ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ, ମଜାଦାର, ରହସ୍ୟମୟ, କୌତୁକ ପୂର୍ଣ ପ୍ରଶ୍ନ ଏବଂ ଉତ୍ତର ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା
ପ୍ରଶ୍ନ- କେଉଁ ପକ୍ଷୀ ଆଗକୁ- ପଛକୁ ଉଡ଼ିପାରେ ?
ଉ- ହମିଙ୍ଗ ବାର୍ଡ ।
ପ୍ରଶ୍ନ- କେଉଁ ପରିବା ଖାଇଲେ ମଣିଷ କଳା ପଡେ ନାହିଁ ?
ଉ- କଲରା ।
ପ୍ରଶ୍ନ – ଟ୍ରେନ ଲାଇନରେ କଲାପଥର କାହିଁକି ରହିଥାଏ ?
ଉତ୍ତର–ପଥର ରଖିଲେ ଭୂଇଁରେ ଘାସ ଉଠିନଥାଏ
ପ୍ରଶ୍ନ–ରେଡିଓର ଆବିଷ୍କାର କିଏ କରିଥିଲେ ?
ଉତ୍ତର–ଗୋଲିଲିୟମ ମାରକୋନି
ପ୍ରଶ୍ନ -ଭାଷାର ଜନନୀ କେଉଁ ବାଷାକୁ କୁହାଯାଏ ?
ଉତ୍ତର–ସଂସ୍କୃତ ଭାଷା
ପ୍ରଶ୍ନ–କେଉଁ ତାରା 6 ବର୍ଷ ପରେ ଦେଖାଯାଏ ?
ଉ–ଏଲିଗୋଚର ତାରା
ପ୍ରଶ୍ନ-ବଗିଚାର ସହର କେଉଁ ସହରକୁ କୁହାଯାଏ ?
ଉ-କପୁରଥଳା
ପ୍ରଶ୍ନ- ଚଉଠି ରାତିରେ ସ୍ତ୍ରୀ ତାର ସ୍ୱାମୀଙ୍କୁ କଣ ଦେଇଥାଏ?
ଉ- କ୍ଷୀର ଦେଇଥାଏ ।
ପ୍ରଶ୍ନ- କେଉଁ ପ୍ରାଣୀ ଆଖି ବନ୍ଦ ନ କରି ମଧ୍ୟ ଶୋଇପାରେ ?
ଉ- ମାଛ ।
ପ୍ରଶ୍ନ-ଆଖି ଦ୍ୱାରା ଶୁଣିପାରୁଥିବା ପ୍ରାଣୀର ନାମ କଣ?
ଉ- ପାଣି ବେଙ୍ଗ ।
ପ୍ରଶ୍ନ- କେଉଁ ପଶୁ ବହି ଯାଉଥିବା ପାଣିକୁ ପିଏ ନାହିଁ ?
ଉ- ମେଣ୍ଢା ।
ପ୍ରଶ୍ନ- କେଉଁ ବିରାଟକାୟ ପଶୁ ଡେଇଁ ପାରେ ନାହିଁ?
ଉ- ହାତୀ ।
ପ୍ରଶ୍ନ- କେଉଁ ଫୁଲ ପାଖକୁ ଭ୍ରମର ବି ଯାଇପରେନାହିଁ ?
ଉ-କିଆ ଓ କେତକୀ ଫୁଲ ।
ପ୍ରଶ୍ନ- କେଉଁ ଜୀବ ଆଦୌ ପାଣି ପିଏ ନାହିଁ?
ଉ- କଙ୍ଗାରୁ ମୂଷା ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।