ସୁନ୍ଦରତାରେ କେହି କାହା ଠାରୁ କମ ନୁହନ୍ତି ଏହି 4 ଜଣ South ଅଭିନେତାଙ୍କ ପତ୍ନୀମାନେ, ନମ୍ବର 1 ଙ୍କ ପତ୍ନୀ ତ ଲାଗନ୍ତି ପୁରା ସ୍ଵର୍ଗର ଅପ୍ସରା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟରେ ସାଉଥର ଫିଲ୍ମ ଇଣ୍ଡଷ୍ଟ୍ରୀ ର ସବୁ ଠାରେ ବହୁତ ଚର୍ଚ୍ଚା ଚାଲିଛି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବହୁତ ଭଲ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ ଏହା ସଫଳ ହୋଇପାରିଛି । ଦିନ ଥିଲା ଏହି ସାଉଥ ଫିଲ୍ମ କୁ କେବଳ ସାଉଥର ଲୋକ ମାନେ ହିଁ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ସମୟ ବହୁତ ପରିବର୍ତ୍ତନ ହୋଇଯାଇଛି । ବର୍ତ୍ତମାନ ସମୟରେ ସାଉଥ ର ସମସ୍ତ ଫିଲ୍ମ କୁ ବିଶ୍ୱର ସବୁ ସ୍ଥାନ ର ସବୁ ଲୋକ ଦେଖିବାକୁ ପସନ୍ଦ କରୁଛନ୍ତି ।

ସାଉଥ ର ଅଭିନେତା ମାନଙ୍କର ଦମଦାର ଅଭିନୟ ଓ ଆକ୍ସନ ପାଇଁ ସାଉଥର ସବୁ ଫିଲ୍ମ ଗୁଡିକ ବହୁତ ଚର୍ଚ୍ଚା ରେ ଥାଏ । ସାଉଥର ଫିଲ୍ମ ଗୁଡିକ ରେ ଭରପୁର ରୋମାନ୍ସ ସହିତ ଡ୍ରାମା, ଆକ୍ସନ ଓ କମେଡି ରହି ଥାଏ । ଏହାର ନୂଆ ନୂଆ କାହାଣୀ ପାଇଁ ଏହା ସବୁ ଆଡେ ସମସ୍ତ ଙ୍କୁ ପସନ୍ଦ ଆସିଥାଏ । ଏହି ଫିଲ୍ମ ର ଅଭିନେତା ମାନେ ପରଦା ଉପରେ ତ ନିଜ ହିରୋଇନ ଙ୍କ ସହିତ ବହୁତ ଭଲ ରୋମାନ୍ସ କରିଥାନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ପତ୍ନୀ ମଧ୍ୟ କୌଣସି ହିରୋଇନ ଠାରୁ କମ ନୁହନ୍ତି ।

ଏହି ଅଭିନେତା ମାନଙ୍କ ପତ୍ନୀ ଦେଖିବାକୁ ବହୁତ ବୋଲଡ଼ ଓ ହଟ ହୋଇଥାନ୍ତି । ଏହି ଅଭିନେତା ମାନେ ପରଦା ଉପରେ ଯେଉଁ ଭଳି ନିଜ ହିରୋଇନ ଙ୍କ ସହିତ ରୋମାନ୍ସ କରିଥାନ୍ତି ନଜ୍ଞ ଅସଲ ଜୀବନ ରେ ମଧ୍ୟ ନିଜ ପତ୍ନୀ କୁ ବହୁତ ଖୁସି ରେ ରଖିଥାନ୍ତି ଓ ତାଙ୍କର ସବୁ ଇଛା ପୂରଣ କରିଥାନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି ତାରକା ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ପତ୍ନୀ କୌଣସି ଫିଲ୍ମ ର ହିରୋଇନ ମାନଙ୍କ ଠାରୁ କମ ହକି ନ ଥାନ୍ତି । ଏହି ଅଭିନେତା ମାନଙ୍କର ପତ୍ନୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତେବେ ଆସନ୍ତୁ ବନ୍ଧୁଗଣ ସେହିପରି କିଛି ତାରକା ଓ ତାଙ୍କ ପତ୍ନୀ ଙ୍କ ବିଷୟରେ ଆଲୋଚନା କରିବା ।

୧.ସୁରିୟା ଓ ଜ୍ୟୋତିକା-ଏହି ଦୁଇଜଣ ଯୋଡି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବହୁତ ଜଣା ଶୁଣା ଯୋଡି ଅଟନ୍ତି । ଜ୍ୟୋତିକା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି । ଆପଣ ମାନେ ତାଙ୍କୁ ଆଗରୁ ଅନେକ ଫିଲ୍ମ ରେ ଦେଖିଥିବେ । ସେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ସୁରିୟା ଙ୍କ ସହିତ ଏକ ଫାଇଲ ଜରିଆରେ ଭେଟ ହୋଇଥିଲେ । ଏହି ଫିଲ୍ମ ପରେ ପରେ ଏହି ଦୁଇ ଜଣ ମିଶିକି ଅନେକ ଗୁଡିଏ ଫିଲ୍ମ ରେ କାମ କରିଛନ୍ତି ।

ଏହି ପରି ଏକାଠି କାମ କରୁ କରୁ ଦୁହେଁ ପରସ୍ପର ର ପ୍ରେମ ରେ ପଡିଯାଇଥିଲେ । କିଛି ଦିନ ପ୍ରେମ ସମ୍ପର୍କ ରହିବା ପରେ ସେ ବିବାହ କରିଥିଲେ ଓ ବର୍ତ୍ତମାନ ବହୁତ ଖୁସି ରେ ଜୀବନ ଅତିବାହିତ କରୁଅଛନ୍ତି । ଜ୍ୟୋତିକା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୨.ନାଗାର୍ଜୁନ ଓ ଅମ୍ଳା-ନାଗାର୍ଜୁନ ଙ୍କୁ କିଏ ବା ନ ଜାଣେ । ନିଜର ଅତି ଚମତ୍କାର ଷ୍ଟାଇଲ ଓ ଅଭିନୟ ପାଇଁ ସେ ବର୍ତ୍ତମାନ ସମୟରେ ଘରେ ଘରେ ପରିଚିତ । ସେ ୧୯୯୨ ମସିହା ରେ ନିଜର ସାଥି କଳାକାର ଅମ୍ଳା ଙ୍କୁ ବିବାହ କରିଥିଲେ । ଅମ୍ଳା ନାଗାର୍ଜୁନ ଙ୍କର ଦ୍ଵିତୀୟ ପତ୍ନୀ ଅଟନ୍ତି । ଦୁହେଁ ଏକାଠି ଅନେକ ଫିଲ୍ମ ରେ କାମ କରିଛନ୍ତି । ଫିଲ୍ମ ଜରିଆ ରେ ଏମାନଙ୍କ ର ଭେଟ ହୋଇଥିଲା ଓ ସେଠାରୁ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅମ୍ଳା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୩. ମହେଶ ବାବୁ ଓ ନମ୍ରତା-ମହେଶ ବାବୁ ସାଉଥର ଜଣେ ଜଣାଶୁଣା ପ୍ରସିଦ୍ଧ ଅଭିନେତା ଅଟନ୍ତି । ନିଜର ଅଭିନୟ ଓ ଲୁକ ପାଇଁ ସେ ସମସ୍ତଙ୍କ ର ବହୁତ ପ୍ରିୟ ହୋଇଥାନ୍ତି । ନିଜର ଦମଦାର ଅଭିନୟ ପାଇଁ ମହେଶ ଙ୍କର ଭାରତ ରେ ବହୁତ ଫ୍ୟାନ ରହିଛନ୍ତି । ମହେଶ ବାବୁ ବର୍ତ୍ତମାନ ୪୫ ବର୍ଷ ର ହୋଇଥିଲେ ମଧ୍ୟ ନିଜର ଅଭିନୟ ଜରିଆରେ ସେ ସମସ୍ତଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ବର୍ତ୍ତମାନ ସମୟରେ ସେ ନିଜର ଏକ ପ୍ରଡକ୍ସନ ଅଫିସ ମଧ୍ୟ ଖଳି ସାରିଛନ୍ତି ।

ଯାହାର ନାମ ହେଉଛି ମହେଶ ବାବୁ ଇଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ଼ । ସେ ୨୦୦୫ ମସିହା ରେ ବଲିଉଡ ଅଭନେତ୍ରୀ ନମ୍ରତା ଙ୍କୁ ବିବାହ କରିଥିଲେ । ନମ୍ରତା ବଲିଉଡ ର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ବର୍ତ୍ତମାନ ଦୁହେଁ ବହୁତ ଖୁସି ରେ ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

୪.ରାମ ଚରଣ ଓ ଉପାସନା-ରାମ ଚରଣ ୨୦୦୭ ମସିହାରେ ଫିଲ୍ମ “ଚିରୁଥା” ଜରିଆରେ ଏଣ୍ଟ୍ରି କରିଥିଲେ । ଏହାପରେ ସେ ନିଜର ଚମତ୍କାର ଅଭିନୟ ଜରିଆରେ ଗୋଟେ ପରେ ଗୋଟେ ଫିଲ୍ମ ରେ ନଜର ଆସିଥିଲେ । ତାଙ୍କର ସମସ୍ତ ଫିଲ୍ମ ବକ୍ସ ଅଫିସ ରେ ବହୁତ ଧମାଲ କରିଥାଏ । ସେ ବର୍ତ୍ତମାନ ୩୫ବର୍ଷ ର ଅଟନ୍ତି । ଅଟେ କମ ବୟସ ରୁ ସେ ଜଣେ ଭଲ ଅଭିନେତା ଓ ପ୍ରଡ୍ୟୁସର ଏବଂ ଡ୍ୟାନ୍ସର ହୋଇପାରିଛନ୍ତି ।

ସେ ଭାରତ ର ଟପ ୧୦୦ ସେଲିବ୍ରିଟି ମାନଙ୍କ ମଧ୍ୟରେ ଆସିଥାନ୍ତି । ତେବେ ତାଙ୍କର ବୈବାହିକ ଜୀବନ ବିଷୟରେ କଥା ହେବା ତ ସେ ୨୦୦୫ ମସିହାରେ ଉପାସନା କାମିନୀ ଙ୍କୁ ବିବାହ କରିଥିଲେ । ଉପାସନା ଦେଖିବାକୁ ବହୁତ ହଟ ଓ ସୁନ୍ଦର ଅଟନ୍ତି । ବର୍ତ୍ତମାନ ସମୟରେ ଦୁହେଁ ବହୁତ ଖୁସିର ସହିତ ନିଜର ଜୀବନ ଅତିବାହିତ କରୁଛନ୍ତି । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଆପଣ ମାନଙ୍କୁ କେଉଁ ଯୋଡି ସବୁଠୁ ଭଲ ଲାଗିଲା କମେନ୍ଟ କରନ୍ତୁ ଓ ଆଗକୁ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *