Health Tips- ଏହାକୁ କୌଣସି ସାଧାରଣ ପତ୍ର ଭାବନ୍ତୁ ନାହିଁ, ଲକ୍ଷେ ପ୍ରକାରର ଔଷଧ ଏହି ଗୋଟିଏ ପତ୍ର ଆଗରେ ଫେଲ, କିଡନୀ ଷ୍ଟୋନ ପାଇଁ ବରଦାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତ ବର୍ଷରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ଦେଖିବାକୁ ମିଳିଥାଏ । ସେହି ସବୁ ଗଛର ଉପକାରୀତା ବିଷୟରେ ଜାଣି ଏହାକୁ ଭଲ ଭାବରେ ପ୍ରୟୋଗ କରିବା ଦ୍ଵାରା ହିଁ ଏହାର ଶରୀର ଉପରେ ରହୁଥିବା ପ୍ରଭାବ ବିଷୟରେ ଜାଣିପାରିବେ । ଆଜି ଆପଣ ମାନେ ଅମରପୋଇ ଗଛର ଗୁଣାବଳୀ ବିଷୟରେ ଜାଣିବାକୁ ପାଇବେ । ଏହି ଗଛକୁ ବହୁତ ଲୋକ ରୋଷେଇ କରି ସେବନ କରିଥାନ୍ତି ।

ଏହାକୁ ଖାଇବା ଦ୍ଵାରା ପାଟିକୁ ସ୍ଵାଦିଷ୍ଟ ଲାଗିବା ସହ ଶରୀର ଉପରେ ଏହାର ଫାଇଦା ମଧ୍ୟ ପଡିଥାଏ । ଅମରପୋଇ ଗଛର ରସ ପ୍ରସ୍ତୁତ କରି ଏହା ଅନେକ ପ୍ରକାର ରୋଗବେମାରୀକୁ ଶରୀରରୁ ହେବା ପାଇଁ ଅଟକାଇ ହୋଇପାରିବା । ପ୍ରଥମେ ଅମରପୋଇ ପତ୍ରରୁ କିଛି ଆଣି ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ତାପରେ ସେହି ପତ୍ରକୁ ହେମଦସ୍ତାରେ ଛେଚି ବା ଗ୍ରାଇଣ୍ଡିଙ୍ଗ କରି ତାହାର ରସ ବାହାର କରି ଦିଅନ୍ତୁ । ଯଦି ବ୍ୟକ୍ତିର ମୁଣ୍ଡ ବ୍ୟଥା ହେଉଥାଏ । ତେବେ ଏହି ରସକୁ ମୁଣ୍ଡରେ ଲଗାଇବା ଦ୍ଵାରା ଅସହ୍ୟ ମୁଣ୍ଡ ଯନ୍ତ୍ରଣାରୁ ତ୍ରାହୀ ମିଳିଥାଏ । ଯେଉଁ ବ୍ୟକ୍ତିର ଆଖିରେ ଜଳାପୋଡା ହେବା ସହିତ ଆଖିରୁ ପାଣି ବାହାରୁଥାଏ । ତେବେ ଏହି ରସକୁ ଆଖିର ବାହାର ପଟେ ଲଗାଇବା ଉଚିତ ।

ଯାହା ଦ୍ଵାରା ଆଖିରେ ହେଉଥିବା ଜଳାପୋଡା, ବିନ୍ଧା କମିବା ସହିତ ଆଖିର ଦ୍ରୁଷ୍ଟି ଶକ୍ତି ବଢିଥାଏ । ଯେଉଁ ଲୋକଙ୍କର ପରିସ୍ରା କରିବା ସମୟରେ ଗୁପ୍ତାଙ୍ଗରେ ଜଳାପୋଡା ହେଉଥାଏ । ତେବେ ୫ ml ଅମରପୋଇ ରସ ସହିତ ମହୁ ମିଶାଇ କିଛି ଦିନ ସେବନ କରନ୍ତୁ । ତେବେ ମୁତ୍ର ଜନିତ ସମସ୍ଯା ଦୂର ହୋଇଯିବ ।

ଯେଉଁ ମାନଙ୍କର ଶରୀରରେ ସ୍ଟୋନ ଭଳି ସମସ୍ଯା ରହୁଥାଏ । ତେବେ ସେମାନଙ୍କୁ ଏହି ଅମରପୋଇ ରୁ ଏକ ରେମିଡି ପ୍ରସ୍ତୁତ କରି ସେବନ ନିହାତି କରିବା ଉଚିତ । ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ୧ ଗ୍ଳାସ ପାଣି ଢାଳନ୍ତୁ । ସେହି ପାଣିରେ ୧ ରୁ ୨ ଟି ପତ୍ର ଛିଡାଇ ନେଇ ପକାନ୍ତୁ । ତାପରେ ସେହି ପାଣିକୁ ସେତେବେଳ ପର୍ଯ୍ୟନ୍ତ ଫୁଟାନ୍ତୁ । ଯେଉଁ ପର୍ଯ୍ୟନ୍ତ ଏହି ପାଣି ଫୁଟି ଫୁଟି ଅଧା ହୋଇଯିବ । ପାଣି ଫୁଟି ସାରିଲା ପରେ ତାକୁ କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ତାପରେ ପାଣି ନଖ ଉଷୁମ ଥିବା ସମୟରେ ଏହି ପାଣିରେ ୫୦ ମିଲିଗ୍ରାମ ସିଲାଚିଦ ଓ ୨ ଗ୍ରାମ ମହୁ ମିଶାଇ ସେବନ କରିବା ଉଚିତ । ଦିନକୁ ୨ ଥର ଏହି ରେମିଡି ପ୍ରସ୍ତୁତ କରି ସେବନ କରନ୍ତୁ । ଏହାକୁ ସପ୍ତାହ ପର୍ଯ୍ୟନ୍ତ ସେବନ କରିବା ପରେ ଶରୀରରେ ହୋଇଥିବା ସ୍ଟୋନ ବହାରି ସଂପୂର୍ଣ୍ଣ ଭଲ ହୋଇଯିବ।

ତେବେ ଆଜି ଆପଣ ମାନେ ଅମରପୋଇର ଉପକରୀତା ସମ୍ପର୍କରେ ଜାଣିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *