Astrology- ତୁଳା ରାଶି ଥିବା ବ୍ୟକ୍ତିଙ୍କ କଟୁ ସତ୍ୟ ! ଯାହା ଆଗରୁ ଆପଣ କେବେ ବି ଜାଣି ନଥିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ରାଶିରେ ଥିବା ଗ୍ରହ ଓ ନକ୍ଷତ୍ର ମାନଙ୍କର ଅବସ୍ତିତି ବ୍ୟକ୍ତିର ଜୀବନ ଜାପନ ପ୍ରଣାଳୀ, ଚାଲି ଚଳନ ଓ ବ୍ୟବହାର, ସ୍ଵଭାବ ଆଦି ଉପରେ ପ୍ରଭାବ ପକାଇଥାଏ । ତେଣୁ ଯେଉଁ ବ୍ୟକ୍ତି ଯେଉଁ ରାଶିର ହୋଇଥାଏ । ସେହି ରାଶି ଅନୁସାରେ ହିଁ ତା’ ର ସଂପୂର୍ଣ୍ଣ  ବ୍ୟକ୍ତିତ୍ବ ଜଣା ପଡିଥାଏ । ତେବେ ତୁଳା ରାଶିର ବ୍ୟତିତ୍ଵ ତଥା ଅନେକ କିଛି ରୋଚକ ତଥ୍ୟ ବିଷୟରେ ଜାଣିବାକୁ ପାଇବା ।

ଏହି ରାଶିର ବ୍ୟକ୍ତି ମାନେ ଦେଖିବାକୁ ସୁନ୍ଦର ତଥା ଆକର୍ଷଣୀୟ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ଅନ୍ୟ ଲୋକଙ୍କ ସାଥିରେ ବହୁତ ଶୀଘ୍ର ମିଶି ଯାଇଥାନ୍ତି । ତେଣୁ ଏମାନେ ମିଳାପୀ ସ୍ଵଭାବର ପ୍ରକୃତି ହୋଇଥାନ୍ତି । ଏମାନେ ଅନ୍ୟର ଦରକାର ସମୟରେ ମଧ୍ୟ ସାହାଜ୍ଯ କରିଥାନ୍ତି । ଏମାନେ ନିଜ କ୍ଯାରିଅରକୁ ଭଲ ଭାବରେ ଗଢି ତୋଳିବା ପାଇଁ ସର୍ବଦା କରିଥାନ୍ତି ।

ରଚନାତ୍ମକ ସ୍ଵଭାବର ଏହି ତୁଳା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି । ଏମାନଙ୍କ ମନ ମସ୍ତିସ୍କରେ ସବୁବେଳେ କିଛି ନା କିଛି କଥା ଚାଲୁ ରହିଥାଏ । ଏମାନେ କଳା ଜଗତରେ ଭଲ ପଦର୍ଶନ କରୁଥିବାରୁ ଏମାନେ ଗୀତ, ନାଚ ଓ ଅଭିନୟ ଆଦି କ୍ଷେତ୍ରରେ ଅଧିକ ସକ୍ରିୟ ରହିଥାନ୍ତି । ଏହା ଛଡା ଏହି ତୁଳା ରାଶିର ବ୍ୟକ୍ତି ବିଶେଷ ମାନେ ବିଜିନେସ କ୍ଷେତ୍ରରେ ମଧ୍ୟ ଭଲ ଟଙ୍କା ରୋଜଗାର କରିଥାନ୍ତି ।

କାରଣ ଏମାନେ ଟଙ୍କା ନେଣ ଦେଣ କାର୍ଯ୍ୟରେ ମାହିର ହୋଇଥାନ୍ତି । ଏମାନଙ୍କର ସବୁଠାରୁ ଭଲ କଥା ହେଉଛି । ଏମାନେ କୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟକୁ କଟୁ ବଚନ କହିନଥାନ୍ତି । ଏହି ବ୍ୟକ୍ତି ମାନଙ୍କ ଆଉ ଏକ ବିଶେଷତ୍ଵ ହେଉଛି । ଏମାନେ ଯେଉଁ ଜାଗାକୁ ଯାଇଥାନ୍ତି । ସେମାନେ ନିଜ ପାଇଁ ସାଙ୍ଗ ସାଥିର ମାହୋଲ ସୃଷ୍ଟି କରିଦେଇଥାନ୍ତି । ଏମାନେ ସାମାନ୍ୟ କଞ୍ଜୁସ ସ୍ଵଭାବର ହୋଇଥାନ୍ତି । ଅଧିକ ରାଗିଯିବା ସମରେ ପ୍ରଚଣ୍ଡ ଉଗ୍ର ରୂପ ଧାରଣ କରିଥାନ୍ତି ।

ଏମାନଙ୍କର ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୬, ଶୁଭ ବାର ଶୁକ୍ରବାର ଶୁଭ ରତ୍ନ ହୀରା । ଏହି ବ୍ୟକ୍ତି ମାନେ ନିଜ ଘରେ ଧଳା ରଙ୍ଗର ଫୁଲ ଗଛ ଘରେ ଲଗାଇ ତାହାର ପ୍ରତିଦିନ ଯତ୍ନ କରନ୍ତୁ । ଏହା ସହିତ ନିଜର ଆରାଧ୍ୟ ଦେବୀ ମା’ ଲକ୍ଷ୍ମୀଙ୍କର ନିହାତି ପୂଜା ଅର୍ଚନା କରନ୍ତୁ । ଏହା ସହିତ ପ୍ରଭୁ ଭୋଳାନାଥଙ୍କ ମଧ୍ୟ ପୂଜା ଆରାଧନା କରନ୍ତୁ । ଧଳା ତିଳକ ମଥାରେ ଧାରଣ କରନ୍ତୁ ।

ପିମ୍ପୁଡି ମାନଙ୍କୁ ଖାଇବାକୁ ଦିଅନ୍ତୁ । ତେବେ ତୁଳା ରାଶିର ବ୍ୟକ୍ତି ବିଶେଷ ମାନେ ଏହି ସବୁ ଉପାୟକୁ କରିବା ଦ୍ଵାରା ତାଙ୍କର ଗ୍ରହ ଓ ନକ୍ଷତ୍ରର ଷ୍ଟିତର ପ୍ରଭାବ ବ୍ୟକ୍ତି ଉପରେ ଭଲ ରହିବ । ଏହା ସହିତ ଜୀବନ ସୁଖମୟ ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *