜିନିଷ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ଚାଲନ୍ତୁ ଜାଣିନେବା । ଭେଣ୍ଡି ଖାଇବା ଦ୍ୱାରା ଆମର ରକ୍ତ ରେ ଥିବା ଶର୍କରା ର ମାତ୍ରା କୁ କମ କରି ଦେଇଥାଏ । ଭେଣ୍ଡି ରେ ଭିଟାମିନ-ସି ଏବଂ ଆଣ୍ଟିଅକ୍ସୀଡେଡ ମଧ୍ୟ ଥାଏ ।

ଏହା ଆମ ଶରୀର ରେ ରୋଗପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ କିଡନୀ ଜନିତ ସମସ୍ୟା କୁ ଦୁର କରିବାରେ ମଧ୍ୟ ସହାୟକ ହୋଇଥାଏ । ଭେଣ୍ଡି ଖାଇବା ଦ୍ୱାରା ଆମ ହଜମ ଠିକ ଭାବରେ ହେବା ସହିତ ଆମର କୋଲେଷ୍ଟ୍ରଲ କମ କରିବାରେ ମଧ୍ୟ ସହାୟତା ହୋଇଥାଏ । ଭେଣ୍ଡି ରେ ଭିଟାମିନ-ଏ, ଭିଟାମିନ-ବି୧, ଭିଟାମିନ-ବି୨,ଭିଟାମିନ-ସି, ଜୀଙ୍କ ଏବଂ କ୍ୟାଲସିୟମ ଭରପୁର ମାତ୍ରା ରେ ରହିଥାଏ । ତେଣୁ ଭେଣ୍ଡି ଆମ ଶରୀର ପାଇଁ ବହୁତ ଉପଯୋଗୀ ଅଟେ ।

ତେବେ ଆସନ୍ତୁ ବର୍ତ୍ତମାନ ଜାଣିନେବା କି ଭେଣ୍ଡି ଖାଇବାପରେ କେଉଁ ଜିନିଷ ଖାଇବା ଉଚିତ ନୁହେଁ । ସେହି ଦୁଇଟି ଜିନିଷ ହେଉଛି କଲରା ଏବଂ ମୂଳା । ଡାକ୍ତର ଭେଣ୍ଡି ଖାଇବା ପରେ ଏହି ଦୁଇଟି ଜିନିଷ ଖାଇବା ପାଇଁ ବାରଣ କରିଥାନ୍ତି । କାରଣ ଭେଣ୍ଡି ପରେ କଲରା ଖାଇବା ଦ୍ଵାରା ତାହା ପେଟ ରେ ବିଷ ହୋଇ ଯାଇଥାଏ ଏବଂ ମୂଳା ଖାଇବା ଦ୍ୱାରା ଶରୀର ରେ ଧଳା ଦାଗ ହୋଇଯାଇଥାଏ ।

ତେଣୁ ଭେଣ୍ଡି ଖାଇବା ପରେ ଏହି ଦୁଇଟି ଜିନିଷ ଖାଆନ୍ତୁ ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *