Health Tips- ଏହି ୩ ଟି ଜିନିଷ କରି ନିଅନ୍ତୁ, ଥାଇରଏଡ଼ ମୂଳରୁ ଶେଷ ହୋଇଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଥାଇରଏଡ୍ ଏକ ଏପରି ସମସ୍ଯା ଯାହା ପ୍ରାୟତଃ ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳିଥାଏ । ଥାଇରଏଡ୍ ରେ ପୀଡିତ ଥିବା ବ୍ୟକ୍ତି ହୁଏତ ଅତ୍ୟଧିକ ପତଳା ହୋଇଯାଇଥାଏ କିମ୍ବା ମୋଟା ହୋଇଯାଇଥାଏ । ତେଣୁ ଏହି କଷ୍ଟଦାୟକ ବେମାରୀରୁ ମୁକୁଳିବା ପାଇଁ ଅନେକ ଲୋକ ଅନେକ ଟଙ୍କାର ଖର୍ଚ କରି ମେଡ଼ିସିନ ମଧ୍ୟ ସେବନ କରିଥାନ୍ତି ।

ଆଜି ଆପଣ ଥାଇରଏଡ୍ ପାଇଁ ଏପରି ଏକ ଉପାୟ ପ୍ରସ୍ତୁତ କରିବା ଶିଖିବେ । ଯାହା ଆପଣଙ୍କ ଥାଇରଏଡ୍ ଉପରେ ନିହାତି ଭାବେ ପ୍ରଭାବଶାଳୀ ବୋଲି କୁହାଯାଇଛି । ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ଦେଢ ଗ୍ଲାସ ପାଣି ଢାଳନ୍ତୁ । ତାପରେ ସେହି ପାଣିରେ ୨ ଚାମଚ ଧନିଆ ପାଉଡରକୁ ମିଶାନ୍ତୁ ।

ଧନିଆ ପାଉଡର ପରିବର୍ତ୍ତେ ଆପଣ ଗୋଟା ଧନିଆର ପ୍ରୟୋଗ ମଧ୍ୟ କରିପାରିବେ । ତାପରେ ସେହି ପାଣିରେ ଖଣ୍ଡେ ଯଷ୍ଟିମଧୁର ପ୍ରୟୋଗ କରନ୍ତୁ । ଯଷ୍ଟିମଧୁକୁ ଛେଚି ଦରଛେଚା କରି ସେଥିରେ ପକାନ୍ତୁ । ଯଷ୍ଟିମଧୁ ଥାଇରଏଡ୍ ଗ୍ରନ୍ଥିକୁ ନିଉଟ୍ରୋଲାଇଜ କରି ଥାଇରଏଡ୍ କୁ କମାଇବାରେ ଅନେକ ସାହାଜ୍ଯ କରିଥାଏ ।

ତାପରେ ସେହି ପାଣିକୁ କିଛି ସମୟ ପର୍ଯ୍ୟନ୍ତ ଫୁଟାଇବା ପାଇଁ ଛାଡି ଦିଅନ୍ତୁ । ଯେପରି ସେହି ପାଣି ଫୁଟି ଫୁଟି ଅଧା ହୋଇଯିବ । ପାଣି ଫୁଟିସାରିଲା ପରେ ସେହି ପାଣିକୁ କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ତାପରେ ସେହି ପାଣିକୁ ଅନ୍ୟ ଏକ ପାତ୍ରକୁ ଛଣା ସାହାଜ୍ଯରେ ଛାଣି ନେଇଯାନ୍ତୁ । ଥାଇରଏଡ୍ ପାଇଁ ଉପଚାର ପ୍ରସ୍ତୁତ ହୋଇଯାଇଛି ।

ଏବେ ଆପଣ ଏହାକୁ କିପରି ସେବନ କରିବେ ତାହାର ପ୍ରଣାଳୀକୁ ଜାଣି ରଖନ୍ତୁ । ଯେଉଁ ବ୍ୟକ୍ତି ଥାଇରଏଡ୍ ରେ ପୀଡିତ ହୋଇ ଥାଇରଏଡ୍ କୁ ଭଲ କରିବା ପାଇଁ ମେଡ଼ିସିନର ବ୍ୟବହାର କରୁଛନ୍ତି । ସେହି ବ୍ୟକ୍ତି ମାନଙ୍କୁ ଥାଇରଏଡ୍ ମେଡ଼ିସିନ ଖାଇବାର ଅଧ ଘଣ୍ଟା ପରେ ଏହି ପ୍ରସ୍ତୁତ କରିଥିବା କାଢାର ସେବନ କରନ୍ତୁ । ଏହି କାଢାର ସେବନ କରିସାରିବା ପରେ ସଙ୍ଗେ ସଙ୍ଗେ କିଛି ସେବନ ନକରି ଘଣ୍ଟାଏ ବା ଅଧ ଘଣ୍ଟା ପରେ କୌଣସି ଖାଦ୍ୟ ସେବନ କରନ୍ତୁ । ଏହି କାଢାକୁ ଲଗାତର ୩୦ ଦିନ ପର୍ଯ୍ୟନ୍ତ ସେବନ କରିବାଉ ପଡିବ ।

୩୦ ଦିନ ସେବନ କରିସାରିବା ପରେ ଆପଣ ନିଜର ଥାଇରଏଡ୍ ଟେଷ୍ଟ କରି ଜାଣିବାକୁ ପାଇବେ । ଏହି କାଢାଟି ଆପଣଙ୍କ ଥାଇରଏଡ୍ ଗ୍ରନ୍ଥି ଉପରେ କେତେ ମାତ୍ରାରେ ଅସର ପକାଇ ତାହାକୁ ଭଲ କରି ଦେଇଛି । ଏହା ସହିତ ଆପଣ ଏକ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ଲୁଣ ପକାଇ ମଧ୍ୟ ଗାର୍ଗ୍ଲିଙ୍ଗ କରନ୍ତୁ ।

ଏହା ସହିତ ପାପୁଲିର ବୁଢା ଆଙ୍ଗୁଠି ଥିବା ତଳ ମାଂସଳ ଜାଗାକୁ ପ୍ରତିଦିନ ଆଙ୍ଗୁଠି ସାହାଜ୍ଯରେ ଦବାନ୍ତୁ । ନିହାତି ଥାଇରଏଡ୍ କୁ ନିୟନ୍ତ୍ରଣ କରିଦେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *