ହଳଦୀର ଏହି ଉପାୟ, ପିଲାଙ୍କ ପାଠ ପଢାରେ ଆଣିଥାଏ ପରିବର୍ତ୍ତନ, ପିଲାଙ୍କୁ ପାଠ ପ୍ରତି କରେ ଆକର୍ଷିତ (Astrologer Pragyan Tripathy)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଦ୍ୟା ହେଉଛି ଅମୂଲ୍ୟ ଧନ । ବିଦ୍ୟା ବଳରେ ଆମେ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସାଧିତ କରିପାରିବା । ବହୁତ ପିଲା ଥାଆନ୍ତି । ଯେଉଁ ମାନଙ୍କର ପାଠ ପଢାରେ ଆଦ୍ୱା ମନ ଲାଗିନଥାଏ । ପାଠ ପଢିବା ସମୟରେ ପାଠରେ ମନ ନରହି ମନ ଅନ୍ୟ କୌଣସି ରାଜ୍ୟରେ ଘୁରି ବୁଲୁଥାଏ । ତେବେ ଏପରି ସେହି ପିଲାଙ୍କର ହୋଇଥାଏ । ଯେଉଁ ପିଲାଙ୍କ ଉପରେ ଶୁକ୍ର ଗ୍ରହର ପ୍ରଭାବ ରହିଥିବ ।

କାରଣ ଶୁକ୍ର ହେଉଛନ୍ତି ରୋମାଣ୍ଟିକ ଗ୍ରହ । ସେ ଗ୍ରହ ଯେଉଁ ମାନଙ୍କ ଉପରେ ପ୍ରଭାବ ପକାଇଥାଏ । ସେମାନେ ସବୁବେଳେ ନିଜ ମନ ମର୍ଜି କାମ କାମ କରିବାକୁ ପସନ୍ଦ କରିଥାନ୍ତି । ନୂଆ ନୂଆ ଡ୍ରେସ, ଚପଲ, ବ୍ଯାଗ ଆଦି ସବୁ କିଛି ନୂଆ କିଣିକି ପିନ୍ଧିବା । ପାଠ ପଢିବା ସମୟରେ ସାଙ୍ଗସାଥିଙ୍କ ସହ ବାର୍ତ୍ତାଳାପ କରିବା ।

ଛୋଟ ଛୋଟ ପିଲାଙ୍କର ପ୍ରେମ ବନ୍ଧନରେ ବାନ୍ଧି ହୋଇଯିବା । ଏହା ଯୋଗୁ ସ୍କୁଲ ଓ କଲେଜ ପିଲା ମାନେ ନିଜର ପାଠ ପଢାରେ ବହୁତ ସମୟ ମନ ନଲାଗି ନିଜ ଲଭର ସହିତ ଗପସପ କରି ନିଜର ବହୁମୂଲ୍ୟ ସମୟକୁ ଅଯଥା ନଷ୍ଟ କରିବା । ଏହି ସବୁ ଶୁକ୍ର ଗ୍ରହ ହିଁ ପିଲାଙ୍କ ସାଥିରେ କରାଇ ଥାନ୍ତି । ତେଣୁ ଯେଉଁ ମାନେ ଶୁକ୍ରଗ୍ରହର ଖରାପ ପ୍ରଭାବକୁ ନଷ୍ଟ କରିବାକୁ ଚାହୁଁଥାନ୍ତି ।

ଏହା ସହିତ ଦେବଗୁରୁ ବୃହସ୍ପତି ଗ୍ରହର ପିଲାଙ୍କ ଭାଗ୍ୟରେ ମଜଭୁତ କରାଇବାକୁ ଚାହୁଁଥାନ୍ତି । ତେବେ ବାପାମାଆ ତଥା ଘରର ଗୁରୁଜନ ମାନେ ନିଜର ପିଲାର ପଢାର ସ୍ଥିତିକୁ ଠିକ କରିବା ପାଇଁ ଏବଂ ତା’ ର ଭବିଷ୍ୟତ ଉଜ୍ଜଳ କରିବା ପାଇଁ ଏହି ଉପାୟ କରନ୍ତୁ । ଖଣ୍ଡ ହଳଦୀକୁ ବାଟି ବା କିଛି ହଳଦୀରେ ଗଙ୍ଗାପାଣି ମିଶାଇ ପିଲାଙ୍କ ବିଶି ଆଙ୍ଗୁଠିରେ ଲଗାଇ ଦିଅନ୍ତୁ ।

ଯେଉଁ ପିଲାଙ୍କର ପାଠ ପଢାରେ ଜମାରୁ ବି ମନ ଲାଗୁନାହିଁ । ତାଙ୍କର ପାଠ ସେହି ପିଲାଙ୍କର ତର୍ଜନୀ ଆଙ୍ଗୁଠି ବା ବିଶି ଆଙ୍ଗୁଠିରେ ଗଙ୍ଗା ଜଳ ମିଶାଇ ହଳଦୀ ଲଗାଇ ଦିଅନ୍ତୁ । ତାପରେ ପିଲା ମାନେ ଆଙ୍ଗୁଠିରେ ସେହିପରି ହଳଦୀ ଲଗାଇ ପାଠ ପଢି ପାରିବେ ଓ ହଳଦୀ ଆଙ୍ଗୁଠିରେ ଲେଖି ପାରିବେ ।

ଏହିପରି ପ୍ରତିଦିନ ପାଠ ପଢିବା ସମୟରେ ପ୍ରତିଦିନ ବିଶି ଆଙ୍ଗୁଠିରେ ହଳଦୀ ଲଗାଇ ପାଠ ପଢିଲେ । ଶୁକ୍ରଗ୍ରହଙ୍କର ଖରାପ ନଜର ଆପଣଙ୍କ ଉପରେ ଦୁର୍ବଳ ହେବାକୁ ଆରମ୍ଭ ହେବ । ଏହା ସହିତ ପିଲାର ପାଠ ପଢାରେ ମନ ଲାଗିବ । ଖଟ ଉପରେ ବସି  ପାଠ ପଢିବା ଅନୁଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *