Health Tips- ଆଁଠୁ-ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, Slip Disc, ସାଇଟିକା ବିନ୍ଧା ରାତାରାତି ଗାୟବ କରିଦେବ, କେବେ ବି ଆସିବ ନାହିଁ ବୁଢାପା

ନମସ୍କାର ବନ୍ଧୁଗଣ , ଶରୀର ସୁସ୍ଥ ସବଳ ଏବଂ ନିରାରୋଗ୍ୟ ରହୁ ଏହା ସମସ୍ତେ ଚାହିଥାନ୍ତି । ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାରର ଔଷଧ , ବାୟାମ ଏବଂ ଉପାୟ କରିଥାନ୍ତି । କିନ୍ତୁ ଏହା ପରେ ମଧ୍ୟ ଆପଣମାନଙ୍କ ଶରୀରରେ ଶିରା ଦବି ଯିବା , ଶିରାରେ ଦୁର୍ବଳ , ଗଣ୍ଠି ବିନ୍ଧା ଆଦି ର ସମସ୍ୟା ଦେଖାଯାଉଛି , ତେବେ ଆଜି ଏହାର ଉପକରଣ କଣ ଏବଂ ଏହା ମୂଳରୁ କିପରି ଶେଷ ହୋଇପାରିବ ।

ଆସନ୍ତୁ ଜାଣିବା ଏହା ବିଷୟରେ ଡାକ୍ତର ସାଲିମ ଜୟଦି ଙ୍କ ଠାରୁ ସେ ଆମମାନଙ୍କୁ ଏକ ଘରୋଇ ଉପଚାର କହିଛନ୍ତି । ଯାହାକୁ କରିବା ଦ୍ଵାରା ଆମର ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହି ଘରୋଇ ଉପଚାର କୁ ଆପଣ ଘରେ ସହଜରେ କରିପାରିବେ ଏବଂ ଦୀର୍ଘ ସମୟ ପାଇଁ ଏହାକୁ ବ୍ୟବହାର କରିପାରିବେ । ଏହି ଘରୋଇ ଉପକରଣ କରିବା ପାଇଁ ଆମ କୁ ଦରକାର ହୋଇଥାଏ ଏକ ତାଟିଆ ପୋସ୍ତ ତେଲ , ଏକ ଚାମୁଚ ମେଥି , ଏକ ଚାମୁଚ କଳା ଜିରା ,  ଏକ ଚାମୁଚ ଜିରା , ଏକ ଚାମୁଚ ସୋରିଷ ଏବଂ ଅଦା ଓ ଦୁଇ ତିନୋଟି ରସୁଣ ।

ଆଜି ଆମେ ନେଇ ଥିବା ଏସବୁ ଜିନିଷ ଆମ ଶିରା ଦବି ଯିବା ଆଦି କୁ ଦୂର କରିଥାଏ । ଏହା ବିଜ୍ଞାନ ବିଶେଷଙ୍କ ଦ୍ଵାରା  ସତ୍ୟ ଅଟେ ଯେ ଏହି ସବୁ ଜିନିଷ ଆମ ଶରୀରର ଶିରା ଓଲଟିଯିବା , ଦୁର୍ବଳତା ଆଦି ସମସ୍ୟା କୁ ସମ୍ପୁର୍ଣ୍ଣ ଭାବରେ ଦୂର କରିଥାଏ ।   ଏହି ସବୁ ଜିନିଷ ର ସେବନ ଆପଣମାନଙ୍କ ଶିରା କୁ ସଫା କରି ଏହାକୁ ଆରାମ ଦେଇଥାଏ । ଏହି ସବୁ ଜିନିଷ କୁ ଗୋଟେ ଗୋଟେ କରି ନେବା ଦ୍ଵାରା ଆମ ଶରୀର ପାଇଁ ଭଲ ଅଟେ ।

କିନ୍ତୁ ଯଦି ଆମେ ଏହାକୁ ମିଶ୍ରିତ କରି ଉପଚାର ପ୍ରସ୍ତୁତ କରିଥାଉ ଏହା ଆମ ପାଇଁ ଅଧିକ ଉପକାରୀ ହୋଇଥାଏ । ଏହା ଆପଣଙ୍କୁ ତୁରନ୍ତ ଆରାମ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ଏହି ଉପକରଣ କୁ ତେଳ ଭାବରେ ପ୍ରସ୍ତୁତ କରିବେ ଏବଂ ବିନ୍ଧା ଥିବା ସ୍ଥାନରେ ଲଗେଇବେ । ଏହା ଶରୀରର ବାହାର ଆରାମ ସହିତ ଭିତର ଥିବା ଯନ୍ତ୍ରଣା କୁ ମୂଳରୁ ଶେଷ କରିଥାଏ ।

ଏହି ଉପାୟକୁ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଅଦା ଏବଂ ରସୁଣ କୁ ଛାଡି ସମସ୍ତ ଜିନିଷ କୁ ଗ୍ରାଇଣ୍ଡିଗ କରି ପାଉଡର ପ୍ରସ୍ତୁତ କରିବେ ଏବଂ ଅଦା ଓ ରସୁଣ କୁ ଛୋଟ ଖଣ୍ଡରେ କାଟି ରଖି ନେବେ । ଏବେ ଗ୍ୟାସ ଉପରେ ଏକ ପାତ୍ର ରଖି ତେଳ ପକେଇ ତେଳ ଗରମ ହେଲା ପରେ ଏହି ସମସ୍ତ ଜିନିଷ ଏବଂ ଅଦା ଓ ରସୁଣ କୁ ଏଥିରେ ପକାଇ ଦେବେ ଦଶ ମିନିଟ୍ ପାଇଁ ଏହାକୁ ଉତ୍ତାପ ଦେବେ ଏବଂ ଏହା ଥଣ୍ଡା ହେଲା ପରେ ଏହାକୁ ଛାଣି ଏହାର ତେଳ ବାହାର କରିବେ ।

ଏବେ ଏହି ତେଳ କୁ କୋଣସି ଡବାରେ ରଖିବେ ଏବଂ ଯେବେ ବି ବିନ୍ଧା ହୋଇଥାଏ । ସେହି ସ୍ଥାନରେ ଲଗେଇବେ ଏହା ଦ୍ଵାରା ଆପଣଙ୍କ ଶିରା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଏଭଳି ପୋଷ୍ଟ  ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *