ଅର୍ଜୁନ ଛାଲ ଓ ଡାଲଚିନି ବନେଇ 30 ଦିନ ପିଅନ୍ତୁ ଏହି କାଢା, ମିଳିଥାଏ ଏହି ଚମତ୍କାରୀ ଫାଇଦା ଯାହା ଆପଣ କେବେ ସ୍ଵପ୍ନରେ ବି ଭାବି ନଥିବେ

ନମସ୍କାର ବନ୍ଧୁଗଣ, ଆଜିର ଦୁନିଆ ଏକ ରୋଗଗ୍ରସ୍ତ ଦୁନିଆ ହୋଇସାରିଲାଣି । ଘରେ ଘରେ ରୋଗ । ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ବାରମ୍ବାର ଯିବାକୁ ପଡୁଛି ଅନେକ ମେଡ଼ିସିନ ଖାଇବା ସହ ବହୁତ ପଇସା ମଧ୍ୟ ଖର୍ଚ କରିବା ପାଇଁ ପଡୁଛି । ଏହାପରେ ମଧ୍ୟ ଆପଣଙ୍କୁ କୌଣସି ସନ୍ତୋଷ ଜନକ ଫାଇଦା ମିଳିପାରୁନାହିଁ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ କିଭଳି ଅର୍ଜୁନ ଛାଲ ଏବଂ ଡାଳିଚିନିର କାଢାରୁ ଅନେକ ରୋଗରୁ ଉପସମ ପାଇବା ସହ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ।

ଯଦି ଆପଣଙ୍କ ଠାରେ ହାର୍ଟ ସହ ଜଡିତ କୌଣସି ସମସ୍ୟା ରହିଛି ତେବେ ଆପଣଙ୍କୁ ଏହାକୁ ପ୍ରତ୍ୟକ ଦିନ ବ୍ୟବହାର କରିବା ଆବଶ୍ୟକ । ଅର୍ଜୁନ ଛାଲ ଏବଂ ଡାଲଚିନିର କାଢା ପିଇବା ଫଳରେ ଆପଣଙ୍କ ବ୍ଲଡ ମଧ୍ୟରେ କୋଲେଷ୍ଟ୍ରଲର ମାତ୍ରା କମ ହୋଇଥାଏ । ଆପଣଙ୍କ ଟ୍ରାଇଗ୍ଲିସେରାଇଡ କମ ହେବାକୁ ଲାଗିଥାଏ । ଆପଣଙ୍କ ରକ୍ତଚାପ ମଧ୍ୟ ସାଧାରଣ ରହିଥାଏ ।

ଅର୍ଜୁନ ଆପଣଙ୍କ ରକ୍ତକୁ ପତଳା କରିବାର କାମ କରିଥାଏ । ଅର୍ଜୁନ ଛାଲ ଆପଣଙ୍କ ହାର୍ଟର ମଶଲକୁ ବି ମଜବୁତ ବନାଇଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ଏହି କାଢା ବହୁତ ଫାଇଦା ଆଣିଦେଇଥାଏ । ଏହାର ସେବନ କରିବା ଦ୍ଵାରା ଆପଣଙ୍କ ବ୍ଲଡ ସୁଗାର କମ ହୋଇଥାଏ । ଏହି କାଢାକୁ ପିଇବା ଦ୍ଵାରା ଆପଣଙ୍କ ଶରୀରର ମୋଟାପଣ କମ ହେବାକୁ ଲାଗିଥାଏ ।

ତେବେ ଏହି କାଢା ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଗ୍ଳାସ ପାଣି ନିଅନ୍ତୁ । ଏବଂ ଏହି ଏକ ଗ୍ଳାସ ପାଣିରେ ଆପଣ ଏକ ଚାମଚ ଅର୍ଜୁନ ଛାଲ ପାଉଡର ପକାନ୍ତୁ  ଏବଂ ଅଧ ଚାମଚ ଡାଲଚିନି ପାଉଡର ପକାନ୍ତୁ । ଏହାକୁ ଭଲ ଭାବରେ ପାଣିରେ ମିଶାଇ ଦିଅନ୍ତୁ । ଏହି ପାଣିକୁ ଆପଣ 3 ରୁ 4ଥର ଫୁଟାଇ ଦିଅନ୍ତୁ ଏହାକୁ ସେବେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେବେ ଯାଏ ଏକ ଗ୍ଳାସ ପାଣି ଅଧ ଗ୍ଳାସ ନ ହୋଇଛି ।

ଏହା ଫୁଟି ସାରି ଅଧା ହୋଇଯିବା ପରେ ଆପଣ ଏହାକୁ ଛାଣି ଦିଅନ୍ତୁ । ଏହି କାଢାକୁ ଆପଣ ଦିନରେ ଗୋଟିଏ ଥର ସେବନ କରନ୍ତୁ । ସକାଳୁ ଖାଲି ପେଟରେ ଯଦି ଆପଣ ଏହାର ସେବନ କରନ୍ତି ତେବେ ଏହା ଭଲ ଫାଇଦା ଦେଇଥାଏ । ନଚେତ ଆପଣ ଚାହିଁଲେ ଏହାକୁ ସନ୍ଧ୍ୟା ସମୟରେ ମଧ୍ୟ ସେବନ କରିପାରିବେ ।

ଏହି କାଢା ଆପଣଙ୍କ ପ୍ୟାନକ୍ରିୟାଜ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏବଂ ଆପଣଙ୍କ ଶରୀରରେ ଇନସୁଲିନର ପ୍ରଡ଼କସନକୁ ମଧ୍ୟ ବଢାଇ ଦେଇଥାଏ । ଯାହାଫଳରେ ଆପଣଙ୍କୁ ବଢିଯାଇଥିବା ସୁଗାରକୁ କମ କରିବା ପାଇଁ ସାହାର୍ଜ୍ୟ ମିଳିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।

Leave a Reply

Your email address will not be published. Required fields are marked *