Health Tips- ଏହି 5 ଜିନିଷ ଖାଇବେ ତ ସୁଗାର ହେବ ମୂଳରୁ ଶେଷ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ବ୍ଲଡ଼ ସୁଗର ବଢିବାର ସମସ୍ଯା ପ୍ରତ୍ୟକ ଘରେ କାହା ଠାରେ ନା କାହା ଠାରେ ଦେଖିବା ପାଇଁ ମିଳିଯିବ । ଏହା ଏକ ଚିନ୍ତାର ବିଷୟ ନିଶ୍ଚିନ୍ତ କାରଣ ସୁଗର ବଢିବା ପରେ ମଣିଷ ଅନେକ କିଛି ଖାଦ୍ୟ ଖାଇବାରୁ ବଞ୍ଚିତ ରହିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏଭଳି 5ଟି ଖାଦ୍ୟ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହାକୁ ଆପଣ ଖାଇବା ଦ୍ଵାରା ଆପଣଙ୍କ ବ୍ଲଡ଼ ସୁଗର କମିବାକୁ ଲାଗିଥାଏ ଏବଂ ଆପଣଙ୍କ ଶରୀରରେ ଆଗକୁ ବ୍ଲଡ଼ ସୁଗାର ହେବାର ସମ୍ଭାବନାକୁ ମଧ୍ୟ କମ କରିଥାଏ ।

କଲରା: ଏହା ଆପଣଙ୍କ ବଢିଯାଇଥିବା ସୁଗାରକୁ କମାଇବାର କାମ କରିଥାଏ । ଆପଣ ସକାଳୁ ଉଠିବା ପରେ ଖାଲି ପେଟରେ କଲରା ଜୁସ ପିଇବା ଦ୍ଵାରା ଆପଣଙ୍କୁ ବହୁତ ଅଧିକ ଫାଇଦା ମିଳିଥାଏ । ଆପଣ କଲରାର ବିଭିନ୍ନ ରେସିପି ତିଆରି କରି ମଧ୍ୟ ଖାଇବା ଭଲ ହୋଇଥାଏ ।

ଜାମୁ କୋଳି:ଏହି ଜାମୁ କୋଳି ଆପଣଙ୍କ ଡାଇବେଟିସକୁ କମାଇବା ପାଇଁ ବହୁତ ଅଧିକ ଫାଇଦା ଯୋଗାଇ ଦେଇଥାଏ । ଜାମୁ କୋଳି ଠାରୁ ଜାମୁ କୋଳିର ମଞ୍ଜିକୁ ବହୁତ ଅଧିକ ଔଷଧୀୟ ମନାଯାଇଥାଏ । ଆପଣ ଏହି ଜାମୁ କୋଳିର ମଞ୍ଜିକୁ ଶୁଖାଇ ତାହାର ପାଉଡର ପ୍ରସ୍ତୁତ କରନ୍ତୁ । ସେହି ପାଉଡରକୁ ଆପଣ ଏକ ଗ୍ଳାସ ଲେଖାଏ ପାଣିରେ ଏକ ଚାମଚ କିମ୍ବା ଅଧ ଚାମଚ ମିଶାଇ ପିଇବା ଦ୍ଵାରା ଆପଣଙ୍କ ବ୍ଲଡ଼ ସୁଗାର କମିବାକୁ ଲାଗିଥାଏ ।

ରସୁଣ: ପୋଟାସିୟମ ବହୁତ ଅଧିକ ମାତ୍ରାରେ ରସୁଣରେ ରହିଛି । ଆପଣ ଆରଟିଫିସିଆଲ ଇନସୁଲିନ ନେବା ବଦଳରେ ରସୁଣର ସେବନ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ଅଧିକ ଲାଭକାରୀ ରହିବ । ଡାଲଚିନି: ଏହା ଗ୍ଳୁକୋଜ ମେଟା ବଲିଜିମକୁ ବଢାଇବାର କାମ କରିଥାଏ । ଏହା କୋଲେଷ୍ଟ୍ରଲକୁ ମଧ୍ୟ କମ କରିଥାଏ ।

ଡାଳିଚିନିରୁ ଦୁଇ ତିନି ଖଣ୍ଡ ଆପଣ ପାଣିରେ ସିଝାଇ ଦିଅନ୍ତୁ । ଏବଂ ଏକ ଗ୍ଳାସ ଏହି ପାଣିରୁ ଆପଣ ସେବନ କରନ୍ତୁ । ଏହା ଆପଣଙ୍କ ବ୍ଲଡ଼ ସୁଗରକୁ ବହୁତ କ୍ଷିପ୍ର ମାତ୍ରାରେ କମାଇବାର କାମ କରିଥାଏ । ବ୍ରୋକଲି: ବ୍ରୋକଲିକୁ ଆପଣ ଖାଇବା ଦ୍ଵାରା ଆପଣଙ୍କ ବ୍ଲଡ଼ ସୁଗାର ମଧ୍ୟ ହୋଇଥାଏ । ସବୁଠାରୁ ଅଧିକ ବ୍ରୋକଲି ଜଣା ଶୁଣା ବ୍ଲଡ଼ ସୁଗାର ତଥା ଡାଇବେଟିସ କମାଇବା ପାଇଁ ।

ତୁଲସୀ: ଆପଣଙ୍କ ବ୍ଲଡ଼ ସୁଗାର ବଢିଥିଲେ ଆପଣ ତୁଲସୀ ପତ୍ରର କାଢା ପ୍ରସ୍ତୁତ କରି ପିଇବା ଦ୍ଵାରା ଆପଣଙ୍କ ଡାଇବେଟିସ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଯଦି ଆପଣଙ୍କୁ ଡାଇବେଟିସ ହୋଇଥାଏ ଏବଂ ବ୍ଲଡ଼ ସୁଗାର ବଢିବାର ସମସ୍ୟା ରହିଥାଏ ତେବେ ଆପଣ ଏହି ସମସ୍ତ ଜିନିଷର ସେବନ ନିହାତି କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *