‘ଭାବିଜି ଘର ପର ହେ’ ନୂଆ ଗୋରୀ ମେମ ସୌମ୍ୟା ଟଣ୍ଡନଙ୍କ ଠୁ ବି ଅଧିକ ସୁନ୍ଦର, ଆଗରୁ କେବେ ଦେଖିନଥିବେ

ବନ୍ଧୁଗଣ ଆଣ୍ଡ ଟିଭି ରେ ପରିବେଷଣ କରାଯାଉଥିବା ‘ଭାବିଜି ଘର ପର ହେ’ ସବୁଠୁ ଲୋକପ୍ରିୟ ଧାରାବାହିକ । ଏହି ଧାରବାହିକ ଟି ବହୁତ ଲମ୍ବା ସମୟରୁ ଚାଲିଆସୁଅଛି । ଏବଂ ଦର୍ଶକଙ୍କୁ ମନୋରଞ୍ଜନ ମଧ୍ୟ କରିଆସୁଛି । ଏହି ଧାରବାହିକ ରେ ଦୁଇ ଜଣ ଭାଉଜ ଅଛନ୍ତି ଜନଙ୍କ ନାମ ଅଙ୍ଗୁରି ଓ ଅନ୍ୟ ଜଣ ଟି ହେଲେ ଅନିତା । ଅଙ୍ଗୁରି ଭାଉଜ ଙ୍କର ସହି ପକଡେ ହେ ଡାଇଲଗ ବହୁତ ଲୋକପ୍ରିୟ ହୋଇଛି । ଏବଂ ଅନିତା ଭାଉଜଙ୍କ ର ସୌନ୍ଦର୍ଯ୍ୟ ଓ ଫ୍ୟାସନ ପାଇଁ ଚର୍ଚ୍ଚିତ । କିନ୍ତୁ ଏହି ସୁନ୍ଦରୀ ଅନିତା ଭାଉଜ ଅଗଷ୍ଟ ମାସ ରୁ ହିଁ ଗାୟବ ହୋଇଯାଇଛନ୍ତି । ଏବେ ଧାରବାହିକ ରେ ଅନିତା ଭାଉଜ ତ ଦେଖା ହେବେ କିନ୍ତୁ ଏବେ ଚେହେରା ବଦଳି ଯିବ ।

କାରଣ ଏହି ଧାରବାହିକ ରେ ଅନିତା ଭାଉଜ ଚରିତ୍ର ରେ ନଜର ଆସୁଥିବା ସୌମ୍ୟା ଟଣ୍ଡନ ନିଜ ଇଚ୍ଛା ଅନୁସାରେ ଏହି ଧାରବାହିକ କୁ ଛାଡି ବାର ନିଷ୍ପତ୍ତି ନେଇଛନ୍ତି । ଏବଂ ସେବେଠୁ ଅନିତା ଭାଉଜଙ୍କୁ ସମସ୍ତେ ମନ ପକାଉଛନ୍ତି ସେଥିପାଇଁ ତାଙ୍କ ଅପୁରଣ ସ୍ଥାନ କୁ ଏବେ ପୁରା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ସେ ଆଉ ଅନ୍ୟ ସୁନ୍ଦରୀ ଓ ଗ୍ଲାମର ରେ ଭରି ରହୁଥିବା ଅଭିନେତ୍ରୀ ନେହା ପେଣ୍ଡେସେ ଙ୍କୁ ଅନିତା ଭାଉଜ ଚରିତ୍ର ପାଇଁ ବାଛି ନିଆଯାଇଛି ।

ଏବେଠାରୁ ନେହା ଅନିତା ଭାଉଜ ଙ୍କ ଚରିତ୍ର ରେ ନଜର ଆସିବେ । ଓ ଲୋକମାନଙ୍କ ର ମନୋରଞ୍ଜନ କରିବେ । ନେହା ଏହା ପୂର୍ବରୁ ଆହୁରି ଅନେକ ଧାରବାହିକ ରେ ନଜର ଆସିଛନ୍ତି । କିନ୍ତୁ ‘ମେ ଆଇ କମଇନ ମାଡାମ’ ଧାରବାହିକ ରୁ ହିଁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା । ସୌମ୍ୟା ଏହି ଧାରବାହିକ କୁ ଛାଡିବା ପରେ ତାଙ୍କ ପ୍ରଥମ ପସନ୍ଦ ନେହା ଥିଲେ କିନ୍ତୁ ସେତେବେଳେ କୌଣସି କାରଣ ଯୋଗୁଁ ସେ ମନାକରିଦେଇଥିଲେ ।

ଏବଂ ତାପରେ ଟିଭି ର ଅନ୍ୟ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଏହାର ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ମେକର୍ସ ମାନଙ୍କ ର ପ୍ରଥମ ପସନ୍ଦ ନେହା ହେଇଥିବାରୁ ତାଙ୍କୁ ଆଉ କୌଣସି ଅଭିନେତ୍ରୀ ରେ ତାହା ଦେଖାଗଲା ନାହିଁ । ଏବଂ ଶେଷରେ ନେହା ଏହି ପ୍ରସ୍ତାବ ରେ ରାଜିହେଲେ । ଭାବିଜି ଘର ପର ହେ ଟିଭି ର ଏକ ଲୋକପ୍ରିୟ ଧାରବାହିକ । ଏବଂ ନେହା ବହୁତ ଶୀଘ୍ର ଏହାର ସୁଟିଙ୍ଗ ଆରମ୍ଭ କରିନେବେ । ନେହା ନିଜର ପ୍ରଥମ ଅଭିନୟ କ୍ୟାରିୟର ସନି ଦେବଲ ଙ୍କ ଫିଲ୍ମ ‘ପ୍ୟାର କୋଈ ଖେଲ ନହିଁ’ ରେ ବାଲ୍ୟ କଳାକାର ରୂପେ ଅଭିନୟ କରିଥିଲେ ।

ତା ପରେ ଦେବଦାସ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଛୋଟ ପରଦାରେ ସେ ‘କ୍ୟାପ୍ଟନ’ ରୁ ନିଜ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ଧାରବାହିକ ‘ମେ ଆଇ କମଇନ ମାଡାମ’ ରେ ସଂଜନା ଚରିତ୍ର ରେ ଅଭିନୟ କରି ପ୍ରସିଦ୍ଧି ଅର୍ଜନ କରିଥିଲେ । ଏହା ଛଡା ମରାଠୀ ଧାରବାହିକ ରେ ଭାଗ୍ୟଲକ୍ଷ୍ମୀ ରେ ଅଭିନୟ କରି ଖୁବ ଲୋକପ୍ରିୟତା ଅର୍ଜନ କରିଥିଲେ । ୨୦୧୮ ରେ ସେ ବିଗ ବସ ରେ ମଧ୍ୟ ନଜର ଆସିଥିଲେ ।

ସେ ୨୦୨୦ ଜାନୁଆରୀ ରେ ବିବାହ କରିଦେଇଛନ୍ତି ନିଜ ବୟଫ୍ରେଣ୍ଡ ଶ୍ରାଦୁଲ ସିଂହ କୁ । ଏବଂ ଏବେ ସେ ବହୁତ ଶୀଘ୍ର ‘ଭାବିଜି ଘର ପର ହେ’ ଧାରବାହିକ ରେ ନଜର ଆସିବେ । ଏବଂ ଅନିତା ଭାଉଜ ଙ୍କ ଚରିତ୍ର ରେ ଅଭିନୟ କରି ଆମ ମାନଙ୍କର ଖୁବ ମନୋରଞ୍ଜନ କରିବେ ।

Leave a Reply

Your email address will not be published. Required fields are marked *