Health Tips- କଣ ଏହି 3 ଟି ଜିନିଷ ଖାଇବା ଦ୍ଵାରା Blood Pressure ଭଲ ହୋଇଯାଏ ?

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସମୟରେ ଦେଖା ଯାଉଥିବା ରୋଗ ସମସ୍ଯା ମାନଙ୍କ ମଧ୍ୟରୁ ବ୍ଲଡ ପ୍ରେସର ଜନିତ ସମସ୍ଯା ହେଉଛି ଅନ୍ଯତମ । ବ୍ଲଡ ପ୍ରେସରର ମାତ୍ରା ଶରୀର ରେ ଅଧିକ ହେଲେ ଶରୀର କୁ ଭିନ୍ନ ଭିନ୍ନ ରୋଗ ର ସମ୍ମୁଖୀନ ହେବାକୁ ପଡିଥାଏ । ଏପରିକି ହାର୍ଟ ଆଟାକ ଜନିତ ସମସ୍ଯା ମଧ୍ୟ ଦେଖିବାକୁ ପଡିଥାଏ । ତେଣୁ ପ୍ରତ୍ଯେକ ଲୋକ ନିଜର ବ୍ଲଡ ପ୍ରେସର କୁ ନିୟତ୍ରଣ କରି ରଖିବା ପାଇଁ ପ୍ରତ୍ଯେକ ଦିନ ଔଷଧ ର ସେବନ କରିଥାନ୍ତି ।

କିନ୍ତୁ କେବଳ ଔଷଧ ହିଁ ନୁହେଁ ଅପିତୁ ନିଜର ଖାଦ୍ୟ ତଥା ଡାଏଟ କୁ ଠିକ ରଖିଲେ ମଧ୍ୟ ବ୍ଲଡ ପ୍ରେସର ନିୟନ୍ତ୍ରିତ ହୋଇ ରହିଥାଏ । ଏପରି ରେ ଲୋକ ମାନଙ୍କ ମନରେ ପ୍ରଶ୍ନ ଆସିଥାଏ କି କଣ ସତରେ ରସୁଣ, ବିଟ ଓ ତରଭୁଜ ଖାଇବା ଦ୍ଵାରା ବ୍ଲଡ ପ୍ରେସର ନିୟନ୍ତ୍ରିତ ହୋଇ ରହିଥାଏ ?

ବନ୍ଧୁଗଣ ଏହି କଥା ରେ କଣ ସତ୍ୟତା ରହିଛଇ ଏହାକୁ ଯାଞ୍ଚ କରିବା ପାଇଁ ବୈଜ୍ଞାନିକ ମାନେ ଏହ ଉପରେ ପରୀକ୍ଷା କରିଥିଲେ । ଏହାର ଫଳ ସ୍ୱରୂପ ମିଳିଲା କି ନିୟମିତ ରୂପରେ ରସୁଣ ଓ ବିଟ ରସ ର ସେବନ କରିବା ଦ୍ଵାରା ଶରୀର ରେ ବ୍ଲଡ ପ୍ରେସର ନିୟନ୍ତ୍ରିତ ହୋଇ ରହିଥାଏ । କିନ୍ତୁ ଏହା କେବଳ ଏହି ଦୁଇଟି ଜିନିଷ କହିବ ଦ୍ଵାରା ହୋଇ ନଥାଏ ।

ଏଥିରେ ଯେଉଁ ମିନେରଲ୍ସ ଗୁଡିକ ମିଳିଥାଏ, ତାହା ବନ୍ଧାକୋବି, ପାଳଙ୍ଗ ଶାଗ ଓ ପଣି କଖାରୁ ରେ ମଧ୍ୟ ମିଳିଥାଏ । ରସୁଣ ରେ ଥିବା ଏଲେନ୍ସି ପିଆଜ ଆଦି ଅନ୍ୟ ପଦାର୍ଥ ରେ ମଧ୍ୟ ପ୍ରଚୁର ପରିମାଣ ରେ ଦେଖିବାକୁ ମିଲଥାଏ । ତାହା ଛଡା ହୋଇଥିବା ସେହି ଯାଞ୍ଚରୁ ଏହା ମଧ୍ୟ ସ୍ପଷ୍ଟ ହୋଇ ଯାଇଥିଲା କି କେଉଁ କେଉଁ ପରିବା ମାନଙ୍କର ସେବନ କରିବା ଦ୍ଵାରା ଶରୀର ରେ ବ୍ଲଡ ପ୍ରେସର ନିୟନ୍ତ୍ରିତ ହୋଇ ରହିଥାଏ ।

କିନ୍ତୁ ତାହର ପ୍ରଭାବ ତାକୁ ଠିକ ଭାବରେ ସେବନ କରିବା ଦ୍ଵାରା ହିଁ ଦେଖିବାକୁ ମିଳିଥାଏ । ଯେପରି କି ପିଆଜ ଓ ସ୍ଯାଲାଡ ଓ ଶାଗ ଆଦି କୁ ଯଦି କଞ୍ଚା ଖିଆ ଯାଏ ତେବେ ଏହାର ଖୁବ ଭଲ ପରିଣାମ ଶରୀରରେ ଦେଖିବାକୁ ମିଳେ । ପରିବାକୁ ଅଧିକ ସମୟ ପାଣିରେ ପକାଇ ରଖିବା ଦ୍ଵାରା ସେଥିରେ ଥିବା ନାଇଟ୍ରେଟ ର ମାତ୍ରା କମି ଯାଇଥାଏ ।

ଏହା ସହ ପାରିବ ଅଗୁଡିକୁ ଅଧିକ ସମୟ ଧରି ଫୁଟାଇବା ଦ୍ଵାରା ମଧ୍ୟ ଏହାର ନାୟତରେତ ର ମାତ୍ରା କମି ଯାଇଥାଏ । ତେଣୁ ଏହାକୁ ଅଳ୍ପ କିଛି ସମୟ ପାଇଁ ହିଁ ରାନ୍ଧି କାଢି ଦେବା ଉଚିତ । ଏହା ଦ୍ଵାରା ଏହାର ସେବନ ର ଖୁବ ଭଲ ପରିଣାମ ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *