Bollywood ର ଆକ୍ସନ ଷ୍ଟାର Akshay Kumar ଙ୍କ ଶାଶୁ ଦେଖିବା ପାଇଁ ତାଙ୍କ ପତ୍ନୀ ଭଳି ମଧ୍ୟ ବହୁତ ସୁନ୍ଦର, ବିଶ୍ଵାସ ହେଉନି ତ ନିଜେ ଦେଖି ନିଅନ୍ତୁ

ବନ୍ଧୁଗଣ ଆପଣ ଜାଣନ୍ତି କି ‘ଅକ୍ଷୟ କୁମାର’ ଯାହାଙ୍କ ପ୍ରକୃତ ନାମ ‘ରାଜିଭ ଭାଟିଆ’ ଅଟେ । ସେ ଜଣେ ଊଚ୍ଚକୋଟିର ଅଭିନାୟକ ଥିବା ସଙ୍ଗେ ସଙ୍ଗେ ଜଣେ ଭଲ ଚଳଚିତ୍ର ନିର୍ମାଣ କର୍ତା ମଧ୍ୟ ଅଟନ୍ତି । ‘ଅକ୍ଷୟ କୁମାର’ ଜଣେ ପଶୁ ପ୍ରେମୀ ମଧ୍ୟ ଅଟନ୍ତି । ସେ ଗରିବ ନିର୍ଦୟ ଲୋକଙ୍କ ପ୍ରତି ବହୁତ ଦୟା ଦେଖନ୍ତି ଏବଂ ସେମାନଙ୍କୁ ବହୁତ କ୍ଷେତ୍ରରେ ସାହାଜ୍ଯ ମଧ୍ୟ କରନ୍ତି । ଯେପରିକି ପିନ୍ଧିବା ପାଇଁ ପୋଷାକ,ରହିବା ପାଇଁ ବାସଗୃହ ,ଏବଂ ପିଲାମାନଙ୍କ ଶିକ୍ଷା ଲାଭ କରିବାରେ ସାହାଜ୍ଯ ମଧ୍ୟ କରନ୍ତି ।

‘ଅକ୍ଷୟ କୁମାର’ ହିନ୍ଦୀ ଚଳଚିତ୍ର ଜଗତରେ ବହୁତ କମ ବୟସ ଥିବା ସମୟରୁ କାମ କରିଆସୁଛନ୍ତି । ସେ ନିଜର ଅନୁଶାସିତ ସ୍ଵଭାବ ଏବଂ ଉଚ୍ଚିତ ସମୟ ରେ ଉଚ୍ଚିତ କାମ କରିଥାନ୍ତି । ଚଳଚିତ୍ର ରେ ଥିବା ସମସ୍ତ ଗୁରୁତ୍ଵ ପୂର୍ଣ ଭୟାଭାୟା ପ୍ରଦର୍ଶନ କୁ ନିଜେ କରିବାକୁ ଚେଷ୍ଟା କରନ୍ତି ।

‘ଅକ୍ଷୟ କୁମାର’ଙ୍କ ଜନ୍ମ ପଞ୍ଜାବ ରେ ଥିବା ଅମରିତସରରେ ହେଇଥିଲା । ତାଙ୍କ ବାପାଙ୍କ ନାମ ‘ହରିଓମ ଭାଟିଆ’ ଏବଂ ମାଙ୍କ ନାମ ‘ଅରୁଣା ଭାଟିଆ’ ଅଟେ । ତାଙ୍କର ଶିକ୍ଷା “ଡୋନବୋସ୍କୋ” ବିଦ୍ୟାଳୟ ଏବଂ “ଗୁରୁନାନକ ଉଚ୍ଚବିଦ୍ୟାଳୟ”ରେ ହେଇଥିଲା । “ଗୁରୁନାନକ ଉଚ୍ଚବିଦ୍ୟାଳୟ” ‘ମୁମ୍ବାଇ’ ସହରରେ ଉପସ୍ଥିତ । ‘ଅକ୍ଷୟ କୁମାର’ “ଥାଇଲାଣ୍ଡର”  ‘ବ୍ୟାଙ୍କକ” ସହରରେ ‘ମାରସ୍ଲାର୍ଟ’ ର ଶିକ୍ଷା ଲାଭ କରିଛନ୍ତି ।

“ବ୍ୟାଙ୍କକକ”ରୁ ଆସିବା ପରେ ସେ ନିଜର ମଡେଲିଙ୍ଗ କଲେ ଏବଂ ତାଙ୍କ ପ୍ରଥମ ଫିଲ୍ମ  ‘ଦୀଦାର’ରେ  ଅଭିନୟ କରିବାର ସୁଯୋଗ ପାଇଲେ । ତାଙ୍କୁ ‘ସ୍ଵଗନ୍ଧ’ ଚ୍ଚଳଚିତ୍ରରୁ ଲୋକେ ଜାଣିବାକୁ ଲାଗିଲେ । ଚଳଚ୍ଚିତ୍ର ଆରମ୍ଭ ବେଳେ ଆଙ୍କୁ ଏତେ ଖାସ ପ୍ରଶଂସା ମିଳିଲାନି । କିନ୍ତୁ ଏହାପରେ ସେ ବହୁତ ଉନ୍ନତି ଆଡକୁ ଆଗେଇ ଆସିଲେ । ତାଙ୍କର ଚଳଚ୍ଚିତ୍ର ମଧ୍ୟରୁ ‘ଖିଲାଡ଼ି’  ଚଳଚ୍ଚିତ୍ର ରେ କାମ କରି ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର “ଖିଲାଡ଼ି କୁମାର” ବନିଗଲେ । ତାଙ୍କ ଶାଶୁଙ୍କ ନାମ “ଡିମ୍ପଲ କପାଡିଆ” ଅଟେ ।

“ଡିମ୍ପଲ କପାଡିଆ” ହିନ୍ଦୀ ଚଳଚ୍ଚିତ୍ର ଜଗତର ବହୁତ ପ୍ରସିଦ୍ଧ କଳାକାର ଅଟନ୍ତି । “ଡିମ୍ପଲ କପାଡିଆ” ଅଭିନେତା ‘ରାଜେଶ ଖାନ୍ନା’ଙ୍କର ଧର୍ମ ପତ୍ନୀ ଅଟନ୍ତି । “ରାଜେଶ ଖାନ୍ନା” ଏବଂ “ଡିମ୍ପଲ କାପଡିଆ”ଙ୍କ ଝିଅ ‘ଟ୍ଵିଙ୍କଲ ଖାନ୍ନା’ ଅଟନ୍ତି । ‘ଟ୍ଵିଙ୍କଲ ଖାନ୍ନା’ ‘ଅକ୍ଷୟ କୁମାର’ଙ୍କ ଧର୍ମପତ୍ନୀ ଅଟନ୍ତି । ‘ଅକ୍ଷୟ କୁମାର’ଙ୍କ ସାସୁ ‘ଡିମ୍ପଲ କାପଡିଆ’ ‘ଅକ୍ଷୟ କୁମାର’ଙ୍କ ପତ୍ନୀଠାରୁ ଅଧିକ ସୁନ୍ଦର ଅଟନ୍ତି । ଅଧିକ ବୟସ ହେଲେ ମଧ୍ୟ ସୁନ୍ଦରତା ମାମଲାରେ ‘ଅକ୍ଷୟ କୁମାର’ଙ୍କ ପତ୍ନୀ ଅର୍ଥାତ ନିଜ ଝିଅ ଠାରୁ ଅଧିକ ସୁନ୍ଦରତାର ପରିଚୟ ଦିଅନ୍ତି ।

 

ସେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ବହୁତ ଭଲ ଅଭିନେତ୍ରୀ ରହିବା ସଙ୍ଗେ ସଙ୍ଗେ ବହୁତ ସଫଳତା ଅର୍ଜନ କରି ଦର୍ଶକ ମାନଙ୍କ ମନ ମୋହନ କରିଛନ୍ତି ।ଆପଣଙ୍କ ନଜରରେ କିଏ ସୁନ୍ଦରତାର ପରିଚୟ ଦୀୟନ୍ତି ? ଅକ୍ଷୟ କୁମାରଙ୍କ ଧର୍ମପତ୍ନୀ କିମ୍ବା ତାଙ୍କ ଶାସୁ ? ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *