ଭଗବାନଙ୍କ ସାମ୍ନାରେ କାନ୍ଦିବା ଦ୍ଵାରା କଣ ହୋଇଥାଏ ? ଆଗରୁ କେବେ ବି ଜାଣିନଥିବେ ଏହାର ଚମତ୍କାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତି ଜୀବନରେ ସୁଖ ଓ ଦୁଃଖ ମିଳିତ ଭାବରେ ରହିଥାଏ । କେତେବେଳେ ବ୍ୟକ୍ତିକୁ ଅତ୍ୟଧିକ ଖୁସି ପ୍ରାପ୍ତ ହେଉଥିବା ସମୟରେ କେତେବେଳେ ବ୍ୟକ୍ତି ଉପରେ ହଟାତ ଦୁଃଖର ବାଦଲ ଛିଡି ପଡିଥାଏ । ତେଣୁ ଯେତେବେଳେ ବ୍ୟକ୍ତି ଜଣଙ୍କ କୌଣସି ନା କୌଣସି କାରଣରେ ପଡି ନିଜକୁ ଅସହାୟ ମନେ କରିଥାଏ । ନିଜେ ସଂପୂର୍ଣ୍ଣ ରୂପେ ଭାଙ୍ଗି ଦୁର୍ବଳ ହୋଇଯାଇଥାଏ ।

ତେବେ ସେ ନିଜର ଦୁଃଖକୁ ଲାଘବ କରିବା ପାଇଁ ଅନ୍ୟ କାହାର ସହାୟତା ନେଇଥାଏ । ଅନ୍ୟକୁ ନିଜର ଦୁଃଖ ବାଣୀ ଶୁଣାଇ ଥାଏ । ବହୁତ ଲୋକ ଥାନ୍ତି କି ଯେଉଁ ମନେ ଅନ୍ୟର ଦୁଃଖରେ ଦୁଃଖୀ ହୋଇଥାନ୍ତି । ସେମାନଙ୍କର ଦୁଃଖକୁ ବୁଝି ସେମାନଙ୍କର ସମସ୍ଯାର ସମାଧାନ କରିବା ପାଇଁ ସାହାଜ୍ଯର ହାତ ବଢାଇଥାନ୍ତି ।

ଅପର ପକ୍ଷରେ ଏପରି ମଧ୍ୟ ବହୁତ ଲୋକ ଦୁନିଆରେ ରହିଥାନ୍ତି । ଯଦି ସେମାନଙ୍କ ସାମ୍ନାରେ କୌଣସି ବ୍ୟକ୍ତି ନିଜର ଦୁଃଖ ପ୍ରକାଶ କରିଥାଏ । ତେବେ ସେହି ବ୍ୟକ୍ତି ଜଣଙ୍କ ଦୁଃଖୀ ବ୍ୟକ୍ତିକୁ ମିଛ ଆଶ୍ଵାସନା ଦେଇଥାନ୍ତି ସତ କିନ୍ତୁ ତାଙ୍କ ପଛ ପଟେ ଏପରି କିଛି ଦୁଷ୍ଟ ବ୍ୟକ୍ତି ରହିଥାନ୍ତି । ଯେଉଁ ମନେ ଅନ୍ୟର ଦୁଃଖକୁ ଅନ୍ୟ ଆଗରେ ମଜାକ ବନେଇଥାନ୍ତି ।

ତେଣୁ ଯେତେବେଳେ ମଧ୍ୟ କୌଣସି କାରଣରୁ ବ୍ୟକ୍ତି ଦୁଃଖରେ ଭାଙ୍ଗିପଡୁଥାଏ । ତେବେ ସେ ନିଜ ଦୁଃଖକୁ ଅନ୍ୟ କାହା ଆଗରେ କହିବା ଠାରୁ ପ୍ରଥମେ ଭଗବାନଙ୍କ ଆଗରେ ଜଣାଇବା ଉଚିତ । କାରଣ ଏହି ଦୁନିଆର ପ୍ରତ୍ଯେକ ଜାଗାରେ ଇଶ୍ଵର ଶକ୍ତି ବିଦ୍ୟମାନ ହୋଇ ରହିଥାଏ । ଯେଉଁ ବ୍ୟକ୍ତି ସଫା ହୃଦୟ ନେଇ ଭଗବାନଙ୍କୁ ଭକ୍ତିର ସହ ଡାକିଥାଏ ।

ଭଗବାନ ନିଶ୍ଚୟ ସେହି ବ୍ୟକ୍ତିର ଡାକ ଶୁଣିଥାନ୍ତି । ଯେଉଁ ବ୍ୟକ୍ତି ଅନ୍ତରରୁ ନିଜର ସମସ୍ତ ଦୁଃଖ ପ୍ରଭୁଙ୍କ ନିକଟରେ ବର୍ଣ୍ଣନା କରିଥାଏ । ପ୍ରଭୁ ସେହି ବ୍ୟକ୍ତିର ମନସ୍କାମନା ପୂରଣ କରିଥାନ୍ତି । କାରଣ ଭକ୍ତ ଓ ଭଗବାନଙ୍କର ଏକ ଅପୂର୍ବ ସଂଯୋଗ ରହିଥାଏ । ସେହି ସଂଯୋଗ ଦ୍ଵାରା ଜଣେ ସାଧାରଣ ମନୁଷ୍ୟର ଗୁହାରୀ ମଧ୍ୟ ପ୍ରଭୁଙ୍କ ନିକଟରେ ପହଞ୍ଚି ପାରିଥାଏ ।

ସେଥିପାଇଁ ବ୍ୟକ୍ତି ଯଦି ନିଷ୍ଟାର ସହ ପୂଜା କରୁଥାଏ । କିଛି କାରଣ ନଥାଇ ମଧ୍ୟ ବ୍ୟକ୍ତିର ଆଖିରୁ ଅଚାନକ ଲୁହ ଝରିଆସିଥାଏ । ଏହାକୁ ହିଁ ଭକ୍ତ ଓ ଭଗବାନଙ୍କର ସଂଯୋଗ କୁହାଯାଇଥାଏ । ଯେଉଁ ବ୍ୟକ୍ତିର ଭଗବାନଙ୍କର ଉପରେ ସବୁବେଳେ ଅତୁଟ ଆସ୍ଥା ଓ ଭରଷା ରହିଥାଏ । ପ୍ରଭୁ କେବେବି ବ୍ୟକ୍ତିର ଭରଷାକୁ ଭାଙ୍ଗି ତାହାକୁ ନିରାଶା ହେବା ପାଇଁ ଦେଇନଥାନ୍ତି ।

ତେଣୁ ଯେତେବେଳେ ନିଜର କିଛି ସମସ୍ଯା ହେଉଛି । ସର୍ବ ପ୍ରଥମେ ଇଶ୍ଵରଙ୍କର ଶରଣାପର୍ଣ୍ଣ ହେବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *