Uric Acid ବଢିଗଲେ ତୁରନ୍ତ ଖାଇବା ଛାଡି ଦିଅନ୍ତୁ ଏହି ଜିନିଷ, ନହେଲେ ଭୋଗିବାକୁ ପଡିପାରେ ଭୟଙ୍କର ପରିଣାମ (Diet Tips For Uric Acid)

ନମସ୍କାର ବନ୍ଧୁଗଣ । ୟୁରିକ ଏସିଡ ରକ୍ତ ଜରିଆ ରେ ଯାଇ କିଡନି ପାଖରେ ପହଞ୍ଚି ଥାଏ । ଅଧିକତର ସମୟ ୟୁରିକ ଏସିଡ ୟୁରିନ ମାଧ୍ୟମରେ ଶରୀର ରୁ ବାହାରି ଯାଇଥାଏ । କିନ୍ତୁ ଯଦି କିଛି କାରଣ ବଶତଃ ଏହା ଶରୀର ରୁ ବାହାରି ପାରି ନଥାଏ, ତେବେ ଏହାର ମାତ୍ରା ଶରୀର ରେ ଅଧିକ ହୋଇଯିବା କାରଣ ରୁ ଆମ ଶରୀର କୁ ବିଭିନ୍ନ ସମସ୍ଯା ର ସମ୍ମୁଖୀନ କରିବାକୁ ପଡିଥାଏ । ଯେପରି ଗଣ୍ଠି ଜନିତ ରୋଗ, ସ୍ଥାନ ସ୍ଥାନ ରେ ଟେଳା ପଡିଯିବା, ବିନ୍ଧା କଷ୍ଟ ଇତ୍ୟାଦି ।

ୟୁରିକ ଏସିଡ କାର୍ବୋନ, ହାଇଡ୍ରୋଜେନ, ଅକ୍ସିଜେନ ଓ ନାଇତ୍ରୋଜେନ ରେ ମିଶି ସୃଷ୍ଟି ହୋଇଥିବା ଏକ ତତ୍ଵ ଅଟେ । ଯାହା ଶରୀର କୁ ପ୍ରୋଟିନ ରୁ ଅମୋନିଆ ଏସିଡ ରୂପରେ ପ୍ରାପ୍ତ ହୋଇଥାଏ । ଏହା ଜାଡ୍ୟ ଅଧିକ ମାତ୍ରା ରେ ହୋଇ ହାଡ ରେ ଜମା ହୋଇ ଯାଏ, ତେବେ ଏହା ଶରୀର ରେ ବିଭିନ୍ନ ସମସ୍ୟାର କାରଣ ମଧ୍ୟ ହୋଇଥାଏ ।

ୟୁରିକ ଏସିଡ ରୁ ବଞ୍ଚିବା ପାଇଁ ଦହି, ଭାତ, ଡ୍ରାଏ ଫୃଟ, ଡାଲି ଓ ପାଳଙ୍ଗ ଶାଗ ଇତ୍ୟାଦି ର ସେବନ ଅଧିକ ମାତ୍ରା ରେ କରିବାରୁ ନିଜକୁ ରକ୍ଷା କରିବାକୁ ହୋଇଥାଏ । କାରଣ ଏହି ସବୁ ଜିନିଷ ରେ ଅଧିକ ମାତ୍ରାର ପ୍ରୋଟିନ ରହିଥାଏ । ଯାହା ଶରୀର ରେ ୟୁରିକ ଏସିଡ କୁ ମଧ୍ୟ ବଢାଇ ଦେଇଥାଏ ।

ରାତିରେ ଶୋଇବା ପୂର୍ବରୁ ମଧ୍ୟ କ୍ଷୀର ବା ଭାତ ର ସେବନ କରିବା ଉଚିତ ହୋଇ ନଥାଏ । ଏହାଛଡା ଚୋପା ଲଗା ଡାଲି, ମାଛ, ମାଂସ, ଅଣ୍ଡା ଆଦି ମଧ୍ୟ ଖାଇବା ବନ୍ଦ କରିବାକୁ ହୋଇଥାଏ । କାରଣ ଏହି ସବୁ ର ସେବନ କରିବା ଦ୍ଵାରା ଶରୀରରେ ୟୁରିକ ଏସିଡ ର ମାତ୍ରା ମଧ୍ୟ ବଢି ଯାଇଥାଏ । ପଣି ଇବ ଅସମାଶୟରେ ମଧ୍ୟ କିଚିନିୟମ ର ପାଳନ କରିବା ଉଚିତ ।

ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଉଚିତ ହୋଇ ନଥାଏ । ଖାଇବା ଅଧ ଘଣ୍ଟା ପୂର୍ବରୁ ଓ ଖାଇବା ଅଧ ଘଣ୍ଟା ପରେ ଜଳ ପିଇବା ଉଚିତ । ବର୍ତ୍ତମାନ ର ସମୟ ରେ ଆମ ମାନଙ୍କର ଜୀବନ ଶୈଳୀ ଯାହା କିଛି ହୋଇଛି ତାହା ହିଁ ଅନେକ ରୋଗ ବ୍ୟାଧିର ପ୍ରମୁଖ କାରଣ । ସେଥିପାଇଁ ୟୁରିକ ଏସିଡ ରୁ ବଞ୍ଚିବା ପାଇଁ ନିଜର ଜୀବନ ଶୈଳୀ କୁ ମଧ୍ୟ ବଦଳିବାକୁ ପଡିବ ।

ତାହାସହ ନିଜର ଡାଏଟ କୁ ମଧ୍ୟ ବଦଳିବାକୁ ହେବ । ଡାଏଟ ରେ ଥିବା ପନିର, ରେଡମିଟ, ରାଜମା ଓ ଚାଉଳ କୁ ମଧ୍ୟ ସଂପୂର୍ଣ୍ଣ ରୂପରେ କାଢିବାକୁ ହେବ । ଏହା ସହ ଖାଲି ପେଟ ରେ ରହିବା ମଧ୍ୟ ହାଇ ୟୁରିକ ଏସିଡ ର କାରଣ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *