Health Tips- ବାସ୍ ଏହାକୁ ଛାଡି ଦିଅନ୍ତୁ ! ଆଉ ତା’ପରେ ଦେଖନ୍ତୁ ଚମତ୍କାର, ତୁରନ୍ତ କମିବାକୁ ଲାଗିବ ଓଜନ

ନମସ୍କାର ବନ୍ଧୁଗଣ , ଶରୀରରେ ଓଜନ ବଢିବା ଭଲ ବିଷୟ ହୋଇଥାଏ ,ମାତ୍ର ଏହା ଆମ ଲମ୍ବା ଅନୁଯାୟୀ ଠିକ ରଖିବା ଉଚିତ୍ । ଯଦି ଏହା ଆମ ଲମ୍ବା ଠାରୁ ଅଧିକ ଓଜନ ରହିଥାଏ  ଏହା ଶରୀର ରେ ବିଭିନ୍ନ ପ୍ରକାରର ଅସୁବିଧା ସୃଷ୍ଟି କରିଥାଏ । ସାଧରଣତ  ଆମେ ଚିନ୍ତା କରିଥାଉ କି ଖାଇବା ଛାଡିବା ଦେଲେ ଶରୀର ଓଜନ କମିଯାଇଥାଏ , ମାତ୍ର ଏହା ଭୁଲ ଧାରାଣ ଅଟେ । କାରଣ ନ ଖାଇବା ଦ୍ଵାରା ଓଜନ କମିନଥାଏ ମାତ୍ର ଯେଉଁ ଜିନିଷ କୁ ଖାଇବା ଅନୁଚିତ୍ ହୋଇଥାଏ ।

ଆପଣ ଯଦି ତାହାକୁ ଖାଇବା ଛାଡି ଦିଅନ୍ତି , ତେବେ ଆପଣଙ୍କ ଓଜନ କମି ଥାଏ । ଆସନ୍ତୁ ଜାଣିବା ଡାକ୍ତର ଜେଦୀଙ୍କ ଅନୁସାରେ ଆମ କେଉଁ ସବୁ ଜିନିଷ ଛାଡି ଦେବା ଉଚିତ୍ । ୧ – ଚିନି ଏଥିରେ ବିଶେଷ ପୋଷାକ ରହିନଥାଏ , ତେଣୁ ଏହାକୁ ଅତ୍ୟଧିକ ପରିମାଣ ରେ ଖାଇଲେ ଏହା ଆପଣଙ୍କ  ଶରୀର ରେ କୋଲୋଷ୍ଟ୍ରୋଲ ର ମାତ୍ରା କୁ ବୃଦ୍ଧି କରିଥାଏ ।

ଯଦି ମଣିଷ ଚିନି କୁ ଖାଇବା ଛାଡି ଦିଅନ୍ତି ତେବେ ଓଜନ କମି ଥାଏ । ଏହା ଛଡା ଚିନି ଦ୍ଵାରା ତିଆରି ହୋଇଥିବା  ଜିନିଷ ତଥା କେକ୍ , ବିସ୍କେଟ , ଆଦି ପଦାର୍ଥ ର ସେବନ କମେଇବା ଦ୍ଵାରା ବିନା ପରିଶ୍ରମ ରେ ଆପଣଙ୍କ ଓଜନ ଦୁଇ ରୁ ତିନି କିଲୋ କମି ଯାଇଥାଏ । ୨ – ମଇଦା ରେ ଅଧିକ ପରିମାଣରେ କୋଲୋଷ୍ଟ୍ରୋଲ ରହିଥାଏ । ମଇଦା କୁ ଖାଇବା ଦ୍ଵାରା ଏହା ସିଧା ସଳଖ ଆମ ପେଟ ରେ ଯାଇ ଲାଖି ଯାଇଥାଏ ଏବଂ ପେଟ ରେ  ଯନ୍ତ୍ରଣା ସୃଷ୍ଟି କରିଥାଏ ।

ଏହା ଛଡା ଶରୀର ରେ ମୋଟାପା ବୃଦ୍ଧି କରିଥାଏ ।   ୩ – ପ୍ୟାକେଟ୍ ରେ ତିଆରି ହେଇକି କ୍ରୟ କରୁଥିବା ଜିନିଷ ଯଥା କୁକୁଡ଼େ , ଚିପ୍ ,ମକା ଯେଉଁ ସବୁ ଜିନିଷ କମ୍ ଦାମ ରେ ମିଳିଥାଏ ଏବଂ ଅଳ୍ପ ସମୟ ଭିତରେ ତିଆରି ହୋଇଯାଏ । ଏହି ସବୁ ଜିନିଷ ରେ ରସାୟନ ପଦାର୍ଥ ରହିଥାଏ ଯାହା ଶରୀର ରେ କୋଲଷ୍ଟ୍ରୋଲ କୁ ବୃଦ୍ଧି କରିଥାଏ । ତେଣୁ ଏହାକୁ ଖାଇବା ଅନୁଚିତ୍ ।

୪- ଛଣା ଜିନିଷ ରାସ୍ତା କଡ ରେ ମିଳୁଥିବା ଛଣା ଜିନିଷ ର କ୍ଷ୍ସେବାନ କରନ୍ତୁ ନାହିଁ  । କାରଣ ଏହି ଖାଦ୍ୟ ରେ ତେଲ ଅଧିକ ପରିମାଣ ରେ ରହିଥାଏ ଏବଂ ଏହାକୁ ହଜମ କରିବା ମଧ୍ୟ କଷ୍ଟକର ହୋଇଥାଏ । ଏହା ଦ୍ଵାରା ଶରୀର ରେ ରକ୍ତ ପ୍ରବାହ ରେ ବାଧା ସୃଷ୍ଟି କରିଥାନ୍ତି । କୋଲ୍ଡ ଡ୍ରିଂକ ରେ ଅଧିକ ଚିନି ଥାଏ ତେଣୁ ଏହାକୁ ପିଇବେ ନାହିଁ ।

୫- ଭାତ ଏବଂ ରୁଟି ଏହି ଦୁଇଟି ଜିନିଷ କୁ ଛାଡିବେ ନାହିଁ , ମାତ୍ର ଏଥିରେ କିଛି ପରିବର୍ତ୍ତନ କରିବେ ଗହମ ରୁଟି ନ କରି ଭିନ୍ନ ଭିନ୍ନ ରୁଟି ଖାଇବେ ଏବଂ ଧଳା ଭାତ ବଦଳ ରେ ବ୍ରାଉନ ରାଇସ ଖାଇପାରିବେ । ଏହା ଛଡା ହାଇ କ୍ଯାଲୋରିସ ଥିବା ଖାଦ୍ୟ ଠାରୁ ଦୂର ରେ ରହିବେ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *