ମୃତ୍ୟୁ ପୂର୍ବରୁ ମଣିଷକୁ ମିଳିଥାଏ ଏହି ସବୁ ସଙ୍କେତ ! ଭୟଙ୍କର କଥା

ନମସ୍କାର ବନ୍ଧୁଗଣ ଜୀବନରେ ଯଦି କିଛି ନିଶ୍ଚିତ ଅଛି କିମ୍ବା କିଛି ସତ୍ୟ ଥାଏ ତେବେ ତାହା ହେଉଛି ମୃ-ତ୍ୟୁ । ଅର୍ଥାତ ଯିଏ ବି ଜନ୍ମ ନେଇଛି ସେ ଦିନେ ନା ଦିନେ ନିଶ୍ଚୟ ମ-ରି-ବ । କିନ୍ତୁ ମନୁଷ୍ୟ ଏହି ସତ୍ୟ କୁ ଜୀଵନ ଯାକ କେବେବି ସ୍ୱୀକାର କରି ନ ଥାଏ ।

ମୃ-ତ୍ୟୁ କୌଣସି ନା କୌଣସି ଦିନ ଅକସ୍ମାତ ଆସିବ ଭାବିବା ଭୁଲ । କାରଣ ହିନ୍ଦୁ ପୁରାଣରେ ଏହା ବର୍ଣ୍ଣିତ ଅଛି କି ମନୁଷ୍ୟ ମୃ-ତ୍ୟୁ ପୂର୍ବରୁ ତା ପାଖକୁ କିଛି ନା କିଛି ସଙ୍କେତ ମିଳି ଥାଏ । କିନ୍ତୁ ନିଜ ଅଜ୍ଞାନତା କାରଣରୁ ଏହାକୁ ବୁଝି ପାରି ନଥାଏ ।

ଆଜି ଆମେ ଶିବ ପୁରାଣରେ ମୃ-ତ୍ୟୁ ପୂର୍ବରୁ ଦେଖା ଯାଉଥିବା ଲକ୍ଷଣ ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ଲକ୍ଷଣ ଗୁଡିକ କଣ କଣ ଏବଂ କିପରି ସେହି ଲକ୍ଷଣ ଗୁଡିକୁ ଆମେ ଜାଣି ପାରିବା । ଶିବ ପୁରାଣ ରେ ଭଗବାନ ଶିବ ମାତା ପାର୍ବତୀ ଙ୍କୁ ମୃ-ତ୍ୟୁ ସମ୍ବନ୍ଧରେ କିଛି ସଙ୍କେତ କହିଛନ୍ତି । ସେହି ସଙ୍କେତ କୁ ବୁଝି କରି ଜାଣି ହେବ ଯେ କେଉଁ ବ୍ୟକ୍ତି ର ମୃ-ତ୍ୟୁ କେତେ ସମୟରେ ହୋଇଥାଏ ।

ଶିବ ପୁରାଣ ଅନୁସାରେ ମାତା ପାର୍ବତୀ ଙ୍କ ପ୍ରଶ୍ନ ର ଉତ୍ତର ଦେଇ ଭଗବାନ ଶିବ କହିଥିଲେ କି – ଅଚାନକ କୌଣସି ମଣିଷ ର ଶରୀର ଧଳା କିମ୍ବା ହଳଦିଆ ପଡ଼ିଯାଏ । ଉପରୁ କିଛି ଲାଲ ଦେଖାଯାଏ ତେବେ ମନୁଷ୍ୟ କୁ ଏହା ବୁଝି ଯିବାକୁ ପଡ଼ିବ କି ସେହି ମନୁଷ୍ୟ ର ମୃ-ତ୍ୟୁ ଛଅ ମାସ ଭିତରେ ହୋଇଯିବ । ଏହା ଛଡା ଯେଉଁ ମନୁଷ୍ୟ କୁ ଗ୍ରହର ଦର୍ଶନ ହୋଇ କରି ବି ସେମାନଙ୍କ ର ଜ୍ଞାନ ନଥାଏ ଏବଂ ମନରେ ଅଧିକ ଚିନ୍ତା ଆସିବାକୁ ଲାଗେ । ତେବେ ସେହି ମନୁଷ୍ୟ ର ମୃ-ତ୍ୟୁ ମଧ୍ୟ ଛଅ ମାସ ମଧ୍ୟରେ ହୋଇଯିବ ।

ଯେଉଁ ବ୍ୟକ୍ତି କୁ ଅଚାନକ ନୀଳ ମାଛି ଆସି ଘେରି ଯାଆନ୍ତି । ସେହି ବ୍ୟକ୍ତି ର ମୃ-ତ୍ୟୁ ଏକ ମାସ ମଧ୍ୟରେ ହୋଇଥାଏ । ଶିବ ପୁରାଣ ରେ ଭଗବାନ ଶିବ କହିଛନ୍ତି କି ଯେଉଁ ମଣିଷ ମୁଣ୍ଡ ଉପରେ ଶାଗୁଣା, କାଉ, ଏବଂ ପାରା ଆସିକରି ବସିଥାଏ ତେବେ ସେହି ମନୁଷ୍ୟ ମଧ୍ୟ ଏକ ମାସ ମଧ୍ୟରେ ମ-ରି ଯାଇଥାଏ । ଏହା ଛଡା ଯେଉଁ ମଣିଷ ର ମୁହଁ,କାନ, ନାକ,ଆଖି ଏବଂ ଜିଭ ଠିକ ଭାବେ କାମ ନ କରେ ତେବେ ସେହି ମନୁଷ୍ୟ ର ମୃ-ତ୍ୟୁ ଛଅ ମାସ ମଧ୍ୟରେ ହୋଇଥାଏ ।

ଯେଉଁ ମଣିଷ କୁ ଚନ୍ଦ୍ରମା କିମ୍ବା ସୂର୍ଯ୍ୟ ର ଆଖ ପାଖରେ ଚମକୁଥିବା ବଳୟ କଳା କିମ୍ବା ଲାଲ ଦେଖା ଯାଏ ତେବେ ସେହି ମନୁଷ୍ୟ ର ମୃ-ତ୍ୟୁ ପନ୍ଦର ଦିନ ମଧ୍ୟ ରେ ହୋଇ ଯାଇଥାଏ ।
ଏହା ଛଡା ଯେଉଁ ମନୁଷ୍ୟ ର କଣ୍ଠ ଶୁଖି ଯାଇଥାଏ ତେବେ ସେହି ମନୁଷ୍ୟ ର ମୃ-ତ୍ୟୁ ଛଅ ମାସ ମଧ୍ୟରେ ହୋଇ ଯାଇଥାଏ । ଯେବେ କୌଣସି ବ୍ୟକ୍ତି କୁ ତେଲ, ପାଣି, ଆଇନା ରେ ନିଜ ଚେହେରା ନ ଦେଖା ଯାଏ ତେବେ ସେହି ମନୁଷ୍ୟର ମୃ-ତ୍ୟୁ ଛଅ ମାସ ମଧ୍ୟରେ ହୋଇ ଯିବ ।

ଏହି ସବୁ କଥା ପରେ ଭଗବାନ ଶିବ ଏହା ମଧ୍ୟ କହିଛନ୍ତି କି ଯେବେ କୌଣସି ମନୁଷ୍ୟ ମୃ-ତ୍ୟୁ ର ନିକଟତର ହୋଇଯାଇ ଥାଏ ତେବେ ସେ ନିଜର ଲୋକ ମାନଂକୁ ବାରମ୍ବାର ଦେଖିବାର ଜିଜ୍ଞାସା ରଖେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *