Health Tips- ଅଣ୍ଟା, ହାତ, ଗୋଡ ବିନ୍ଧା, ହାତ ବିନ୍ଧା ଓ ଶରୀରର ସମସ୍ତ ପୀଡା ସବୁଦିନ ପାଇଁ ଶେଷ କରିଦେବ କେବଳ 5 ଟଙ୍କାର ଏହି ଜିନିଷ

ବନ୍ଧୁଗଣ ଆଜିକାଲିର ସମୟରେ ମଣିଷ କାମ କାରଣରୁ ଏତେ ଥକି ଯାଉଛି କି ତାକୁ ନିଜ ପାଇଁ ସମୟ ମିଳୁ ନାହି । ଯାହା ଫଳରେ ଖାଇବା ପିଇବା ରେ ଧ୍ୟାନ ଦେଉ ନାହି । ଏହି କାରଣରୁ ଲୋକଙ୍କ ମଧ୍ୟରେ ଦୁର୍ବଳତା ଆସୁଛି । ତା ପରେ ଶରୀରରେ ଅନେକ ଜାଗାରେ ପୀଡା ଦେଖା ଯାଉଛି । ତା ପରେ ମନୁଷ୍ୟ ଅନେକ ପ୍ରକାରର ଔଷଧ ନେଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର କରି ଆପଣ ନିଜ ଶରୀରର ପୀଡାକୁ ସହଜରେ ଉପସମ କରାଇ ପାରିବେ ।

ଆଜିକାଲି ସାଧାରଣତ ଗୋଡ, ହାତ, ଅଣ୍ଟା ବିନ୍ଧା ଭଳି ସମସ୍ଯା ଅନେକ ଲୋକଙ୍କ ଠାରେ ଦେଖା ଯାଉଛି । ଯାହା ପାଇଁ ସେମାନେ ଯେତେ ଔଷଧ ଓ ଏକ୍ସସାଇଜ କରିଲେ ବି ପୀଡା କମ ହେଉ ନାହି । ଏହା ବ୍ୟତିତ କିଛି ଫିଜିଓଥେରାପି ର ମଧ୍ୟ ସାହାଜ୍ଯ ନେଉଥାନ୍ତି । କିନ୍ତୁ ଏହା ମାତ୍ର କିଛି ସମୟ ପାଇଁ ଭଲ କରାଇଥାଏ । ପୁଣି ଥରେ ଏଭଳି ସମସ୍ଯା ବାରମ୍ବାର ଦେଖାଯାଏ । ଖାସ କରି ବର୍ତ୍ତମାନ ଶୀତ ଦିନ ଚାଲୁ ଥିବାରୁ ଅଣ୍ଟା, ଗୋଡ, ହାତ ବିନ୍ଧା ଭଳି ସମସ୍ଯା ବୃଦ୍ଧ ବ୍ୟକ୍ତି ଙ୍କ ଥରେ ଦେଖା ଯାଇଥାଏ ।

ଯାହା ଫଳରେ ସେମାନେ ବହୁତ ଯନ୍ତ୍ରଣା ଅନୁଭବ କରିଥାନ୍ତି । ତେବେ ଆମେ ଯେଉଁ ରେମେଡି ବିଷୟରେ କହିବାକୁ ଯାଉଛୁ ତାହା ବହୁତ ସହଜ ଅଟେ । ଆଉ ଏଥିରେ ବ୍ୟବହୃତ ହେବାକୁ ଥିବା ସାମଗ୍ରୀ ଆପଣଙ୍କୁ ସହଜରେ ଘରୁ ମିଳିଯିବ । ଏହି ଉପଚାରକୁ ବନାଇବା ପାଇଁ ମାତ୍ର ୨ଟି ସାମଗ୍ରୀ ର ଆବଶ୍ୟକ ଅଛି ।

ପ୍ରଥମ ଟି ହେଉଛି ସୋରିଷ ତେଲ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଦ୍ଵିତୀୟ ଟି ହେଉଛି ଜାଇ ଫୁଲ । ଗୋଟିଏ ଜାଇ ଫୁଲକୁ ନେଇ ଏହାର ଗୁଣ୍ଡ ରେଡି କରନ୍ତୁ । ଏହି ପାଉଦକୁ ଏକ ପାତ୍ରରେ କାଢି ନିଅନ୍ତୁ । ଅନ୍ୟ ଏକ ପାତ୍ରରେ ୩ ଚାମଚ ସୋରିଷ ତେଲ ସହ ଏକ ଚାମଚ ଜାଇ ଫୁଲର ପାଉଡର ଆଡ କରି ଭଲ ଭାବେ ମିଶ୍ରଣ କରନ୍ତୁ ।

ଭଲ ଭାବେ ମିଶିଇଲା ପରେ ଏହି ପେଷ୍ଟ କୁ ଶରୀରରେ ଯେଉଁଠି ପୀଡା ହେଉଛି ସେଠାରେ ଲଗାଇ ରଖନ୍ତୁ । ଏହାକୁ ସେମିତି ଲଗାଇ ରଖନ୍ତୁ । ଦେଖିବେ ମାତ୍ର କିଛି ସମୟ ପରେ ଶରୀରରେ ଥିବା ପୀଡା ଦୁର ହୋଇଯିବ । ଯଦି ଆପଣଙ୍କୁ ପ୍ରତି ଦିନ ପୀଡା ହେଉଛି ତେବେ ଏହି ପେଷ୍ଟ କୁ ଶୋଇବା ସମୟରେ ଲଗାନ୍ତୁ ।

ଦେଖିବେ ବହୁତ କମ ସମୟରେ ଆପଣଙ୍କର ଅଣ୍ଟା ବିନ୍ଧା, ଗୋଡ ବିନ୍ଧା, ହାତ ବିନ୍ଧା ଭଳି ସମସ୍ଯା ଦୂର ହୋଇଯିବ ।ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *