ବନ୍ଧୁଗଣ, ସାଧାରଣତ ଭାବରେ ଝିଅ ମାନଙ୍କୁ ବିବାହ ପୂର୍ବରୁ ଡର ରହିଥାଏ ଯେ ବିବାହ ପରେ ତାଙ୍କ ଶାଶୁଘର କିଭଳି ହେବ ? ଅଥବା ବିବାହ ପରେ ତାଙ୍କୁ କେଉନଭଳି ଶାଶୁ ଶଶୁର ମିଳିବେ ?
ମାତ୍ର ଏହା ବିଧିର ବିଧାନ ରହିଅଛି ଯେ, ବିବାହ ପରେ ପ୍ରତ୍ୟକ ଝିଅ ଙ୍କୁ ନିଜ ଶାଶୁଘରକୁ ଯିବାକୁ ହୋଇଥାଏ । ଝିଅ ମାନଙ୍କୁ ନିଜ ଶାଶୁଘରକୁ ନେଇ ଏଭଳି ଚିନ୍ତାଧାରା ସଠିକ ରହିଥାଏ । ମାତ୍ର ଏହି ୩ ନାମର ଝିଅ ବିବାହ ପରେ ବହୁତ ଖୁସିରେ ରହିଥାନ୍ତି । ଏହି ୩ ନାମ ଥିବା ଝିଅ ଙ୍କ ଶାଶୁ ଶଶୁର ତାଙ୍କ ବୋହୁକୁ ଝିଅ ଭଳି ଦେଖିଥାନ୍ତି । ଆସନ୍ତୁ ତେବେ ଜାଣିନେବା ସେହି ଭାଗ୍ୟଶାଳୀ ଝିଅ ମାନଙ୍କ ନାମ ।
୧- M;- ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଧନୀ ହୋଇଥାନ୍ତି । ଏହି ନାମର ଝିଅ ମାନେ ହୃଦୟରୁ ନିର୍ମଳ ହୋଇଥାନ୍ତି । ଏମାନଙ୍କ ମନରେ ଅନ୍ୟ ପାଇଁ ମଧ୍ୟ ଖରାପ ବିଚାର ରହି ନଥାଏ । ଏହି କାରଣ ଯୋଗୁଁ ଏମାନେ ନିଜ ଶାଶୁ ଘରର ଲୋକଙ୍କ ହୃଦୟ କୁ ଅତି ସହଜରେ ଜିତି ପାରିଥାନ୍ତି । ଏହି ନାମର ଝିଅ ମାନଙ୍କ ସ୍ଵାମୀ ତାଙ୍କୁ ବହୁତ ଭଲ ପାଇଥାନ୍ତି । ଏହା ସହିତ ତାଙ୍କ ଶାଶୁ ଶଶୁର ମଧ୍ୟ ବହୁତ ସ୍ନେହ କରିଥାନ୍ତି ।
୨- K;- ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଶାଶୁଘରେ ବହୁତ ଶୌଭାଗ୍ୟଶାଳି ସାବ୍ୟସ୍ତ ହୋଇଥାନ୍ତି । ଏମାନେ ଯେଉଁ ଘରକୁ ମଧ୍ୟ ଯାଇଥାନ୍ତି ସେଠାରେ ଆନନ୍ଦ ର ବାତାବରଣ ସୃଷ୍ଟି କରିଦେଇ ଥାନ୍ତି । ଶାଶୁଘରେ ଏମାନଙ୍କ ସମସ୍ତ ଇଛାର ଧ୍ୟାନ ରଖାଯାଇଥାଏ । ଏପରି କି ପୁଅ ଠାରୁ ଅଧିକ ବୋହୁ କୁ ମାନ୍ୟତା ଦେଇଥାନ୍ତି । ଏହି କାରଣରୁ ଏହି ନାମର ଝିଅ ମାନେ ନିଜ ଶାଶୁଘରେ ବହୁତ ଖୁସିରେ ରହିଥାନ୍ତି । ଶାଶୁଘରେ ଏହି ନାମର ଝିଅ ମାନଙ୍କୁ କେବେ ମଧ୍ୟ ପର ଭାବରେ ଗ୍ରହଣ କରାଯାଇନଥାଏ ।
୩- A;- ଯେଉଁ ଝିଅଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ସହିତ ଏମାନଙ୍କୁ ବହୁତ ଭଲ ଶାଶୁଘର ମିଳିଥାଏ । ଏହି ନାମ ର ଝିଅ ମାନଙ୍କ ଶାଶୁ ଶାଶୁର ଏମାନଙ୍କୁ ନିଜ ପଲକରେ ବସାଇ ରଖିଥାନ୍ତି ।
ଏମାନଙ୍କ ଶାଶୁଘର ଲୋକ ଏମାନଙ୍କୁ ବହୁତ ସ୍ନେହ-ଆଦର କରିଥାନ୍ତି । ଏହା ସହିତ ଏହିବ ନାମ ଥିବା ଝିଅ ମାନଙ୍କ ସ୍ଵାମୀ ଏମାନଙ୍କର ବହୁତ କେୟାର କରିଥାନ୍ତି । ସଂକ୍ଷେପରେ କହିବାକୁ ଗଲେ, ଏହି ନାମର ଝିଅ ନିଜ ଶାଶୁଘରେ ଜଣେ ବୋହୁ ନୁହେଁ ଝିଅ ଭାବରେ ରହିଥାନ୍ତି । ବନ୍ଧୁଗଣ ଏହି ୩ ନାମ ଥିବା ଝିଅ ଶାଶୁଘରେ ବହୁତ ଭଲରେ ରହିଥାନ୍ତି ।
ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।