ସ୍ୱାମୀ ଙ୍କ ପାଇଁ କିଛିବି କରିବାକୁ ପଛାନ୍ତି ନାହିଁ, ଏହି ନାମର ଝିଅମାନେ

ପ୍ରେମ ବିଶ୍ୱାସ ଏବଂ ସମ୍ମାନ ଏହି୍ ତିନୋଟି ଜିନିଷ ଉପରେ ପତି ପତ୍ନୀ ଙ୍କର ସଂମ୍ପର୍କ ନିର୍ଭର କରି ଥାଏ । ଯଦି କୈଣସି କାରଣ ବସରୁ ଏହି ତିନୋଟି ଜିନିଷ ର ଅଭାବ ରହେ । ତେବେ ପତି ପତ୍ନୀ ଙ୍କ ସଂମ୍ପର୍କ ରେ ଫାଟ ସୃଷ୍ଟି ହୋଇ ଥାଏ ।

ଏମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି । ଏମିତି କିଛି ନାମର ଝିଅ ମାନଙ୍କ ବିଷୟ ରେ ଯେଉଁ ମାନେ ସବୁ ବେଳେ ନିଜ ପାର୍ଟନର ର ସମ୍ମାନ ରକ୍ଷା କରିବା ସହିତ ସେମାନେ ନିଜ ପତି ଙ୍କ ପାଇଁ କିଛି କରି ପାରନ୍ତି ।

ପ୍ରଥମେ ରହିଛନ୍ତି K ନାମର ଝିଅ ମାନେ ଯେଉଁ ମାନେ K ନାମର ଝିଅ ହୋଇ ଥାନ୍ତି ସେମାନେ ନିଜ ଜିବନ ସାଥି ଙ୍କୁ ନିଜ ଜିବନ ଠାରୁ ବି ଅଧିକ ଭଲ ପାଇ ଥାନ୍ତି । ଏମାନେ ନିଜ ଜିବନ ସାଥି ଙ୍କୁ ବହୁତ ଖୁସୀ ରେ ରଖି ଥାନ୍ତି । ଏବଂ ଏମାନେ ସବୁ ଇଚ୍ଛା ପୂରଣ କରି ଥାନ୍ତି । ଏହି ଝିଅ ମାନଙ୍କ ହୃଦୟ ବି ବହୁତ ନିର୍ମଳ ଏବଂ ସ୍ୱଚ୍ଛ ହୋଇ ଥାଏ । ଏମାନେ ନିଜ ଜିବନ ସାଥି ଙ୍କ ସହିତ ସବୁ ବେଳେ ଖୁସୀ ରେ ରହିଥାନ୍ତି ।

M ଅକ୍ଷର ର ଝିଅ ମାନେ ଏହି ନାମର ରହି ଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି । ଏହି ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏମାନଙ୍କୁ ସ୍ୱଚ୍ଛ ହୃଦୟ ରୁ ଭଲ ପାଉ ଥିବା ଭଲ ଜିବନ ସାଥି ଟିଏ ମିଳି ଥାଏ । ଏମାନେ ନିଜ ଜିବନ ସାଥି ଙ୍କ ପ୍ରତି ବହୁତ ବିଶ୍ୱସ୍ଥ ମଧ୍ୟ ରହି ଥାନ୍ତି । ସେହିଥି ପାଇଁ ଏମାନଙ୍କ ଜିବନ ସାଥି ଏମାନଙ୍କୁ ବହୁତ ଭଲ ପାଆନ୍ତି ।

ଏହା ପରେ ହେଲା R ନାମର ଝିଅ ମାନେ ଏହି ପରି ଝିଅ ମାନେ ନିଜ ଜିବନ ସାଥି ଙ୍କ ପ୍ରତି ସେବା ଭାବ ରଖି ଥାନ୍ତି । ଏମାନେ ନିଜ ଜିବନ ସାଥି ଙ୍କ ସବୁ କଥା କୁ ମାନି ଥାନ୍ତି । ଏବଂ ସେମାନଙ୍କ ସବୁ ଇଚ୍ଛା କୁ ପୂରଣ କରି ଥାନ୍ତି।

ଏହା ପରେ ହେଲା T ନାମର ଝିଅ ମାନେ ଏହି ପରି ଝିଅ ମାନେ ଟିକିଏ ରାଗି ସ୍ୱଭାବ ର ହୋଇ ଥାନ୍ତି । ହେଲେ ଏମାନେ ନିଜ ଜିବନ ସାଥି ଙ୍କୁ ନିଜ ଜିବନ ଅପେକ୍ଷା ଅଧିକ ଗୁରୁତ୍ୱ ଦେଇ ଥାନ୍ତି । ଏମାନେ ନିଜ ଜିବନ ସାଥି ଙ୍କୁ ବହୁତ ଭଲ ପାଇବା ସହିତ ସବୁ ବେଳେ ସେମାନେ ନିଜ ଜିବନ ସାଥି ଙ୍କୁ କେୟାର କରି ଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *