40 ବର୍ଷ ବୟସ ପରେ ବି ଯବାନ ରହିବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ ଏହି 10 ଜବରଦସ୍ତ Health Tips

ନମସ୍କାର ବନ୍ଧୁଗଣ, ଶରୀର ରୋଗ ପ୍ରତିରୋଧକ ଶକ୍ତି ବର୍ତ୍ତମାନ ବୟସ ହେବା ପରେ କମିଯାଉଛି ତଥା ନା ବରାବର ହୋଇଯାଉଛି । ତେଣୁ ବୟସ ବଢିବା ପରେ ଅନେକ ରୋଗ ଆକ୍ରାନ୍ତ କରିଥାଏ ଶରୀରକୁ । ଏଥିପାଇଁ ଆପଣଙ୍କୁ ବର୍ତ୍ତମାନ ସମୟରୁ ହିଁ ସଚେତନ ହୋଇଯିବା ଜରୁରୀ । ଏହା ସହିତ 40 ବର୍ଷ ପରେ ମଧ୍ୟ ଆପଣଙ୍କୁ କେଉଁ ସବୁ କଥାର ଧ୍ୟାନ ରଖିବା ଜରୁରୀ ହୋଇଥାଏ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

1- 40 ବର୍ଷ ପରେ ଛୋଟ ଛୋଟ କଥାରେ ଚିଡ ଚିଡ  ହେବାକୁ ଆପଣ ଲାଗିଥାନ୍ତି । ଆପଣଙ୍କ ମସ୍ତିସ୍କ ମଧ୍ୟ କଜୋର ହେବାକୁ ଲାଗିଥାଏ । ଏଥିପାଇଁ ଆପଣଙ୍କୁ ଯୋଗ, ବାୟାମ, ମେଡିଟେସନ ଏବଂ ସଂଗୀତା ଶୁଣିବା ଇତ୍ୟାଦି କାର୍ଯ୍ୟ କରିବା ଉଚିତ । ଏହା ସହିତ ସେହି କାର୍ଯ୍ୟ କରନ୍ତୁ ଯେଉଁ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ଖୁସି ମିଳୁଛି ।

2- ବୟସ ବଢିବା ସସହ ଶରୀରରେ ଭିଟାମିନ, ମିନେରରାଲ, କ୍ୟାଲସିୟମ, ଆଇରନ, ଏବଂ ଆଣ୍ଟି ଆକ୍ସିଡେଣ୍ଟର କମି ଅନୁଭବ ହେବାକୁ ଲାଗିଥାଏ । ତେଣୁ ଆପଣ ଖାଇବାରେ ଏମିତି ଜିନିଷ ଖାଆନ୍ତୁ ଯେଉଁଥିରେ ଏହି ସମସ୍ତ ପୋଶଶା ତତ୍ଵ ସାମିଲ ଥିବ ।

3-   40 ବର୍ଷ ବୟସ  ପରେ ଆପଣଙ୍କ ଶରୀର ମାଂସପେଶୀକୁ ଅଧିକ କାମ କରିବାକୁ ପଡିଥାଏ । ତେଣୁ ଆପଣଙ୍କ ଖାଇବା ପିଇବାରେ ନିୟନ୍ତ୍ରଣ ରଖିବା ଜରୁରୀ ହୋଇଥାଏ । ଏହି ସମୟରେ ଆପଣଙ୍କ ଲିଭର ସୁରକ୍ଷିତ ରହିବା ଜରୁରୀ ହୋଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀର ଅଦରକାରୀ ପଦାର୍ଥକୁ ଆପଣଙ୍କ ଶରୀରରୁ ବାହାର କରିପାରିବ ।

4- ବଢୁଥିବା ବୟସ ଅନୁଯାୟୀ ଆପଣ ନିଜ ଭୋଜନରେ ଅତ୍ୟଧିକ ତେଲ ମସଲା ଖାଇବା କମ କରିଦେବା ଦରକାର । ଏବଂ ନିୟନ୍ତ୍ରଣ କରି ଏହାର ପ୍ରୟୋଗ ଖାଦ୍ୟରେ କରନ୍ତୁ । ଯାହାଦ୍ୱାରା କି ଆପଣଙ୍କ ପାଚନତନ୍ତ୍ର ଭଲ ରହିବ । ଯାହାଫଳରେ ଆପଣଙ୍କ ଶରୀରର ଅଙ୍ଗକୁ ଅଧିକ କାମ କରିବାକୁ ପଡିବ ନାହିଁ ।

5- 40 ବର୍ଷ ବୟସରୁ ଊର୍ଦ୍ଧ୍ଵ ଲୋକଙ୍କୁ ଆଣ୍ଟି ଆକ୍ସିଡେଣ୍ଟ ଯୁକ୍ତ ଖାଦ୍ୟ ଖାଇବା  ନିହାତି ଭାବରେ ଆବଶ୍ୟକ । ତେଣୁ ଆପଣ ସବୁଜ ପନିପରିବା, ଜୁସ, ସାଲାଡ, ଫଳ, ଗ୍ରୀନ ଟି ଆଦିର ସେବାନ କରିବା ଉଚିତ । 6- ଅତ୍ୟଧିକ ରାଗ ଏବଂ ଚିନ୍ତା କରିବାରୁ ଆପଣ ନିଜକୁ ନିୟନ୍ତ୍ରଣ କରନ୍ତୁ । ଏହା ସହିତ ଶାରୀରିକ ଶ୍ରମ ସେତିକି କରନ୍ତୁ ଯେତିକି ଆପଣଙ୍କ ଶରୀର ସମ୍ଭାଳି ପାରିବ । ତେଣୁ ଅତ୍ୟଧିକ ପରିଶ୍ରମ କରିବାରୁ ବଞ୍ଚନ୍ତୁ ।

7- ଘରେ ପ୍ରସ୍ତୁତ ହେଉଥିବା ପୋଷ୍ଟିକ ସୁପ ଆପଣଙ୍କ ଶରୀର ପାଇଁ ଭଲ ହୋଇଥାଏ । ଖାଇବା ସମୟରେ ଆପଣଙ୍କୁ ଭୋକ ଲାଗିବା ଦ୍ଵାରା ଆପଣ ସୁପର ସେବନ କରିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *