ମଲା ପର୍ଯ୍ୟନ୍ତ କେବେ ବି ହେବ ନାହିଁ ଦାନ୍ତ ବିନ୍ଧା, ଅଣ୍ଟା ଓ ଶରୀର ବିନ୍ଧା, କେବେ ବି ଝଡିବନି ବାଳ, କାଛୁ କୁଣ୍ଡିଆ ବି ଗାୟବ ହେଇଯିବ, କେବଳ କରନ୍ତୁ ଏହି ଉପାୟ (Health Tips)

ବନ୍ଧୁଗଣ, ଆମ୍ଭ ଦେଶ ଭାରତ ବର୍ଷ ଅନେକ ପ୍ରକାରର ବନଷ୍ପତ୍ତି ତଥା ଜଡିବୁଟି ମାନଙ୍କର ଖଜଣା ଅଟେ । ଆପଣ ମାନେ ସାଧାରଣତ ନିମ୍ବ ପତ୍ରର ଅନେକ ଔଷଧୀୟ ଗୁଣ ତଥା ତାହାର ପ୍ରୟୋଗ ସମ୍ବନ୍ଧରେ ଜାଣିଥିବେ । ଯଦି ଆପଣ ନିମ୍ବ ପତ୍ର ସକାଳୁ ଖାଲି ପେଟରେ ଖାଇଥାନ୍ତି ତେବେ ଆପଣଙ୍କର ଅନେକ ଉପକାର ହୋଇଥାଏ । କିନ୍ତୁ ଯଦି ଆପଣ ନିମ୍ବ ପତ୍ର କୁ ହଳଦୀ ସହିତ ସେବନ କରିଥାନ୍ତି ଆପଣଙ୍କ ଅଣ୍ଟା ଦରଦ, କେଶ ଝଡିବା, ଆଣ୍ଠୁ ଗଣ୍ଠି ବ୍ୟଥା, ପିଠି ଦରଦ, ବେକ ଦରଦ ଭଳି ଅନେକ ସମସ୍ୟା ରୁ ମୁକ୍ତି ଦେଇଥାଏ ।

ଏହା ସହିତ ପୁରୁଷ ମାନଙ୍କ ଠାରେ ଦେଖାଯାଉଥିବା ନାନା ପ୍ରକାରର ସମସ୍ୟାରେ ନିମ୍ବ ପତ୍ର ସହିତ ବିଶେଷ ଭାବରେ ହଳଦୀ ପତ୍ର ସହିତ ପ୍ରୟୋଗ କରାଯାଇଥାଏ । ଆସନ୍ତୁ ଜାଣିବା ନିମ୍ବ ପତ୍ର ସେବନ କରିବା ଦ୍ଵାରା କି କି ଲାଭ ମିଳିଥାଏ ?

୧- ଯଦି ଆପଣ ସକାଳେ ଉଠି ଏକ ଗିଲାସ ହଲ୍କା ଗରମ ପାଣିରେ ଅଧ ଚାମଚ ଠାରୁ କମ ନିମ୍ବ ପତ୍ର ଗୁଣ୍ଡ ଏବଂ ଅଧ ଚାମଚ ରୁ କମ ହଳଦୀ ଗୁଣ୍ଡ ମିଶାଇ ଖାଲି ପେଟରେ ସେବନ କରନ୍ତି ତେବେ ଏହା ଆପଣଙ୍କ ଶରୀରରେ ଏକ ପ୍ରକାରର ଊର୍ଜା କୁ ବଢାଇଥାଏ । ଅର୍ଥାତ ଏହା ଆପଣଙ୍କ ଶରୀରରେ ଏଯ ପ୍ରକାର କବଜ ବନାଇ ଦେଇଥାଏ ଏହା ଫଳରେ ଆପଣଙ୍କ ଶରୀରର ସେଲ୍ସ ଙ୍କର ଡିଜେନେରେସନ ପ୍ଲୋ ହୋଇଯାଇଥାଏ । ଏହା ଫଳରେ ଆପଣଙ୍କୁ ଜଲ୍ଦି ବୁଢାପା ଆସିବ ନାହିଁ ।

୨- ଯଦି ଆପଣ ସକାଳୁ ଉଠି ଖାଲି ପେଟରେ ନିମ୍ବ ପତ୍ର କୁ ଧୋଇ ଚୋବାଇ ଖାଇଥାନ୍ତି ତେବେ ଏହା ଆପଣଙ୍କ ବ୍ଲଡ଼ କୁ ପ୍ୟୁରିଫାଏ କରିଥାଏ । ଏଭଳି ନୀତିଦିନ ସେବନ ଦ୍ଵାରା ଆପଣଙ୍କ ବ୍ଲଡ଼ପ୍ରେସର ମଧ୍ୟ ସଠିକ ଭାବରେ ରହିଥାଏ ।

୩- ନିମ୍ବ ଗଛର ଡାଙ୍ଗ ଅଥବା ଡାଳ ଦ୍ଵାରା ଯଦି ଆପଣ ନିଜ ଦାନ୍ତ ସଫା କରନ୍ତି ତେବେ ଏହା ଆପଣଙ୍କ ଦାନ୍ତ କୁ ମଜବୁତ ବନାଇବାରେ ସାହାର୍ଯ୍ୟ କରିଥାଏ । ଏହାସହିତ ପାଇରିଆ ଭଳି ସମସ୍ୟା ରୁ ମଧ୍ୟ ଦୂରରେ ରଖିଥାଏ । ଯେଉଁ ବ୍ୟକ୍ତି ପିଲାଦିନୁ ଏହିଭଳି ଦାନ୍ତ ଘାସିଥାଏ ତାହାର ଦାନ୍ତ କେବେ ମଧ୍ୟ ଖରାପ ହୋଇ ନଥାଏ ।

୪- ଯଦି ଆପଣଙ୍କ ଶରୀରର ଗଣ୍ଠି ସ୍ଥାନରେ ବ୍ୟଥା ହେଉଅଛି ତେବେ ଆପଣ ନିମ୍ବ ପତ୍ର କୁ ଛେଚି ମେଥିଦାନା ସହିତ ବ୍ୟଥା ହେଉଥିବା ଜାଗାରେ ଲଗାନ୍ତୁ ଆପଣଙ୍କ ସମସ୍ତ ସମସ୍ୟା କ୍ଷୟ ହୋଇଯିବ ।

୫- ଯଦି ଆପଣଙ୍କର କେଶ ସମସ୍ୟା ହେଉଅଛି ତେବେ ଆପଣ ଦହି ସହିତ ଏକ ଚାମଚ ନିମ୍ବ ପତ୍ର ର ଗୁଣ୍ଡ ମିଶାଇ ନିଜ ମୁଣ୍ଡରେ ଲଗାନ୍ତୁ । ଏହା କେଶ କୁ ମୂଳରୁ ମଜବୁତ କରିବା ସହିତ ଆପଣଙ୍କ କେଶ କୁ କଳା ମଧ୍ୟ କରିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *