Kidney Pain ଓ Back Pain ମଧ୍ୟରେ ପାର୍ଥକ୍ଯ କଣ ? ଜାଣନ୍ତୁ ଏହି ସବୁ ଲକ୍ଷଣରୁ

ନମସ୍କାର ବନ୍ଧୁଗଣ ଆଣ୍ଠୁ ଗଣ୍ଠି ବିନ୍ଧା ଏବେ ବହୁତ ସାମାନ୍ୟ ହେଇ ଗଲାଣି । ଏବେ ତ ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହେଇ ଯାଉଛି । ଏବଂ ଏହା ଜରୁରୀ ନୁହଁ କି ଦୁଇ ଗୋଡ଼ ରେ ବିନ୍ଧା ହେବ । ଗୋଟିଏ ଗୋଡ଼ ରେ ମଧ୍ୟ ହୋଇ ପାରେ ଏବଂ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ମଧ୍ୟ ହୋଇ ପାରେ । ସେମିତି ରେ ବି ଏହି ଭଳି ବିନ୍ଧା ସାମାନ୍ୟ ଥାଏ । କିନ୍ତୁ ବେଳେବେଳେ ଏହାର ବିନ୍ଧା ଏତେ ଅଧିକ ହୋଇ ଯାଏ କି ସହ୍ୟ କରିବା ଅସମ୍ଭବ ହୋଇ ପଡେ । ଏବଂ ସେ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ଆମେ ଅସମର୍ଥ ଥାଉ ।

ଏହା ଛଡ଼ା ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ । ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ । ବଧିର ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ । ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁଥାଉ ସେଥିରେ ଆଜି କାଲି ଅନେକ କେମିକାଲ ମିଶୁଛି ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ।

ଉଚିତ ଏବଂ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହାଡ଼ ଦୁର୍ବଳ ହୋଇ ପଡୁଛି ଏବଂ ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି । ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଏବଂ ଖରାପ ତେଲ ମିଶୁଛି ଯାହା ଆମ ଶରୀର ପାଇଁ ସଠିକ ନୁହେଁ ଏବଂ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ଏବଂ ଏହା ଯୋଗୁଁ ଆମ ଶରୀର ଭିତରେ ରକ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ଏବଂ ଆମେ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛୁ ଏବଂ ଅନେକ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି ।

ତେବେ ଏହି ସମସ୍ୟା ଅଧିକାଂଶ ମହିଳା ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ । ତେବେ ସେମାନେ ଏହି ବିନ୍ଧା ରୁ ମୁକ୍ତ ହେବା ପାଇଁ କିଛି ମେଡ଼ିସିନ କିମ୍ବା ପେନ କିଲର ଖାଇ ଦିଅନ୍ତି ଏବଂ ତାହା କିଛି ସମୟ ପାଇଁ ଭଲ ହୋଇଯାଏ । କିନ୍ତୁ କିଛି ଦିନ ପରେ ଫୁଣି ସେହି ବିନ୍ଧା ଆରମ୍ଭ ହୋଇଯାଇଥାଏ । ତେବେ ଏହା ଦ୍ୱାରା ଏବଂ ଅଧିକାଂଶ ମେଡ଼ିସିନ ଖାଇବା ଦ୍ୱାରା ତାହାର ଖରାପ ପ୍ରଭାବ ଆମ କିଡ୍ନୀ ଉପରେ ପଡ଼ିଥାଏ । ଯାହା ଦ୍ୱାରା କିଡ୍ନୀ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଥାଏ ।

ତେବେ ପ୍ରଥମେ ଆପଣ ଅଧିକ ମେଡ଼ିସିନ ନେବା ବାରଣ କରନ୍ତୁ । ପିଠି ବିନ୍ଧା ଏବଂ କିଡ୍ନୀ ବିନ୍ଧା ଦୁଇଟା ଯାକ ଏକା ଭଳି ହୋଇଥାଏ ତେଣୁ ଜାଣିବା ବହୁତ କଷ୍ଟ କର ହୋଇଥାଏ ।
ତେବେ ଯଦି ଆପଣ ଙ୍କୁ ପିଠି ର ତଳ ଭାଗ ଏବଂ ବଟକସ ର ଉପରେ ବିନ୍ଧା ହୋଇଥାଏ ତେବେ ତାହା ପିଠି ବିନ୍ଧା କିନ୍ତୁ ଯଦି ଆପଣଙ୍କ ର କେବଳ ତଳ ଅଣ୍ଟା ବିନ୍ଧେ ତେବେ ତାହା କିଡ୍ନୀ ବିନ୍ଧା ବୋଲି ଜଣା ଯାଇଥାଏ । ଏହା ଛଡା ଆପଣ ଜଲ୍ଦି ଥକି ଯାଆନ୍ତି ।

ତେବେ ଅଧିକ ମେଡ଼ିସିନ କିମ୍ବା ପେନ କିଲର ନ ଖାଇ ନିଜ ଡାକ୍ତର ଙ୍କ ପରାମର୍ଶ ରେ ଚିକିତ୍ସା କରନ୍ତୁ ଏବଂ ଏହା ଛଡା ନୀତିଦିନ ବ୍ୟାୟମ କିମ୍ବା ଚାଲନ୍ତୁ ଦେଖିବେ ସବୁ ସମସ୍ୟା ଧୀରେ ଧୀରେ କମିଯିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *