Health Tips- ପ୍ରବଳ ରୁ ଅତିପ୍ରବଳ ଅଣ୍ଟାବିନ୍ଧା ଥରକରେ ହିଁ ଭଲ ହେଇଯିବ, କରନ୍ତୁ ଏହି ଉପାୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଧିକାଂଶ ବ୍ୟକ୍ତି ଙ୍କ ମଧ୍ୟରେ ଆଣ୍ଠୁ, ଅଣ୍ଟା ଓ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୂର କରିବା ନିମନ୍ତେ ସେମାନେ ବିଭିନ୍ନ ଔଷଧ ର ସେବନ ମଧ୍ୟ କରୁଛନ୍ତି ।

କିନ୍ତୁ କିଛି ଫଳ ପ୍ରାପ୍ତ ହେଉନାହିଁ । ଏହାର ମୁଖ୍ୟ କାରଣ ହେଉଛି ଶରୀରରେ କ୍ୟାଲସିୟମ ର ଅଭାବ ଯାହା ଅନିୟମିତ ଖାଦ୍ୟପେୟ ଯୋଗୁଁ ହୋଇଥାଏ । ଯଦି ଆପଣଙ୍କ ଶରୀର ରେ ମଧ୍ୟ ଏଭଳି ସମସ୍ୟା ରହିଛି ତେବେ ଆପଣ ଆଦୋୖ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କୁ ଏହି ସମସ୍ୟା ରୁ ତୁରନ୍ତ ଆରାମ ମିଳିବ ।

ଏହି ଉପଚାର ବହୁ ପୁରାତନ ଏବଂ ପରୀକ୍ଷିତ ଅଟେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ, ଆପଣ ତିନୋଟି ରସୁଣ ର ପାଖୁଡ଼ା କୁ ନିଅନ୍ତୁ ଏବଂ ଚୋପା ଛଡ଼ାଇ ଦିଅନ୍ତୁ । ଏହାପରେ ସେହି ରସୁଣ କୁ ହେମ ଦସ୍ତା ସାହାଯ୍ୟ ରେ ଭଲ ଭାବରେ ଛେଚି ଦିଅନ୍ତୁ । ରସୁଣ କୁ ଛେଚିବା ସମୟରେ ଆପଣ ସେଥିରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ ।

ପାଣି ମିଶାଇ ଏହାକୁ ଭଲ ଭାବରେ ଛେଚି ଏକ ଫାଇନ୍ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣ ରସୁଣ ର ସେହି ପେଷ୍ଟ କୁ ଭଲ ଭାବରେ ଛାଣି ତା’ର ରସ ବାହାର କରି ଦିଅନ୍ତୁ । ଏହି ରସ କୁ ଏକ ଛୋଟ କପ୍ ରେ ରଖନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ଫାଳେ ଲେମ୍ବୁ ର ରସ । ଆପଣ ଫାଳେ ଲେମ୍ବୁ ର ରସ ସେଥିରେ ମିଶାଇ ଦିଅନ୍ତୁ ଏବଂ ଅଧ କପ୍ ପାଣି ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ଦିନ ରେ ଦୁଇ ଥର ସେବନ କରନ୍ତୁ । ପ୍ରଥମେ ସକାଳେ ବ୍ରେକ୍ଫାଷ୍ଟ କରିବାର ଅଧ ଘଣ୍ଟା ପରେ ଏହାକୁ ସେବନ କରନ୍ତୁ ଏବଂ ସନ୍ଧ୍ୟା ସମୟ ରେ ଜଳଖିଆ ଖାଇବା ପରେ ଏହାକୁ ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଅଣ୍ଟା ବିନ୍ଧା ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ ।

ଏହି ଉପଚାର କୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଠାରେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିବ ନାହିଁ । ଏହି ଘରୋଇ ଉପଚାର ବହୁ ପୁରାତନ ଏବଂ ପରୀକ୍ଷିତ । ତେଣୁ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *