Vastu Tips- ଶୋଇବା ସମୟରେ ଏହି 3ଟି ଭୁଲ ଆପଣଙ୍କୁ ପଡିପାରେ ମହଙ୍ଗା ! କେବେ ବି ପିଛା ଛାଡେ ନାହିଁ ଦରିଦ୍ରତା ଆସିଥାଏ

ନମସ୍କାର ବନ୍ଧୁଗଣ , ନିଦ୍ରା ମଣିଷ ପାଇଁ ଅତ୍ୟଧିକ ଆବଶ୍ୟକ ଅଟେ । ବ୍ୟକ୍ତି ଦିନ ସାରା ନ ଶୋଇ ଯେତେ ବି କାମ କରିଥାଉ । କିନ୍ତୁ ଯଦି ମଣିଷ କୁ ରାତ୍ରି ସମୟରେ ନଶୋଇ କାମ କରିବାକୁ କୁହାଯାଇଥାଏ । ତେବେ ମଣିଷ କଦାପି ତାହା କରିପାରିନଥାଏ । କାରଣ ରାତ୍ରିକାଳୀନ ନିଦ୍ରା ମଣିଷ ପକ୍ଷେ ବହୁତ ଜରୁରୀ ହୋଇଥାଏ । ଡାକ୍ତରମାନେ ମଧ୍ୟ ଏହା କହିଥାନ୍ତି ଯେ ମଣିଷ କୁ ରାତ୍ରି ସମୟରେ ଭଲ ଭାବରେ ଶୋଇବା ଉଚିତ୍ ।

ନହେଲେ ଦିନ ସାରା ପୂର୍ତ୍ତିର ସହ କାର୍ଯ୍ୟ କାରିବାକୁ ଇଛା ହୋଇନଥାଏ ଏବଂ ମଣିଷ ର ଶରୀର ଉପରେ ମଧ୍ୟ ପଡିଥାଏ ଏହାର ପ୍ରଭାବ । ତେଣୁ ଯେତେ କାମ  ହୋଇଥିଲେ ମଧ୍ୟ ସବୁ ବିଷୟକୁ ପାଖରେ ରଖି ଶୋଇବା ଉଚିତ୍ । କିନ୍ତୁ ଶୋଇଲା ସମୟରେ ଆମେ ଏମିତି କିଛି ଭୁଲ କରିଥାଉ ଯାହା ଦ୍ଵାରା ଆମ ଘରେ ଆସିଥାଏ ଦରିଦ୍ରତା ।

ଆଜି ଆମେ ଜାଣିବା ତିନୋଟି ଭୁଲ ବିଷୟରେ ଯାହା ଆମେ ଶୋଇଲା ବେଳେ କରିଥାଉ । ଉତ୍ତର ଦିଗକୁ ରଖି ମୁହଁ  ଶୋଇବେ ନାହିଁ   । କାରଣ ଏହା ଦ୍ଵାରା ବିଦ୍ୟା , ବୁଦ୍ଧି ଆୟୁଷ କ୍ଷୟ ହୋଇଥର । ଉତ୍ତର ଏବଂ ପଶ୍ଚିମ ଦିଆଗକୁ ମୁଣ୍ଡ ରଖି ଶୋଇବେ ନାହିଁ କାରଣ ନିଶ୍ଚିତ ଆପଣଙ୍କୁ କୁ ସ୍ଵପ୍ନ ଦେଖାଯାଇଥାଏ । କିନ୍ତୁ ପୂର୍ବ ଦିଗକୁ ମୁଣ୍ଡ ରଖି ଶୋଇପାରିବେ ଏହା ଦ୍ଵାରା ବିଦ୍ୟା , ଜ୍ଞାନ ର ବୃଦ୍ଧି ହୋଇଥାଏ ।

ଶୋଇବାର ସଠିକ ଦିଗ ହେଉଛି ଦକ୍ଷିଣ ଦିଗକୁ ମୁହଁ କରି ଶୋଇବା ଦ୍ଵାରା ବିଦ୍ୟା , ଜ୍ଞାନ , ଆୟୁଷ ବୃଦ୍ଧି ହୋଇଥାଏ । ଦକ୍ଷିଣ  ଦିଗକୁ ମୁଣ୍ଡ କରିକି ଶୋଇବା ଅତ୍ୟନ୍ତ ଶୁଭ ବୋଲି ଅନେକ ପୁସ୍ତକରେ ବର୍ଣ୍ଣନା କରାଯାଇଛି । ତେଣୁ ଶୋଇଲା ବେଳେ ଏହି ଦିଗକୁ ମୁଣ୍ଡ କରିକି ଶୋଇବା ଉଚିତ୍ ।   ଯଦି ଆପଣ ବିବାହିତ ଅଟନ୍ତି ଏବଂ ଦାମ୍ପତ୍ୟ ଜୀବନରେ ସୁଖ ସମବୃଦ୍ଧି ଚାହାନ୍ତି ତେବେ ଶୋଇଲା ସମୟରେ ସ୍ତ୍ରୀ ନିଜର ବାମ ପାଶ୍ଵ ରେ ଶୁଆଇବେ ଏହା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ ଚାଲିଥାଏ ।

ଶୋଇଲା ରୁମରେ ଦର୍ପଣ କେବେ ବି  ଲଗାଇବେ ନାହିଁ । ଏହା ଏକ ବାସ୍ତୁ ଦୋଷ ହୋଇଥାଏ ଘରେ ନାକାରାତ୍ମକ ପ୍ରଭାବ ପଡିଥାଏ । ତେଣୁ ଏହି ଭୁଲ କଦାପି କରନ୍ତୁ ନାହିଁ । ଯଦି ଶୋଇଲା ସମୟରେ ଭଲ ନିଦ ହେଉ ଚାହାନ୍ତି ତେବେ ବାମ ପଟ କୁ ମୁଁ କରି ଶୋଇବା ଉଚିତ୍ । ଶୋଇଲା ପୂର୍ବରୁ ଗୋଡ ହାତ ଧୋଇକି ଶୋଇଲେ ଶରୀର ନିରୋଗ ରହିଥାଏ ।

ଯଦି ଆପଣଙ୍କୁ ନିଦ ଠିକ ଭାବରେ ହୋଇନଥାଏ । ତେବେ ଶୋଇଲା ପୂର୍ବରୁ ଦୀର୍ଘ ନିଶ୍ଵାସ ନେଇ  ପ୍ରଶ୍ଵାସ ଛାଡନ୍ତୁ ଏହି ପ୍ରକ୍ରିୟାକୁ ଦଶ ମିନିଟ୍ କରିକି ଶୁଅନ୍ତୁ । ଶୋଇଲା ବେଳେ ଏହି ସବୁ ଜିନିଷ କୁ କରିକି ଶୁଅନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *