Gk Questions & Answers- ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ତା ହେଲେ ମୁଁ କିଏ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ । ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ । ଜୀବନରେ ସାଧାରଣ ଜ୍ଞାନର ମହତ୍ତ୍ୱ ବହୁତ ଅଟେ । କିଛି ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ଭଲ ଲାଗିଥାଏ ଓ ଆଉ କେତେକ ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ବିଲକୁଲ ବି ଭଲ ଲାଗି ନ ଥାଏ । କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ପଢିବା ଦ୍ଵାରା ଆମେ ଦେଶ ବିଦେଶରେ ଘଟୁଥିବା ଅନେକ ଘଟଣା ସମ୍ପର୍କରେ ଜାଣି ପାରି ଥାଉ । ସାଧାରଣ ଜ୍ଞାନ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ପଢ଼ାଯାଇଥାଏ । କାରଣ ସାଧାରଣ ଜ୍ଞାନ ରୁ ଅନେକ ପ୍ରଶ୍ନ ଭବିଷ୍ୟତରେ କାର୍ଯ୍ୟ ରେ ଲାଗିଥାଏ ।

ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ଯେଉଁ ଇଣ୍ଟରଭ୍ୟୁ ସବୁ ହୋଇଥାଏ ସେଥିରେ ସାଧାରଣ ଜ୍ଞାନ ହିଁ ବେଶି ପଚରା ଯାଇଥାଏ । ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ । ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ ।

ସାଧାରଣ ଜ୍ଞାନର ଏପରି କିଛି ପ୍ରଶ୍ନ ଥାଏ ଯାହା ଆମେ ବିଲକୁଲ ବି ଶୁଣି ନ ଥାଉ କି ଜାଣି ନ ଥାଉ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ । ତେବେ ଆସନ୍ତୁ ଆଲୋଚନା କରିବା ସାଧାରଣ ଜ୍ଞାନ ର ଅନେକ ଗୁଡିଏ ଅଜଣା ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ।

୧.କେଉଁ ଦେଶର ଲୋକ ମାନେ ହଳଦିଆ ରଙ୍ଗର ହୋଇଥାନ୍ତି?

ଉତ୍ତର-ଚୀନ ।

୨.ମନ୍ଦିର ର ସହର କାହାକୁ କୁହାଯାଏ?

ଉତ୍ତର-ବନାରସ ।

୩.ବାସ୍କେଟ ବଲ ଖେଳରେ କେତେ ଜଣ ଖେଳାଳି ରହିଥାନ୍ତି?

ଉତ୍ତର-୫ ଜଣ ଖେଳାଳି ।

୪.ଭାରତରେ ଶେଷ ଥର ପାଇଁ ଜନଗଣନା କେବେ ହୋଇଥିଲା?

ଉତ୍ତର-୨୦୧୧ ମସିହାରେ ।

୫.ଦୁନିଆର ସବୁଠାରୁ ବଡ଼ ଗୀର୍ଜା ଘର କେଉଁଠାରେ ଅବସ୍ଥିତ?

ଉତ୍ତର-ଗୋଆ ରେ ।

୬.କେଉଁ ଦେଶର ଲୋକମାନେ ସବୁଠୁ ବେଶି ଚାହା ପିଇ ଥାନ୍ତି?

ଉତ୍ତର-ଭାରତ ଦେଶରେ ।

୭.କେଉଁ ଦେଶର ଲୋକମାନେ ପବଜି ଖେଳି ପାରିବେନି?

ଉତ୍ତର-ଚୀନ ଦେଶର ଲୋକମାନେ ।

୮.କେଉଁ ଜୀବ କେବେ ମଧ୍ୟ ଶୋଇ ନ ଥାଏ?

ଉତ୍ତର-ପିମ୍ପୁଡ଼ି ।

୯.ସବୁଠୁ ବଡ଼ ଗ୍ରହ କେଉଁଟି ଅଟେ?

ଉତ୍ତର-ବୃହସ୍ପତି ।

୧୦.ଏମିତି କେଉଁ ମାସ ଅଛି ଯେଉଁ ମାସ ରେ ଲୋକମାନେ ସବୁଠୁ କମ ଶୋଇଥାନ୍ତି?

ଉତ୍ତର-ଫେବ୍ରୁଆରୀ ।

୧୧. ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ତା ହେଲେ ମୁଁ କିଏ ?

ଉତ୍ତର – Chewing Dog

ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ସାଧାରଣ ଜ୍ଞାନ ପଢିବାକୁ ଭଲ ଲାଗୁଥାଏ ତେବେ ଏହାକୁ ନିଶ୍ଚିତ ଭାବରେ ପଢ଼ନ୍ତୁ । ଏପରି କୌଣସି ପରୀକ୍ଷା ନାହିଁ ଯେଉଁଠି ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ । ଏହାକୁ ପଢିବା ଦ୍ଵାରା ଆପଣ ସାଧାରଣ ଜ୍ଞାନ ର ଅନେକ କିଛି ଅଜଣା କଥା ସମ୍ପର୍କରେ ଜାଣିବାକୁ ପାଇବେ । ଯଦି ଆପଣ କୌଣସି ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହାକୁ ନିହାତି ପଢ଼ନ୍ତୁ । ଏହା ଆପଣଙ୍କର ବହୁତ ଲାଭ ଦାୟକ ହେବ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ । ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *