80 ବର୍ଷ ପର୍ଯ୍ୟନ୍ତ ଶରୀରରେ Calcium ର ଅଭାବ ହେବାକୁ ଦେବନି, ଆଣ୍ଠୁ ଗଣ୍ଠି ଦରଜ, ଅଣ୍ଟା ଦରଜ, ହାଡ କମଜୋରି ସବୁ କିଛି ଗାୟବ ହେଇଯିବ- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକଙ୍କୁ କ୍ୟାଲସିୟମ ଅଭାବରୁ ବିଭିନ୍ନ ପ୍ରକାରର ସମସ୍ୟା ହେଉଛି । କ୍ୟାଲସିୟମ ଅଭାବ କାରଣରୁ ଦୁର୍ବଳତା, ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବିନ୍ଧା, ପେଟ ଜନିତ ସମସ୍ୟା ଓ ଆଖି ଜନିତ ସମସ୍ୟା ହୋଇଥାଏ ।

ବର୍ତ୍ତମାନର ଦୁନିଆରେ ବହୁତ କମ ବୟସରେ ଲୋକ ମାନଙ୍କୁ ଏହି ସମସ୍ତ ସମସ୍ୟା ହୋଇଯାଉଛି । ହେଲେ ବନ୍ଧୁଗଣ ପୁରାତନ କାଳର ଲୋକମାନେ ସଂପୂର୍ଣ୍ଣ ନିରୋଗ ଓ ସୁସ୍ଥ ଜୀବନ ଜାପାନ କରୁଥିଲେ କିନ୍ତୁ ବର୍ତ୍ତମାନର ଲୋକମାନେ ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଯଦି ଆପଣ ମାନେ ଏହି ସମସ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଉପଚାର ନେଇ ଆସିଛୁ ଯାହାକୁ ପ୍ରୟୋଗ କରି ଆପଣ ମାନେ ନିଜର ଏହି ସମସ୍ତ ସମସ୍ୟାକୁ ଜଡରୁ ଦୂର କରିପାରିବେ ଓ ଆଜୀବନ ନିରୋଗ ରହିପାରିବେ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ବନ୍ଧୁଗଣ ଏହି ଉପାୟ ହେଉଛି ଏକ ଘରୋଇ ଉପାୟ ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ । ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆମକୁ ସର୍ବ ପ୍ରଥମ ଜିନିଷର ଦରକାର ଧଳା ରାଶି ଦାନା ।

ବନ୍ଧୁଗଣ ଏଥିରେ କ୍ୟାଲସିୟମ, ଆଇରନ, ଜିଙ୍କ ଓ ମ୍ୟାଗ୍ନେସିୟମ ଆଦି ତତ୍ଵ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଆପଣ ଏକ ମୁଠା ଧଳା ରାଶି ଦାନାକୁ ପେଶୀ ଦିଅନ୍ତୁ ଓ ଏହାକୁ ଗୋଟେ କାଚ ଜାରରେ ରଖିଦିଅନ୍ତୁ ।

ଏହାପରେ ଆପଣ ଏକ ଗ୍ଳାସ ଉଷୁମ ପାଣି ନିଅନ୍ତୁ ଓ ଏଥିରେ ଏକ ଚାମଚ ଧଳା ରାଶି ଦାନାର ପାଉଡର ନିଅନ୍ତୁ । ରାତ୍ରି ଭୋଜନର ଅଧା ଘଣ୍ଟା ପୂର୍ବରୁ ଆପଣ ଏହାର ସେବନ କରନ୍ତୁ । ବନ୍ଧୁଗଣ ଏହା ଆପଣଙ୍କ ଶରୀରରେ ଥିବା କ୍ୟାଲସିୟମର ଅଭାବକୁ ସଂପୂର୍ଣ୍ଣ ଦୂର କରିଦେବ । ଏହା ବ୍ୟତୀତ ଆପଣ ଗ୍ୟାସ ଚୁଲାରେ ଏକ ପାତ୍ର ବଶାନ୍ତୁ ଓ ସେଥିରେ ଏକ ଗ୍ଳାସ ପାଣି ଓ ଏକ ଚାମଚ ରାଗି ପାଉଡର ମିଶାଇ ଦିଅନ୍ତୁ ।

୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟାଇବା ପରେ ଆପଣ ଏଥିରେ ଏକ ଗ୍ଳାସ କ୍ଷୀର ମିଶାଇ ଦିଅନ୍ତୁ । ସ୍ଵାଦ ଅନୁସାରେ ଆପଣ ଏହି ମିଶ୍ରଣରେ ଅଳ୍ପ ଚିନୀ ମିଶାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣଙ୍କ ମିଶ୍ରଣ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ । ଆପଣ ପ୍ରତ୍ୟକ ଦିନ ସଖାଳ ସମୟରେ ବ୍ରେକ ଫାଷ୍ଟ କରିବା ପୂର୍ବରୁ ଏହି ମିଶ୍ରଣର ସେବନ କରନ୍ତୁ । ବନ୍ଧୁଗଣ ଆପଣଙ୍କ ଶରୀରରେ ହେଉଥିବା ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ । ଯଦି ଆପଣ ସବୁ ଦିନ ଏହାର ସେବନ କରିବେ ତା ହେଲେ ଆପଣ ଆଜୀବନ ନିରୋଗ ରହିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *