Jyotish Shastra- ଏହି 3 ଟି ନାମର ଝିଅଙ୍କର ସବୁବେଳେ ନାକ ଅଗରେ ରହିଥାଏ ରାଗ, ଏମାନଙ୍କ ଠାରୁ ରୁହନ୍ତୁ ସାବଧାନ

ସାଧାରଣତଃ ସବୁ ମଣିଷଙ୍କର ସ୍ଵଭାବ ଓ ଚିନ୍ତାଧାରା ଭିନ୍ନ ଭିନ୍ନ ହୋଇଥାଏ । ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ଓ ନାମ ବ୍ୟକ୍ତିର ଜୀବନ ବା ସ୍ଵଭାବ ଉପରେ ବହୁତ ପ୍ରଭାବ ପକାଇଥାଏ ।

ଶାସ୍ତ୍ର ଅନୁସାରେ ବ୍ୟକ୍ତି ନାମର ପ୍ରଥମ ଅକ୍ଷରର ବହୁତ ମହତ୍ଵ ରହିଥାଏ । ଏହି ପ୍ରଥମ ଅକ୍ଷରରୁ ବ୍ୟକ୍ତି ଜୀବନରେ ଆସୁଥିବା ଦୁଃଖ ଓ ସୁଖ ଯୋଡି ହୋଇ ରହିଥାଏ । ଏହା ସହିତ ବ୍ୟକ୍ତିର କ୍ରୋଧ ବିଷୟରେ ମଧ୍ୟ ଏହି ନାମର ପ୍ରଥମ ଅକ୍ଷରରୁ ଜାଣି ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୩ ଟି ନାମର ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ କ୍ରୋଧ ବହୁତ ଅଧିକ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ B ଅକ୍ଷରରୁ ହୋଇଥାଏ ସେମାନେ ନିର୍ମଳ ମନର ହୋଇଥାନ୍ତି । ସେମାନେ ନିଜ ମନ ମଧ୍ୟରେ କୌଣସି କଥା ଲୁଚାଇ ନଥାନ୍ତି । ହେଲେ ଏହି ଝିଅ ମାନଙ୍କ ସାମ୍ନାରେ ଯଦି କୌଣସି ଭୁଲ କାର୍ଯ୍ୟ ହୋଇଥାଏ, ତେବେ ଏହି ଝିଅ ମାନେ ବହୁତ କ୍ରୋଧ କରିଥାନ୍ତି ଓ ଭୁଲ କରିଥିବା ବ୍ୟକ୍ତିକୁ ପରିଣାମ ସହିବାକୁ ପଡିଥାଏ ।

୨- ବନ୍ଧୁଗଣ ତୃତୀୟ ଅକ୍ଷର ଟି ହେଉଛି, ‘R’ । ଏହି ନାମ ଥିବା ଝିଅ ମାନେ ଦେଖିବାକୁ ଖୁବ ସୁନ୍ଦର ଥାଆନ୍ତି । ଏମାନଙ୍କ ବୁଦ୍ଧି ମଧ୍ୟ ବହୁତ ଅଧିକ ତେଜ ଥାଏ । ଏମାନେ କାହାକୁ ବି ନିଜ ପ୍ରତି ବହୁତ ଶୀଘ୍ର ଆକର୍ଷିତ କରି ପାରି ଥାଆନ୍ତି । ଏମାନ ଙ୍କ ବଡ଼ ଦୁର୍ବଳତା ହେଉଛି ଏମାନଙ୍କ ରାଗ । ଏମାନେ ରାଗ ଏବଂ ପ୍ରେମ ବହୁତ ଭଲ ଭାବରେ କରିଥାନ୍ତି ।

୩. P ନାମ ର ଝିଅ- ବନ୍ଧୁଗଣ ଏହି ନାମ ର ଝିଅ ମାନଙ୍କୁ ମଧ୍ୟ ଖୁବ କମ ସମୟ ମଧ୍ୟରେ କ୍ରୋଧ ଆସି ଯାଇଥାଏ।ଏମାନେ ଥରେ ରାଗି ଗଲେ ଏମାନଙ୍କୁ ଶାନ୍ତ କରିବା ବହୁତ ମୁସ୍କିଲ ହୋଇ ପଡିଥାଏ।କିନ୍ତୁ ଏମାନଙ୍କ ର ମସ୍ତିଷ୍କ ବହୁତ ବେଗ ରେ ଚାଲିଥାଏ।ଏହି ଝିଅ ମାନେ ସାଧାରଣତଃ ବହୁତ ଭଲ ହୋଇଥାନ୍ତି କିନ୍ତୁ ଥରେ ରାଗିଲେ ଆଉ କାହାର କଥା ଶୁଣି ନ ଥାନ୍ତି।

ଏମାନେ ଯେତେବେଳେ ଏକେଲା ରହିଥାନ୍ତି ସେତେବେଳେ ବହୁତ ରାଗି ଯାଇଥାନ୍ତି ତେଣୁ ଏହି ନାମ ର ଝିଅ ଙ୍କୁ କେବେ ମଧ୍ୟ ଏକୁଟିଆ ଛାଡ଼ନ୍ତୁ ନାହିଁ।ଏହି ଝିଅ ମାନଙ୍କ ଠାରୁ ସର୍ବଦା ଦୁରେଇ କରି ରୁହନ୍ତୁ। ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *