Vastu Tips-ଶ୍ୱେତ ଅରଖ ଚେରରେ କରନ୍ତୁ ଏହି ଉପାୟ ! ଘରକୁ ଆସିଥାଏ ଧନ, ବଢିଥାଏ ସୁଖ ସମୃଦ୍ଧି

ବନ୍ଧୁଗଣ ଆପଣଙ୍କ ନଜରରେ ଅରଖ ଗଛ ନିଶ୍ଚୟ ପଡୁଥିବ । ମାତ୍ର ଅରଖ ଗଛର ଯେଉଁ ଚମତ୍କାରିତା ବିଷୟରେ ଆପଣ ମାନେ ଜାଣି ନ ଥିବେ । ଆଜି ଆମେ ଆପଣଙ୍କୁ କହିବୁ ଶ୍ଵେତ ଅରଖ ଚେର ବିଷୟରେ କିଛି ଜରୁରୀ ସୂଚନା ଦେବାକୁ ଯାଉଛି । ଏହା ଦ୍ଵାରା ଆପଣଙ୍କ ଜୀବନରେ ଛୋଟ ଅରଖ ଗଛଟି ଅତ୍ୟନ୍ତ ଚମତ୍କାର ଫଳ ନେଇକି ଆସିବ ଓ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବ ।

ଅରଖ ଗଛ ମୂଳରେ ପ୍ରତି ଦିନ କିଛି ଗାଈ କ୍ଷୀର ଓ ହଳଦୀ ଅର୍ପଣ କରିଲେ ବୁଧଙ୍କ ଗ୍ରହ ଦୋଷ ଶାନ୍ତି ହୁଏ । ୪୦ଟି ସୋମବାରରେ ଶ୍ଵେତ ଅରଖ ଫୁଲ ନେଇ ମହାଦେବଙ୍କୁ ପୂଜା କରିଲେ ପିତୃ ଦୋଷ ଶାନ୍ତି ହୁଏ । ସିଂହ ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତି ଅରଖ ଗଛ ଲଗାଇ ତାର ଯତ୍ନ ନେଲେ ।

କିମ୍ବା ଅନ୍ୟ କୌଣସି ଅରଖ ଗଛର ମୂଳରେ ପ୍ରତି ରବିବାର କ୍ଷୀର ମିଶାଇ ଦେଲେ ସମସ୍ତ ଗ୍ରହ ଦୋଷ ଖଣ୍ଡନ ହୋଇ ସୁଖ ସମୃଦ୍ଧି ଫେରି ଆସେ । ଭଗବାନ ଗଣେଶଙ୍କ ରୂପ ନେଇଥିବା ଅରଖ ମୂଳକୁ ସଂଗ୍ରହ କରି ସିନ୍ଦୁର ଲଗାଇ ପୂଜା କରିଲେ ଶାନ୍ତି ମିଳେ । ଶୁଦ୍ଧ ଅରଖ ଚେର ସଂଗ୍ରହ କରି ସପ୍ତବର୍ଣ୍ଣି ସୂତା ଦ୍ଵାରା ଅଣ୍ଟାରେ ବାନ୍ଧିଲେ ଗର୍ଭ ପାତ ହୁଏ ନାହି ।

ସେହିପରି ଶ୍ଵେତ ଅରଖ ଚେର ସଂଗ୍ରହ କରି ଗୋଦର ହୋଇଥିବା ସ୍ଥାନରେ ବାନ୍ଧିଲେ ରୋଗ ବୃଦ୍ଧି ହୁଏ ନାହି । ଏଥିପାଇଁ ଘରର ଉତ୍ତର ଦିଗରେ ହୋଇଥିବା ଅରଖ ଗଛର ଚେର ଗୁରୁକୁସ୍ୟା ଯୋଗରେ ସଂଗ୍ରହ କରିବାକୁ ହେବ । ଶୁଭ ମୂହୁର୍ତ୍ତରେ ଶ୍ଵେତ ଅରଖ ଚେର ସଂଗ୍ରହ କରି ତାବିଜରେ ପୁରାଇ କଳା ସୁତାରେ ବେକରେ ପିନ୍ଧିଲେ ପାଳି ଜ୍ଵର ଭଲ ହୋଇଥାଏ ।

ଗୁରୁପୁଷ୍ୟା ଯୋଗରେ ଅରଖ ଚେର ସଂଗ୍ରହ କରି ସିନ୍ଧୁକ ବା ଧନ ରଖୁଥିବା ଜାଗାରେ ରଖିଲେ ଧନ ହାନି ହୁଏ ନାହି । ସେହିପରି ରବିପୁଷ୍ୟା ଯୋଗରେ ଅରଖ ଚେର ସଂଗ୍ରହ କରି ବାହୁରେ ତାବିଜରେ ବାନ୍ଧିଲେ କୁକୁର ପ୍ରତି ଭୟ ଦୂର ହୋଇଥାଏ । ଯଦି ଆପଣଙ୍କର ଡାଇରିଆ ହେଉଛି ତେବେ ୩ରୁ ୪ଇ ଇଞ୍ଚ ମୋଟା ଓ ୬ ଇଞ୍ଚ ଲମ୍ବର ଖଣ୍ଡେ ଅରଖ କାଠକୁ ଜୋରରେ ମୁଠାଇ ଧରିଲେ ଡାଇରିଆ ଓ ବାନ୍ତି ବନ୍ଦ ହୁଏ ବୋଲି ଶାସ୍ତ୍ରରେ କୁହାଯାଇଛି ।

ଯେଉଁ ବ୍ୟକ୍ତି ଶ୍ରବଣରେ ଜନ୍ମ ହୋଇଥାନ୍ତି ସେମାନେ ଶନିବାରରେ ସକାଳୁ ଅଧୂଆ ମୁହଁରେ ଅରଖ ଚେର ସଂଗ୍ରହ କରି ଧାନରେ ରଖିଲେ ଧାନରେ ପୋକ ଲାଗେ ନାହି । ପୁଷ୍ୟା ନକ୍ଷତ୍ରରେ ଅରଖ ଚେର ସଂଗ୍ରହ କରି ବାହୁରେ ବାନ୍ଧିଲେରେ ଶତ୍ରୁଙ୍କ ଠାରୁ ରକ୍ଷା ମିଳେ ।

ରବି ପୁଷ୍ୟା ଯୋଗ ଓ ଶନି ପୁଷ୍ୟା ଯୋଗରେ ଅରଖ ଚେର ସଂଗ୍ରହ କରି ନାରୀ ମସ୍ତକରେ ବାନ୍ଧି ଦେଲେ ସହଜରେ ପ୍ରସାବ ହୋଇଥାଏ । ଚନ୍ଦ୍ରଗ୍ରହଣ ସମୟରେ ଅରଖ ଚେର ସଂଗ୍ରହ କରି ପାଖରେ ରଖିଲେ ସବୁ କାର୍ଯ୍ୟ ସିଦ୍ଧ ହୁଏ ।ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *