Health Tips- ଥାଇରଏଡ ରୋଗୀଙ୍କ ପାଇଁ ବିଷ ସମାନ ହୋଇଥାଏ ଏହି ସବୁ ଖାଦ୍ଯ, ଭୁଲରେ ବି ଖାଆନ୍ତୁ ନାହିଁ ନହେଲେ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ, ଥାଇରଏଡ ବେମାରି ଥିବା ବ୍ୟକ୍ତି ଯଦି ଏହି ଜିନିଷ ର ସେବନ କରିଥାନ୍ତି ତେବେ ତାହା ବହୁତ କ୍ଷତି ପହଞ୍ଚାଇଥାଏ । ତାହା ଏଭଳି ଜିନିଷ ଯେ ଥାଇରଏଡ ର ବିମାରୀ କୁ ବଢାଇ ଦେଇଥାଏ । ମେଡ଼ିସିନ ର ଅସର ମଧ୍ୟ ତାହା ହେବାକୁ ଦେଇ ନଥାଏ । ଏହି ଶିମଟନ ପୁରୁଷ ଅପେକ୍ଷା ମହିଳା ମାନଙ୍କ ଠାରେ ବହୁଳ ଭାବରେ ଦେଖାଯାଇଥାଏ ।

ଏହି କାରଣରୁ କେବେ କେବେ ମୋଟାପଣ ଅଧିକ ବଢିଥାଏ ତ ଆଉ କେତେବେଳେ ଦୁର୍ବଳ ହୋଇଯାଇଥାନ୍ତି । ଅଯଥାରେ ବିନା କୌଣସି କାରଣ ରୁ ଅଥବା ବିନା କୌଣସି ସମସ୍ୟା ରେ ଆପଣ ଚିନ୍ତିତ ରହିଥାନ୍ତି । ଆସନ୍ତୁ ଜାଣିବା କେଉଁ ଜିନିଷ ର ସେବନ କରିବା କଥା ନୁହେଁ ।

୧- କଫି;- ଏହା ଥାଇରଏଡ ଅତ୍ୟଧିକ ମାତ୍ରାରେ ବଢାଇ ଦେଇଥାଏ । ଯଦି ଆପଣ କଫି ସେବନ କରୁଛନ୍ତି ତେବ ଯେଉଁ ମାନଙ୍କୁ ଥାଇରଏଡ ର ସମସ୍ୟା ରହିଅଛି ସେମାନେ ସେବନ କରନ୍ତୁ ନାହିଁ । ଏହା ଆପଣ ମାନଙ୍କ ନିମନ୍ତେ କ୍ଷତିକାରକ ଅଟେ ।

୨- ବନ୍ଧା କୋବି, ଫୁଲକୋବି, ବ୍ରୋକଲି;- ଏହା ଆପଣଙ୍କ ନିମନ୍ତେ ବହୁତ କ୍ଷତିକାରକ ଅଟେ । ଆପଣ ଏହି ସବୁ ପାରିବା କୁ ଯଦି ସେବନ କରନ୍ତି ତେବେ ଆପଣ ନାନା ପ୍ରକାରର ସମସ୍ୟା ରେ ଆପଣ ପଡ଼ିପାରନ୍ତି । ଏଣୁ ଆପଣ ଏ ସବୁ ଯେପରି ନ ଖାଇବେ ସେଥିପ୍ରତି ଧ୍ୟାନ ଦେବେ ।

୩- ଆୟୋଡିନ;- ଯଦି ଆପଣ ଧଳା ଲୁଣ ଖାଉଛନ୍ତି ତେବେ ତାହା ବଦଳରେ ଆପଣ ସନ୍ଧବ ଲୁଣ ର ସେବନ କରନ୍ତୁ । ଆପଣ ମାଂସ ମଧ୍ୟ ଖାଇବେ ନାହିଁ । ଏହାକୁ ଖାଇବା ଦ୍ଵାରା ମଧ୍ୟ ଥାଇରଏଡ ବଢିଥାଏ ।

୪- ଯଦି ଆପଣଙ୍କୁ ଥାଇରଏଡ ର ପ୍ରୋବ୍ଲେମ ରହିଅଛି ତେବେ ଆପଣ ଅତ୍ୟଧିକ ରାଗ, ମଲାଇ, ଅତ୍ୟଧିକ ତେଲ ମସଲା, ଚିନୀ ଏହି ସବୁ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବେ । ଏହାକୁ ଖାଇବା ଆପଣଙ୍କ ପକ୍ଷେ ଉଚିତ ନୁହେଁ । ଯଦି ଆପଣ ଘରେ ଖାଦ୍ୟ ବନାଉଛନ୍ତି ତେବେ ଆପଣ ନଡିଆ ତେଲ ର ବ୍ୟବହାର ନିଶ୍ଚିତ ରୂପେ କରି ପାରିବେ । ଏହା ସହିତ ଆପଣ ଆଲ୍କୋହଲ ସେବନ କରିବା ମଧ୍ୟ ବନ୍ଧ କରନ୍ତୁ ।

ଏହା ସାଧାରଣତ ସ୍ୱାସ୍ଥ୍ୟ ପକ୍ଷେ ଠିକ ହୋଇନଥାଏ ଏହା ସହିତ ଥାଇରଏଡ ଥିବା ବ୍ୟକ୍ତି ସେବନ କରିଲେ ଆପଣଙ୍କର ବହୁତ କ୍ଷତି କରିଥାଏ । ଏହା ସେମାନଙ୍କ ନିମନ୍ତେ ଜହର ସାଦୃଶ୍ୟ ହୋଇଥାଏ । ଏହା ସହିତ ଏହା କୌଣସି ମେଡିସନ ର ପ୍ରତିକ୍ରିୟା ଆପଣଙ୍କ ଶରୀରରେ ହେବାକୁ ଦେଇ ନଥାଏ । ଶରୀରରେ କୌଣସି ରୋଗ ହେଲେ ଆମ୍ଭକୁ ଅସ୍ତବ୍ୟସ୍ତ କରିଥାଏ ଏଣୁ କିଛି ବିଶେଷ କଥା ରହିଅଛି ଯଦି ଆପଣ ଏହିସବୁ ବିଶେଷ କଥା ଉପରେ ନିଜର ଦୃଷ୍ଟି ପକାନ୍ତି ତେବେ ଆପଣ କଷ୍ଟ ପାଇବେ ନାହିଁ । ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *