Health Tips- ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା 2 ମିନିଟରେ ହେଇଯିବ ଗାୟବ, ଯିଏ ଚାଲି ପାରୁନି ସେ ଦୌଡିବାକୁ ଲାଗିବ…

ନମସ୍କାର ବନ୍ଧୁଗଣ, ଆଣ୍ଠୁ ଗଣ୍ଠି ବିନ୍ଧା ବର୍ତ୍ତମାନ ସମୟରେ ବହୁତ ବଡ ସମସ୍ୟା ଅଟେ ବୟସ୍କ ବ୍ୟକ୍ତିଙ୍କ ପାଇଁ । ବୟସ୍କ ଛାଡନ୍ତୁ ଏବେ ତ କମ ବୟସର ବ୍ୟକ୍ତିଙ୍କ ଠାରେ ବି ଆଣ୍ଠୁ ଗଣ୍ଠି ସମସ୍ୟା ଦେଖା ଦେଲାଣି । ଏହାର କୌଣସି ଉପଚାର ମଧ୍ୟ ହୋଇପାରୁ ନାହିଁ । ତେଣୁ ବହୁତ କଷ୍ଟ ଭୋଗ କରିବା ପାଇଁ ପଡୁଛି ଲୋକମାନଙ୍କୁ ଏଥିପାଇଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏଭଳି ଏକ ଉପାୟ ଯାହା ଆପଣଙ୍କର ଏହି ସମସ୍ୟାକୁ ୨ ମିନିଟରେ ଶେଷ କରିବ ।

ଆପଣ ଏକ ମିଠା ପାନ ପାତ୍ର ସଂଗ୍ରହ କରନ୍ତୁ । ପାନରେ ଲଗା ଯାଉଥିବା ଚୂନ ଅଳ୍ପ ଆଣନ୍ତୁ । ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ ପାଣି ଭରି ରଖିଦିଅନ୍ତୁ । ସକାଳୁ ଉଠିବା ପରେ ଆପଣ ସେହି ପାଣିକୁ ହଲକା ଉଷୁମ କରି ପାଣିକୁ ଧୀରେ ଧୀରେ ପିଇ ନିଅନ୍ତୁ । ତମ୍ବା ପାତ୍ରର ପାଣି ମଧ୍ୟ ଆଣ୍ଠୁ ଗଣ୍ଠି ସମସ୍ୟା ପାଇଁ ବହୁତ ଅଧିକ ଲାଭକାରୀ ଅଟେ ।

ଆପଣ ନେଇଥିବା ପାନରେ ଅଳ୍ପ ଚୂନ ଲଗାଇ ଦିଅନ୍ତୁ ଏବଂ ଚୋବାଇ ଢୋକି ଦିଅନ୍ତୁ । ଏହାର ପ୍ରୟୋଗ ଆପଣ ପ୍ରତିଦିନସ ନକରି ଦିନେ ଛଡା ଦିନେ କରନ୍ତୁ । ଅର୍ଥାତ ମାସକୁ ୧୫ ଦିନର ପ୍ରୟୋଗ କରନ୍ତୁ । ଏହାକୁ ଏକ ମାସରୁ ଅଧିକ ପ୍ରୟୋଗ କରିବା ଉଚିତ ନୁହେଁ ।

ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ରାହୁଥାଏ କିମ୍ବା ଆପଣଙ୍କ ଶରୀର ବହୁତ ଅଧିକ ଦୁର୍ବଳ ରାହୁଥାଏ ଏବଂ ଆଣ୍ଠୁ ଗଣ୍ଠି ସମସ୍ୟା ଯଦି ରାହୁଥାଏ ତେବେ ଏହାର ୧୫ଦିନର ସେବନ କରିବା ଦ୍ଵାରା ଆପଣଙ୍କୁ ବହୁତ ଅଧିକ ଆରାମ ମିଳିବା ସହ ମୂଳରୁ ଶେଷ ହୋଇଯାଇଥାଏ ଏହିସବୁ ସମସ୍ୟା ।

ଯେଉଁମାନଙ୍କୁ ଅଭ୍ୟନ୍ତରୀଣ ଦୁର୍ବଳତା ରହିଥାଏ ତଥା ପୁରୁଷ ଶକ୍ତି କ୍ଷୀଣ ହେବା ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣ  ଏକ ପାନ ପତ୍ର ନେଇ ସେଥିରେ ଏକ ଚାମଚ ଶୁଦ୍ଧ ମହୁ ଲଗାନ୍ତୁ । ଏକ ପାଖୁଡା ରସୁଣ ଛେଚାକୁ ଆପଣ ଏହି ପାନ ପତ୍ରରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାକୁ ଆପଣ ଦିନେ ଛଡା ଦିନେ ଏକ ମାସ ପର୍ଯ୍ୟନ୍ତ ଖାଲି ପେଟରେ ଚୋବାଇ ଖାଇବା ଉଚିତ ।

ଏହାଛଡା ଆପଣ ଯଦି ତ୍ରିଫଳ ଗୁଣ୍ଡକୁ ଅଳ୍ପ ଉଷୁମ ପାଣିରେ ମିଶାଇ ପିଅନ୍ତି ତେବେ ଏହା ଆପଣ ଖାଇଥିବା ପାନକୁ ସହଜରେ ହଜମ କରାଦେଇଥାଏ । ଆପଣ ଏହି ଦୁଇଟି ଉପାୟର ପ୍ରୟୋଗ ନିହାତି ଭାବରେ ଦିନେ ଛଡା ଦିନେ ଏକ ମାସ ପର୍ଯ୍ୟନ୍ତ କରନ୍ତୁ । ଆପଣଙ୍କ ଠାରେ ଥିବା ସମସ୍ୟା ଦୂର ହୋଇଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *