Jyotish Shastra- 2023 ରୁ 2027 ପର୍ଯ୍ୟନ୍ତ ଭାଗ୍ୟଶାଳୀ ରାଶି ! ଆକାଶ ଛୁଇଁବ ଏମାନଙ୍କ ଭାଗ୍ୟ, ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ଥାଇପାରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୨୩ ନବବର୍ଷରୁ ଆରମ୍ଭ କରି ୨୦୨୭ ପର୍ଯ୍ୟନ୍ତ ୫ ଟି ରାଶିର ଭାଗ୍ୟ ଉଦୟ ହେବା ପାଇଁ ଯାଉଛି । ଏହି ରାଶି ଗୁଡିକଙ୍କ ଉପରେ ଭଗବାନ ଶନିଦେବଙ୍କ କୃପା ରହିଛି । ଏମାନଙ୍କର ମନବାଞ୍ଛା ଏବେ ବହୁତ ଶୀଘ୍ର ପୂରଣ ହେବା ପାଇଁ ଯାଉଛି । ଯେଉଁ କାରଣରୁ ଏବେ ସେମାନଙ୍କର ଖୁସିର ସମୟ ଆସିଯାଉଛି । ସେହି ୫ ଟି ରାଶିଙ୍କର ଭାଗ୍ୟଫଳ ବିଷୟରେ ନିନ୍ମରେ ଆଲୋଚନା କରିବା ।

ଏହି ରାଶିଙ୍କ ଉପରେ ଭଗବାନଙ୍କର ଶୁଭ ନଜର ପଡିବା କାରଣରୁ ବହୁତ ଶୀଘ୍ର ଏମାନଙ୍କର କିସ୍ମତରେ ଲଟେରୀ ଲାଗିବା ପାଇଁ ଯାଉଛି । ଏମାନଙ୍କର ରାଶିରେ ଗ୍ରହ, ନକ୍ଷତ୍ର ମାନଙ୍କର ସ୍ଥିତିରେ ଆଗାମୀ ସମୟରେ ଯେଉଁ ସବୁ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ଏମାନେ ସ୍ଵପ୍ନରେ ସୁଧା କେବେ ବି ଭାବିନଥିବେ ।

ଯେଉଁ ସବୁ ବାଦ ବିବାଦ ଘେରରେ ଏହି ରାଶି ପଡିରହିଥିଲେ । ଆଗାମୀ ସମୟରେ ସେହି ସବୁ ମାମଲାର ସମାଧାନ ହୋଇଯିବ । ଯେଉଁ କାରଣ ପାଇଁ ଏହି ରାଶିର ଲୋକମାନେ ମାନସିକ ଦୁଶ୍ଚିନ୍ତାରେ ପୀଡିତ ରହୁଥିଲେ । ସେଥିରୁ ତ୍ରାହୀ ପାଇ ମାନସିକ ସ୍ଥିତିରେ ଶାନ୍ତି ଆଣିପାରିବେ । ଚାକିରି ଖୋଜୁଥିବା ଲୋକଙ୍କର ଚାକିରିକୁ ନେଇ ଭଲ ସମୟ ଆସୁଛି ।

ତେଣୁ ନିଜର ଚାକିରି ପାଇଁ ପୂର୍ବ ପ୍ରସ୍ତୁତି କରିନେବା ଉଚିତ । ଆଗାମୀ ସମୟରେ କିଛି ନୂଆ ବନ୍ଧୁ ମଧ୍ୟ ଏହି ରାଶିର ଲୋକଙ୍କ ଜୀବନରେ ଆସିବା ପାଇଁ ଯାଉଛନ୍ତି । ଯେଉଁ ମାନେ କିଛି ମାତ୍ରାରେ ଏମାନଙ୍କର ଉତ୍ତମ କ୍ଯାରିଅରରେ ସହଯୋଗ କରିବେ । ଯାହା ଦ୍ଵାରା ଏମାନଙ୍କୁ କିଛି ସାହାଜ୍ଯ ମଧ୍ୟ ପ୍ରାପ୍ତ ହେବ । ସ୍ଵାସ୍ଥରେ ମିଶ୍ରୀତ ଫଳ ରହିବ । ତେଣୁ ସ୍ଵାସ୍ଥ ପ୍ରତି ସଦା ସର୍ବଦା ଯତ୍ନବାନ ରହିବା ଉଚିତ ।

ବିଦ୍ୟାର୍ଥୀ ମାନେ ପାଠ ପଢିବା ପାଇଁ କିଛି ସମୟରେ ଆଗ୍ରହ କମିବାର ଦେଖିବାକୁ ମିଳିବ କିନ୍ତୁ ସମୟ ସହ ଆଗାମୀ ସମୟରେ ତାଙ୍କର ପାଠ ପଢାକୁ ନେଇ ସେମାନେ ଅଧିକ ସିରିଏସ ହୋଇଯିବେ । ବିଜିନେଷ୍ କ୍ଷେତ୍ରରେ ମଧ୍ୟ ମୋଟାମୋଟି ଭାବରେ ଭଲ ପଦର୍ଶନ ରହିବ । ଛୋଟ ଛୋଟ ଲସ୍ ରେ ଥକି ନଯାଇ ଆଗକୁ ବିଜିନେସରେ ଉନ୍ନତି କରିବାକୁ ମନରେ ଇଛା ଶକ୍ତି ରଖିବା ସହ ବହୁତ ଶୀଘ୍ର ଭଗବାନ ଶନିଦେବ କାରଣରୁ ଭାଗ୍ୟର ସାଥ୍ ନିହାତି ପ୍ରାପ୍ତ ହେବ ।

ଏହା ସହିତ ଅର୍ଥକୁ ନେଇ ରହୁଥିବା ସମସ୍ଯାର ସମାଧାନ ହେବ । ବୈବାହିକ ଜୀବନ ଭଲ ରହିବ କିନ୍ତୁ ଏହି ରାଶିର ପ୍ରେମୀଯୁଗଳଙ୍କର ପ୍ରେମରେ ସନ୍ଦେହ ସୃଷ୍ଟି ହୋଇପାରେ । ତେଣୁ ଏହି ସମୟରେ ଏପରି କିଛି କରିବା ଉଚିତ ନୁହେଁ । ଯେପରି ପ୍ରେମରେ ଫାଟ ସୃଷ୍ଟି ହେବ । ସର୍ବ ଉପରେ ଯଦି ସବୁ ପରିସ୍ଥିତିରେ ନିଜର ରାଗକୁ ସଂଯମ କରି ରଖିପାରିବେ । ତେବେ ନିହାତି ଆଗାମୀ ସମୟଟି ଏହି ରାଶି ମାନଙ୍କ ପାଇଁ ବହୁତ ହିଁ ଭଲ ରହିବ ।

ଆଲୋଚନା କରୁଥିବା ରାଶି ଗୁଡିକ ହେଉଛନ୍ତି । କୁମ୍ଭ, ବୃଷ, ତୁଳା, କନ୍ୟା ଓ ମକର ରାଶି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *