ବନ୍ଧୁଗଣ, ସାଧାରଣତ ଆଜିକାଲି ବହୁତ ଲୋକ କହୁଛନ୍ତି ଯେ ବହୁତ ହେୟାର ଫଲ ହେଉଅଛି ତଥା ବହୁତ ରୂପୀ ହେବା କାରଣରୁ ହେୟାର ମଧ୍ୟ ଝଡୁଛି । ଏହା ଧୁଳି ପାଇଁ ହୋଇଥାଇ ପରେ ପାଣି ପାଇଁ ହୋଇଥାଇ ପାରେ । ମାତ୍ର ଯେତେବେଳେ ଏହି ସମସ୍ୟା କୁ ନେଇ ଆମ୍ଭେ ଡାକ୍ତର ଙ୍କ ପାଖକୁ ଯାଇଥାଉ ସେତେବେଳେ ଡାକ୍ତର ମଧ୍ୟ ଆମ୍ଭକୁ କହିଥାନ୍ତି ଯେ ଏହି ଔଷଧ ର ସେବନ କରନ୍ତୁ । କିନ୍ତୁ ଅନେକ ପ୍ରକାର କାରଣ ମାନ ରହିଅଛି ଯାହା ଦ୍ଵାରା ଆମ୍ଭ କେଶ ଉପୁଡିବାକୁ ଲାଗିଥାଏ ।
ଏଣୁ ଯଦି ବିଶେଷ ଭାବରେ ଯଦି ଆପଣ ନିଜ ଡାଏଟ ରେ ଅଣ୍ଡା ନେଉଛନ୍ତି ତଥା ସିଡ୍ସ ନେଉଛନ୍ତି, ଭିଟାମିନ-ସି ନେଉଛନ୍ତି, ଜିଙ୍କ ନେଉଛନ୍ତି, ଏହିସବୁ ନ୍ୟୁଟ୍ରେନ୍ଟ ଯଦି ଆପଣଙ୍କ ଡାଏଟ ରେ ଆପଣ ନେଉଛନ୍ତି ତେବେ ବହୁତ ମାତ୍ରାରେ ଆପଣଙ୍କର ହେୟର ଫଲ କମିଯିବ ।
ଅଣ୍ଡା ରେ ଆପଣଙ୍କର ପ୍ରୋଟିନ ରହୁଛି ବାୟୋଟିନ ରହୁଛି ଯାହା ଆପଣଙ୍କର ହେୟାର କୁ ଷ୍ଟ୍ରୋଙ୍ଗ ରଖିବ, ହେଲ୍ଦି ରଖିବ, ଏବଂ ଜିଙ୍କ ଆପଣ ପମକିନ ସିଡ୍ସ ନଟ୍ସ ରୁ ପାଇ ପାରିବେ । ମାତ୍ର ଆପଣ ଯଦି କିଛି ନଟ୍ସ ଖାଉଛନ୍ତି ତଥା ନିଜ ଡାଏଟ ରେ ନେଉଛନ୍ତି ତେବେ ମଧ୍ୟ ତାହା ଆପଣଙ୍କ ପାଇଁ ଭଲ । ଆଇରନ ନିମନ୍ତେ ଆପଣ ପ୍ରିନଟ୍ସ ନେଇ ପାରିବେ ତାହା ବହୁତ ଉତ୍ତମ ହୋଇଥାଏ । ଏହା ସହିତ ଆପଣ ପାଳଙ୍ଗ ଶାଗ ମଧ୍ୟ ସେବନ କରି ପାରିବେ ।
ଭିଟାମିନ- ସି ଆପଣଙ୍କର ସଜନା ଶାଗ ରେ ରହୁଅଛି । ଆପଣ ପ୍ରଚୁର ପରିମାଣ ରେ ଟାବ୍ଲେଟ ନିଅନ୍ତୁ ନାହିଁ ଯଦି ଆପଣ ଏହିସବୁ ଜିନିଷ ନିଜ ଡାଏଟ ରେ ନେଉଛନ୍ତି ତେବେ ଆପଣଙ୍କ କେଶ ସଂପୂର୍ଣ୍ଣ ଭାବରେ ଷ୍ଟ୍ରୋଙ୍ଗ ରହିବ ତଥା ହେଲ୍ଦି ରହିବ । ଯଦି ଆପଣଙ୍କ ହେୟାର ରେ ରୂପୀ ଭଳି ସମସ୍ୟା ରହୁଅଛି ତେବେ ଆପଣ ୟୁ ଟ୍ୟୁବ ଗୁଗୁଲ ରୁ ଦେଖି କେବେ ମଧ୍ୟ ତାହାକୁ ନିଜ ହେୟାର ରେ ଆପ୍ଲାଏ କରନ୍ତୁ ନାହିଁ ।
ଆପଣ ନର୍ମାଲି ଜେଭଳି ସାମ୍ପୁ କରୁଛନ୍ତି ସେହିଭଳି ସପ୍ତାହ କୁ ୨ ଥର ସାମ୍ପୁ କରନ୍ତୁ । ତେଲ ଲଗାନ୍ତୁ । ଏହା ସହିତ ଅତ୍ୟଧିକ ପରିମାଣରେ ଖାଦ୍ଯ ଯାହା ପ୍ୟାକ ଫୁଡ ରହିଅଛି, ମିଠା ଜିନିଷ ତଥା ଅତ୍ୟଧିକ ଫ୍ୟାଟ ଜାତୀୟ ଜିନିଷ ଏହିସବୁ ଜିନିଷ କୁ ବର୍ଜନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଶରୀରରେ ମଧ୍ୟ ଖରାପ ପ୍ରଭାବ ପଡିବ ନାହିଁ କି ଆପଣଙ୍କ ହେୟାର ମଧ୍ୟ ଫଲ ହେବ ନାହିଁ ।
କ୍ୟାନ୍ସର ରୋଗୀ ମାନଙ୍କ କେଶ ଝଡିବା ଏକ ନ୍ୟାଚୁରାଲ କଥା କାରଣ ସେମାନେ ଏକ ଟ୍ରିଟମେଣ୍ଟ ରେ ଅଛନ୍ତି । ଏବଂ ଆପଣ ବ୍ୟସ୍ତ ହେବେ ନାହିଁ ଯେ ସବୁ ରୋଗରେ ହେୟାର ଫଲ ହୁଏ କିଛି ତା ଡିଜିଜ ଏଭଳି ଅଛି ଯେଉଁଥିରେ ଏହିଭଳି ସମସ୍ୟା ଦେଖାଯାଇ ନଥାଏ । ଆପଣ ଡାଏଟ କୁ ଫଲୋ କରନ୍ତୁ ଏହା ସହିତ ନିଜ ଖାଦ୍ୟରେ ବିଶେଷ କରି ନ୍ୟୁଟ୍ରେନ୍ଟ ନିଅନ୍ତୁ ଦେଖିବେ ଆପଣଙ୍କ ହେୟାର ନିଶ୍ଚିତ ଭାବରେ ଗ୍ରୋଥ କରିବ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।