ଏହି 3 ଟି ନାମର ପୁରୁଷଙ୍କ ପ୍ରତି ଆଧିକ ଆକର୍ଷିତ ହୋଇଥାନ୍ତି ମହିଳା- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପୁଅ ମାନେ ସର୍ବଦା ଝିଅ ମାନଙ୍କୁ ଜାଣିବାକୁ ଚାହିଁଥାନ୍ତି ଏବଂ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରିଥାନ୍ତି । ଏହା ସହିତ ପୁଅ ମାନେ ଝିଅ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରାଇବା ନିମନ୍ତେ ଅନେକ ପ୍ରକାର ପ୍ରୟାସ କରନ୍ତି ।

କିନ୍ତୁ କିଛି ଝିଅ ଏଭଳି ଅଛନ୍ତି ଯେଉଁମାନେ ବହୁତ ଶୀଘ୍ର କୌଣସି ବି ପୁଅ ପ୍ରତି ଆକର୍ଷିତ ହୋଇ ନଥାନ୍ତି । ସେମାନଙ୍କୁ ଯେତେବି ଭଲ ପାଇବା ଦେଲେ ମଧ୍ୟ ଯେ ପର୍ଯ୍ୟନ୍ତ ସେମାନେ ଆକର୍ଷିତ ହୋଇ ନଥାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ସତ ଭଲ ପାଇବା ହାସଲ ହୋଇନଥାଏ ।

ଏମିତି ରେ ବି କହିବାକୁ ଗଲେ ଝିଅ ମାନଙ୍କୁ ବୁଝିବା କାଠିକର ପାଠ ଅଟେ । ସେମାନଙ୍କ ମନରେ କଣ ଥାଏ ଏବଂ ସେମାନେ କଣ କରିବାକୁ ଚାହାନ୍ତି, ତାହା କେବଳ ସେମାନେ ହିଁ ଜାଣିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବେ ଯେ, ଯଦିଓ ଝିଅ ମାନେ ତାଙ୍କୁ ସବୁଠାରୁ ଅଧିକ ଭଲ ପାଉଥିବା ଏବଂ ବୁଝୁଥିବା ପୁଅ ଚାହିଁଥାନ୍ତି, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ର ନାମର କିଛି ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ୩ଟି ନାମର ପୁଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନଙ୍କ ପ୍ରତି ଝିଅ ମାନେ ବହୁତ ଶୀଘ୍ର ଆକର୍ଷିତ ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘S’ । ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ପୁଅ ମାନଙ୍କ ପ୍ରତି ଝିଅ ମାନେ ବହୁତ ଶୀଘ୍ର ଆକର୍ଷିତ ହୋଇଥାନ୍ତି । କାରଣ ଏହି ନାମର ପୁଅ ଦେଖିବାକୁ ବହୁତ ସୁନ୍ଦର ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏହା ସହିତ ଏହି ନାମ ର ପୁଅ ମାନେ ଝିଅ ମାନଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି । ଏମାନଙ୍କ ଏହି ଗୁଣ ଯୋଗୁଁ ଝିଅ ମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ସଂକ୍ଷେପରେ କହିବାକୁ ଗଲେ ଏହି ନାମର ପୁଅ ମାନେ ଝିଅ ମାନଙ୍କୁ ଅତି ସହଜରେ ନିଜ ପ୍ରତି ଆକର୍ଷିତ କରିଥାନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘M’ । ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପ୍ରେମ ମାମଲାରେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ନାମର ପୁଅ ମାନଙ୍କ ପ୍ରତି ଝିଅ ମାନେ ଖୁବ ଶୀଘ୍ର ଆକର୍ଷିତ ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏହି କାରଣରୁ ହିଁ ଝିଅ ମାନେ ଏମାନଙ୍କୁ ଦେଖି ଆକର୍ଷିତ ହୋଇଥାନ୍ତି । ସଂକ୍ଷେପରେ କହିବାକୁ ଗଲେ ଏହି ନାମର ପୁଅ ଝିଅ ମାନଙ୍କର ପ୍ରଥମ ପସନ୍ଦ ହୋଇଥାନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘R’ । ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ପୁଅ ମାନେ ମଧ୍ୟ ଝିଅ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରିବା ନିମନ୍ତେ ସଫଳ ହୋଇଥାନ୍ତି । ଏମାନେ ଝିଅ ମାନଙ୍କ ସହିତ ବହୁତ ଭଲ ବ୍ୟବହାର କରିଥାନ୍ତି ଏବଂ ସେମାନଙ୍କ ଯତ୍ନ ମଧ୍ୟ ରଖିଥାନ୍ତି । ଏମାନେ ବହୁତ ରୋମାଣ୍ଟିକ ସ୍ୱଭାବ ର ମଧ୍ୟ ହୋଇଥାନ୍ତି । ସଂକ୍ଷେପରେ କହିବାକୁ ଗଲେ ଏହି ନାମର ପୁଅ ମାନଙ୍କ ବ୍ୟବହାର କୁ ଦେଖି ହିଁ ଝିଅ ମାନେ ଏମାନଙ୍କ ପ୍ରତି ଖୁବ ଶୀଘ୍ର ଆକର୍ଷିତ ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *