ମୃତବ୍ୟକ୍ତିଙ୍କୁ ସ୍ଵପ୍ନରେ ଦେଖିବା ପଛରେ ରହିଛି ଏହି ବଡ କାରଣ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆମେ ଆଜି ଜାଣିବା କି ମୃତ ମଣିଷ ର ସ୍ୱପ୍ନ ଦେଖିବା ଶୁଭ ନା ଅଶୁଭ ହୋଇ ଥାଏ । ମୃତ ଲୋକ ଙ୍କ ସ୍ୱପ୍ନ ଏମିତି ହୋଇ ଥାଏ ଜାହା ବାସ୍ତବ ଦୁନିଆଁ ରୁ ଅଲଗା ହୋଇ ଥାଏ । ଏହା ଗୋଟିଏ ଏମିତି ଦୁନିଆଁ ଜାହାକୁ ଆମେ ଚାହିଁ ଥିବା ନୁହେଁ ବରଂ ଶୋଇବା ଅବସ୍ଥା ରେ ହିଁ ଦେଖନ୍ତି । ବେଳେ ଆମକୁ ଏହା ସତ୍ୟତା ର ଆଭାସ ବି ଦେଇ ଥାଏ । ତେବେ ଆମେ ଆପଣ ମାନଙ୍କୁ ସେହି ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବୁ କି ଏହି ମୃତ୍ୟୁ ଲୋକ ମାନଙ୍କ ସ୍ୱପ୍ନ ଦେଖିଲେ ଶୁଭ ନା ଅଶୁଭ ।

ଆସନ୍ତୁ ଯାଣିବା କଣ ପାଇଁ ଆମେ ମୃତ ବ୍ୟକ୍ତିର ସ୍ୱପ୍ନ ଦେଖୁ । ଯଦି ଘର ର କୋଣସି ସଦଶ୍ୟ ଆୟୁ ସେଷ ପରେ ର୍ସଗ ବାସ ହୋଇ ଥାନ୍ତି ଏବଂ ସ୍ୱପ୍ନ ରେ ଆସି ଥାନ୍ତି ତେବେ ଏହାର ଅର୍ଥ ହେଲା ଆଗକୁ ଆସୁଥିବା ଅସୁବିଧା ଏବଂ ଭବିସ୍ୱତ ବିସୟ ରେ ସାବଧାନ ଆମକୁ କରି ଥାନ୍ତି ।

ଯଦି କୋଣସି ସୁସ୍ଥ ବ୍ୟକ୍ତିର ମୃତ ହୋଇ ଯାଇଛି ଏବଂ ସେ ଆପଣ ଙ୍କୁ ସ୍ୱପ୍ନରେ ଦେଖା ଦେଉଛି ତେବେ ଏହା ସଙ୍କେତ ଦେଇ ଥାଏ କି ଯେ ଆପଣ ଙ୍କ ପାଖରୁ କୋଣସି ଇଛା ପ୍ରକାସ କରୁଛି ଏବଂ ତାଙ୍କୁ ଆପଣ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍ । ଏମିତି ଭାବରେ ର୍ସଗ ବାସ ହେବା ପୂର୍ବରୁ ତାଙ୍କର କୋଣସି ଇଛା ଥିଲା ଯାହା ତାଙ୍କର ପୁରଣ ହୋଇ ନାହିଁ । ଯଦି ଆପଣ ତାଙ୍କର ଇଛା ଜାଣନ୍ତି ତେବେ ଆପଣ ତାଙ୍କର ଇଛା ପୁରଣ କରନ୍ତୁ । ଏହା ଦ୍ୱାରା ର୍ସଗ ବାସର ଆତ୍ମା ଶାନ୍ତି ପାଇ ଥାଏ ଏବଂ ଆପଣ ଙ୍କ ପରିବାର ରେ ସୁଖ ଶାନ୍ତି ବହୁତ ବଢି ଯାଇ ଥାଏ ।

ସେମିତି ରେ ଯଦି କେବେ କୈଣସି ମୃତ ମଣିଷ ନିଜ ସ୍ୱସ୍ଥ ଶରୀର ର ଆପଣ ମାନଙ୍କୁ ଦେଖାନ୍ତି ତେବେ ସେ ବହୁତ ଭଲ ସ୍ଥାନ ରେ ରହିଛନ୍ତି ବୋଲି ଜାଣନ୍ତୁ । ଏମିତି ରେ ମୃତକ ସ୍ୱପ୍ନ ରେ ଆସ୍ୱସନା ଦେଇ ଥାନ୍ତି ତେବେ ଏହି ସ୍ୱପ୍ନ ଦେଖିବା ଦ୍ୱାରା ସବୁ ସମୟ ରେ ପ୍ରଶନ୍ନ ହେବା ଦରକାର ।

ଯଦି ଆପଣ ମାନେ ନିଜ ସ୍ୱପ୍ନ ରେ ଗୋଟିଏ ଜିବିତ ମଣିଷ ର ମୃତ୍ୟୁ ଦେଖିଲେ ତେବେ ଜାଣନ୍ତୁ ସେହି ବ୍ୟକ୍ତି ଦିର୍ଘ ଜିବି ହେବେ । ତେଣୁ ଏହି ଭଳି ସ୍ୱପ୍ନ କେବେ ବି ଖରାପ୍ ସ୍ୱପ୍ନ ବୋଲି ଭାବନ୍ତୁ ନାହିଁ । ଯେଉଂ ମୃତକ ମାନେ ଆମକୁ ସ୍ୱପ୍ନ ଦେଖା ଦିଅନ୍ତୁ ହେଲେ କଥା ହେଉ ନ ଥିଲେ ସେମାନେ ଆମକୁ ସତର୍କ ରହିବା ପାଇଁ କହୁଛନ୍ତି ବୋଲି ଆପଣ ମାନେ ଜାଣନ୍ତୁ । ଏହା ଆମର କିଛି ଭୁଲ ହୋଇ ପାରେ ବା କିଛି ଭୁଲ କରିବା ପାଇଁ ଯାଉଛନ୍ତି ବୋଲି ସେମାନେ ସୂଚନା ଦେଇ ଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *