ତୁଳସୀ ଗଛ ପାଖରେ ଲଗେଇ ଦିଅନ୍ତୁ ଏହି ଚମତ୍କାରୀ ଗଛ, ଚୁମ୍ବକ ପରି ଟାଣି ଆଣିବ ଧନ- Vastu Tips

ବନ୍ଧୁଗଣ ହିନ୍ଦୁଧର୍ମରେ ତୁଳସୀ ଗଛକୁ ଏକ ଧାର୍ମିକ ଗଛର ମାନ୍ୟତା ଦିଆଯାଇଛି । ତୁଳସୀ ଗଛ ଏକ ଚମତ୍କାରୀ ଗଛ ଅଟେ ଯାହାକୁ ଲୋକମାନେ ନିଜ ଘର ମଧ୍ୟରେ ରଖି ପୂଜା କରିଥାନ୍ତି ।

ତୁଳସୀ ଗଛର ପୂଜା ଅର୍ଚନା କରିଲେ ମଣିଷ ଜୀବନରେ ସୁଖ ସମୃଦ୍ଧିରେ ଆଗମନ ହୋଇଥାଏ । ତୁଳସୀ ଗଛର ପୂଜା କରିଲେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ବିଶେଷ ଆଶୀର୍ବାଦ ମଧ୍ୟ ମିଳିଥାଏ ।

ସାଧାରଣତଃ ପ୍ରତ୍ୟକ ଲୋକ ସକାଳ ସମୟରେ ତୁଳସୀ ଗଛକୁ ଜଳ ଦେଇଥାନ୍ତି ଓ ସନ୍ଧ୍ୟା ସମସ୍ୟାରେ ଏହି ଗଛ ସମ୍ମୁଖରେ ଦୀପ ଜଳାଇଥାନ୍ତି । ଯଦି ବନ୍ଧୁଗଣ ଆପଣଙ୍କ ଜୀବନରେ ଅନେକ ସମସ୍ଯା ଲାଗିରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ତୁଳସୀ ଗଛ ସହ ଜଡିତ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ଜୀବନରେ ହେଉଥିବା ସମସ୍ତ ସମସ୍ଯାକୁ ଦୂର କରିପାରିବେ ଓ ନିଜ ଜୀବନରେ ସୁଖ ସମୃଦ୍ଧି ଦେଖିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଉପାୟ ବିଷୟରେ ।

୧. ଯେତେବେଳେ ବନ୍ଧୁଗଣ ଆପଣ ତୁଳସୀ ଗଛ ମୂଳରେ ଦୀପ ଜଳାଉଛନ୍ତି ତା ହେଲେ ଦୀପକୁ କେବେହେଲେ ଖାଲି ସ୍ଥାନରେ ରଖନ୍ତୁ ନାହିଁ । ସବୁବେଳେ ଦୀପ ଜାଣିଲା ସମୟରେ ଦୀପ ତଳେ କିଛି ମାତ୍ରାରେ ଚାଉଳ ରଖି ତା ଉପରେ ଦୀପ ରଖନ୍ତୁ । ଯଦି ଆପଣ ଖାଲି ସ୍ଥାନରେ ଦୀପ ରଖିବେ ତା ହେଲେ ଆପଣଙ୍କୁ ଦରିଦ୍ରତାର ଶିକାର ହେବାକୁ ପଡିପାରେ । ତେଣୁ ସବୁବେଳେ କିଛି ଚାଉଳ ରଖି ତା ଉପରେ ଦୀପ ରଖନ୍ତୁ ଏହା ବହୁତ ଶୁଭ ହୋଇଥାଏ ।

୨. ଯଦି ବନ୍ଧୁଗଣ ଆପଣଙ୍କ ପରିବାରରେ ସର୍ବଦା କଳହ ବା ବିଶୃଙ୍ଖଳା ଆଦି ଲାଗିରହୁଛି ତା ହେଲେ ଆପଣ ପ୍ରତ୍ୟକ ଦିନ ତୁଳସୀ ଗଛର ପୂଜା କରିବା ପରେ ଏକ କଳସରେ କିଛି ତୁଳସୀ ପତ୍ର ନିଅନ୍ତୁ ଓ ଅଳ୍ପ ପାଣି ନିଅନ୍ତୁ । ଏହାପରେ ଆପଣ ନିଜ ଘରର ସମସ୍ତ କୋଣରେ ଏହି ତୁଳସୀ ପାଣିକୁ ଛିଞ୍ଚି ଦିଅନ୍ତୁ । ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ହେଉଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ।

୩. ଯଦି ବନ୍ଧୁଗଣ ଆପଣ ନିଜର ଆର୍ଥିକ ସ୍ଥିତିକୁ ମଝବୁତ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ନିଜ ତୁଳସୀ ଗଛ ମୂଳରେ ଦେଖନ୍ତୁ ଅନ୍ୟ କିଛି ଗଛ ବା ଗୁଳ୍ମ ଜାତୀୟ ଗଛ ନିଶ୍ଚୟ ଉଠିଥିବ । ଏଗୁଡିକ ତୁଲସୀ ପାଖରେ ରହିବା ଘର ପାଇଁ ବହୁତ ଶୁଭ ହୋଇଥାଏ । ଗୁରୁବାର ଦିନ ଆପଣ ସ୍ନାନ କରିବା ପରେ ପ୍ରଥମେ ତୁଳସୀ ଗଛକୁ ପୂଜା କରନ୍ତୁ ଓ ଏହାପରେ ତୁଳସୀ ଗଛ ପାଖରେ ଥିବା ସେହି ଗଛର ଚେରକୁ ଘରକୁ ନେଇ ଆସନ୍ତୁ । ଏହାପରେ ଆପଣ ସେହି ଚେରକୁ ଗଙ୍ଗାଜଳରେ ସ୍ଵଚ କରାଇ ପୂଜା କରନ୍ତୁ ଓ ନିଜ ଘରର ତିଜୋରି ମଧ୍ୟରେ ରଖିଦିଅନ୍ତୁ । ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ନିଶ୍ଚୟ ମଝବୁତ ହୋଇଯିବ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *