ସ୍ତ୍ରୀଙ୍କର ଦିବାନା ହେଇଥାନ୍ତି ଏହି ୪ ଟି ନାମର ପୁରୁଷ, ଆଉ ଆପଣଙ୍କ ସ୍ଵାମୀ ?- Astrology

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମତି ପୁରୁଷ ଙ୍କ ବିଷୟରେ ଯିଏ ନିଜ ପତ୍ନୀଙ୍କ ର ଦିୱାନା ହୋଇଥାନ୍ତି ।ଏହା ବିଶେଷ କରି ମହିଳା ମାନଙ୍କ ପାଇଁ ବେଶ ଉପଯୋଗୀ ଅଟେ ହୁଏତ ଆପଣଙ୍କ ପାଟି ଙ୍କ ନାମ ଥାଇପାରେ ତେଣୁ ମହିଳା ମାନେ ପୁରା ଶେଷ ପର୍ଯ୍ୟନ୍ତ ପୂର୍ଣ୍ଣ ଭାବେ ପଢନ୍ତୁ । ଏହା ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହୋଇପାରେ।ଏହି ଦୁନିଆ ରେ ଝିଅ ହେଉ କିମ୍ବା ପୁଅ ହେଉ ଏମତି ଏକ ସମୟ ଆସିଥିବା କି ଜଣଙ୍କ ମନରେ ଜଣେ ଘର କରିଯାଇଥିବ ଏବଂ ସେ ତାକୁ ହିଁ ନିଜ ଜୀବନ ସାଥୀ ରୂପେ ପାଇବା ପାଇଁ ସର୍ବଦା ସ୍ବପ୍ନ ଦେଖୁଥିବ।ତେବେ ଜଣେ ଝିଅଟିଏ ସର୍ବଦା ଏକ ଭଲ ଶାଶୁ ଘର ଓ ଭଲ ସ୍ୱାମୀ ମିଳୁ ବୋଲି ଆଶା କରିଥାଏ ।

ତା ସହିତ ନିଜ ସ୍ୱାମୀ ତାର ସମସ୍ତ ଇଚ୍ଛା ପୂରଣ କରିବା ସହିତ ତାକୁ ବହୁତ ଭଲପାଉ ବୋଲି ଆସ୍ଥା ପ୍ରକଟ କରିଥାଏ।ବହୁତ ଝିଅ ଙ୍କୁ ନିଜର ସ୍ବପ୍ନ ର ରାଜକୁମାର ମିଳିଯାଇଥାଏ କିନ୍ତୁ ଏମତି ବହୁତ ଝିଅ ଅଛନ୍ତି ଯାହାକୁ ନିଜ ମନ ଅନୁସା ରେ ବର ମିଳିନଥାଏ।ଯଦି ଆପଣ ଙ୍କୁ ଆପଣଙ୍କ ମନ ଅନୁସାରେ ପତି ମିଳିଛି ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି।ଆମ ଶାସ୍ତ୍ର ରେ ମଧ୍ୟ ନାମ ର ପ୍ରଥମ ଅକ୍ଷର କୁ ଭିତ୍ତି କରି ନିଜର ଜୀବନ ସାଥି କିପରି ହୋଇଥାଏ ତାହା ଜଣା ପଡିଥାଏ।

ଆଜି ଆମେ ଆପଣଙ୍କୁ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ରୁ ବ୍ୟକ୍ତି ଙ୍କ ସ୍ଵଭାଵ ସମ୍ପର୍କରେ ସମସ୍ତ ବିବରଣୀ ପ୍ରଦାନ କରିବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣ ଙ୍କ ପତି ର ସ୍ୱଭାବ କିପରି ଆପଣ ଜାଣିପାରିବେ।ଆମେ ଏମତି କେତେକ ନାମ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁମାନେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଇଥାନ୍ତି ଓ ବିଶ୍ୱସ୍ତ ହୋଇଥାନ୍ତି।ଆସନ୍ତୁ ଜାଣିବା ସେହିପରି କିଛି ନାମ ସମ୍ପର୍କ ରେ

୧. K ନାମର ପୁରୁଷ- ବନ୍ଧୁଗଣ K ନାମ ର ବ୍ୟକ୍ତି ମାନେ ସ୍ଵଭାଵ ରେ ବହୁତ ଜିଦି ଅଟନ୍ତି । ଏହା ସତ୍ୱେ ସେ ନିଜ ଜୀବନ ସାଥି କୁ ବହୁତ ଭଲ ପାଇଥାନ୍ତି।ଏହି ନାମ ର ପୁରୁଷ ବାହାଘର ପରେ ପତ୍ନୀ ର ସମସ୍ତ କଥା ମାନିଥାନ୍ତି।ବାହାଘର ପୁର୍ବରୁ ସେ ଯେତିକି ଜିଦି ଥାନ୍ତି ବାହାଘର ପରେ ସମ୍ପୂର୍ଣ ବଦଳି ଯାଇଥାନ୍ତି।ଏମାନେ ନିଜ ସାଥି ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥାନ୍ତି।ଏହି ନାମ ର ପୁରୁଷ ଯଦି ଆପଣଙ୍କ ଜୀବନରେ ରେ ଆସିବେ ତେବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ।

୨. A ନାମର ପୁରୁଷ-ଏହି ନାମ ର ବ୍ୟକ୍ତି ନିଜର ପତ୍ନୀ ଙ୍କୁ ବହୁତ ଭଲ ପାଇଥାନ୍ତି।ଏମାନେ ନିଜ ପତ୍ନୀ ର ବହୁତ ଧ୍ୟାନ ରଖିଥାନ୍ତି ଓ ତାଙ୍କୁ ସବୁ କାର୍ଯ୍ୟ ରେ ସାହାଯ୍ୟ କରିଥାନ୍ତି।ଏମାନେ ସବୁଦିନ ନିଜର ପତ୍ନୀ ର ଦିୱାନା ହେଇକି ରହିଥାନ୍ତି।ଏମାନେ ବହୁତ ଭଲ ହୋଇଥାନ୍ତି।

୩. R ନାମର ପୁରୁଷ-ଏହି ନାମ ର ବ୍ୟକ୍ତି ନିଜ ପତ୍ନୀ ର ବହୁତ ଛୋଟ ଛୋଟ କଥାର ଧ୍ୟାନ ରଖନ୍ତି।ଏମାନେ ନିଜ ପତ୍ନୀର ଖୁସି ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି।ଆପଣଙ୍କ ଜୀବନ ସାଥି ଙ୍କ ନାମ ଯଦି ଏହି ନାମ ରୁ ଆରମ୍ଭ ହେଉଛି ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି।ଏମାନେ ବହୁତ ବିଶ୍ୱସ୍ତ ହୋଇଥାନ୍ତି ଓ ନିଜ ପତ୍ନୀ ବ୍ୟତୀତ ଆଉ କାହାକୁ ବି ଦେଖନ୍ତି ନାହିଁ।

୪. B ନାମର ପୁରୁଷ-ଏହି ନାମ ର ପୁରୁଷ ହୃଦୟ ରୁ ବହୁତ ସ୍ୱଚ୍ଛ ହୋଇଥାନ୍ତି ଓ ନିଜ ଜୀବନ ସାଥି ଙ୍କ ପ୍ରତି ସର୍ବଦା ବିଶ୍ୱସ୍ତ ହୋଇଥାନ୍ତି।ନିଜ ପତ୍ନୀ ଙ୍କ ପ୍ରେମ ରେ ସବୁବେଳେ ପାଗଳ ହୋଇରହିଥାନ୍ତି।ଏମାନେ ନିଜ ଜୀବନ ସାଥି କୁ ବହୁତ ଭଲ ଭାବରେ ବୁଝିଥାନ୍ତି।ତେଣୁ ସେ ନିଜ ପତ୍ନୀର ସମସ୍ତ କଥା କୁ ଅତି ସହଜ ରେ ବୁଝିଅପାରିଥାନ୍ତି।ଏହି ନାମ ର ବ୍ୟକ୍ତି ଙ୍କ ସମ୍ପର୍କରେ ସର୍ବଦା ମଧୁରତା ଭରି ରହିଥାଏ।

ତେବେ ଏହି ନାମ ର ପୁରୁଷ ମାନେ ସର୍ବଦା ନିଜ ପତ୍ନୀ ଙ୍କ ପ୍ରତି ଦିୱାନା ହୋଇଥାନ୍ତି । ଆମେ ଆଶା କରୁଛୁ ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ। ଭଲ ଲାଗିଥିଲେ ଗୋଟିଏ ଲାଇକ ଓ ଶେୟାର କରିବେ ଓ ଆଗକୁ ଜ୍ଯୋତିଷ ଶାସ୍ତ୍ର ସମ୍ବନ୍ଧୀୟ ଅଧିକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *