ସ୍ମରଣ ଶକ୍ତି କିପରି ବଢାଇବେ ? ଯାହା ପଢ଼ିବେ ତାହା ମନେ ରହିବ (Baba Ramdev Tips)

ସ୍ମରଣ ଶୁକ୍ତିକୁ କିପରି କମ୍ପୁଟର ଠାରୁ ଅଧିକ କରିବେ, ଉପାୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି କାଲି ଵ୍ୟସ୍ତ ବହୁଳ ଜୀବନ ଶୈଳୀ ରେ ଅନେକ ଲୋକଙ୍କ ର ଖାଇବା ପିଇବା ଠିକ ରହୁନାହିଁ । ସେଥିପାଇଁ ଅନେକ ସମୟ ରେ ଅନେକ ରୋଗ ମାଡି ବସେ । ସବୁଠୁ ବଡ କଥା ହେଲା ଠିକ ସମୟ ରେ ଉଚିତ ଖାଦ୍ୟ ନ ଖାଇବା ଦ୍ଵାରା ଧୀରେ ଧୀରେ ସ୍ମରଣ ଶକ୍ତି ହ୍ରାସ ପାଉଛି । ଶରିର କୁ ସଠିକ ପରିମାଣ ରେ ପ୍ରୋଟିନ ଆଉ ମିନେରାଲ ନ ମିଳିବା ରୁ ଅସମସ୍ୟା ଦେଖା ଦେଉଛ ।

କେଉଁ ସବୁ ଖାଦ୍ୟ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହେଇପାରିବ ତା ବିଷୟ ରେ ଆଲୋଚନା କରିବା ! ପ୍ରତିଦିନ ସକାଳୁ ସମସ୍ତେ ଗୋଟିଏ ଲେଖାଏଁ ସେଓ ଖାଇବା ଉଚିତ, ଏହା ଦ୍ୱାରା ସ୍ମରଣ ଶକ୍ତି ପ୍ରଖର ହୋଇଥାଏ । ଖାଲି ପେଟ ରେ ସେଓ ଖାଇବା ଦ୍ଵାରା ମସ୍ତିଷ୍କର କୋଷ ଗୁଡ଼ିକ ସକ୍ରିୟ ହୋଇଥାନ୍ତି, ଏବଂ ମସ୍ତିଷ୍କ ରେ କୋଷ ଗୁଡିକ ଆଗ ଅପେକ୍ଷା ଭଲ କାମ କରେ । ଫଳରେ ମସ୍ତିଷ୍କ ର ବିଚାର କରିବା କ୍ଷମତା ବୃଦ୍ଧି ପାଇଥାଏ ।

ଜଣେ ମଣିଷ ର ବିଚାର କରିବାର କ୍ଷମତା ବୃଦ୍ଧି ହୋଇଥାଏ । ଖାଲି ପେଟ ରେ ସେଓ ଖାଇବା ଦ୍ୱାରା ଝିଅ ମାନକ ର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ପେଟ ଥଣ୍ଡା ବ ରୁହେ । ଆଗ ଅପେକ୍ଷା ଝିଅମାନଙ୍କ ଚେହେରା ରେ ଚମକ ଦେଖାଯାଇଥାଏ । ଯାହା ଫଳରେ ସେମାନେ ଆହୁରି ସୁନ୍ଦର ଦେଖାଯାନ୍ତି ।

ସୋୟାବିନ ତରକରି କିମ୍ଵା ଏଥି ରେ ତିଆରି କୌଣସି ପ୍ରକାର ଖାଦ୍ୟ ଖାଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥା ଏ । କାରଣ ସୋୟାବିନ ନାଇଟ୍ରସୋଜିୟମ ନାମକ ପ୍ଲାଣ୍ଟ ହରମୋନ ଓ ଭିଟାମିନ ବ ପ୍ରଚୁର ମାତ୍ରା ରେ ରହିଥାଏ । ଏହା ମସ୍ତିଷ୍କ କୁ ଶାନ୍ତି ରଖିବା ସହିତ ସ୍ମରଣ ଶକ୍ତି ବଢାଇଥାଏ । ଅଖୁରୋଟ ରେ ବହୁ ପରିମାଣ ରେ ଭିଟାମିନ ଇ (E) ଥାଏ । ଭିଟାମିନ ଇ ଖାଇଲେ ସ୍ମରଣ ଶକ୍ତି ବଢିଥାଏ ।

ପ୍ରତିଦିନ ୫ ଟି ବାଦାମ ସହିତ ୧ ଟି ଆଖୁରୋଟ ଖାଇବା ନିହାତି ଦରକାର । ବାଦାମ କୁ ରାତି ରେ ଭିଜାଇ ରଖନ୍ତୁ ସକାଳୁ ତାର ଚୋପା କୁ ଛଡାଇ ତାର ପେଷ୍ଟ ତିଆରି କରନ୍ତୁ । ଗୋଟିଏ ଗ୍ଲାସ କ୍ଷୀର ସହିତ ୨ ଚାମଚ ମହୁ ଏବଂ ବାଦାମ ପେଷ୍ଟ ମିଶାଇ ପିଅନ୍ତୁ । ପିଇ ସାରିବା ପରେ ୨ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ । ଏହା କରିବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ


ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ପାଳଙ୍ଗ ଶାଗ ବହୁତ ଆବଶ୍ୟକ ହୋଇଥାଏ, କାରଣ ଅଥି ରେ ମ୍ୟାଗନେସିୟ ମ ଓ ପୋଟାସି ୟମ ପ୍ରଚୁର ମାତ୍ରା ରେ ଥାଏ । ଏଥି ସହିତ ପାଳଙ୍ଗ ରେ ଭିଟାମିନ B6 ଥାଏ । ଯାହା ଆମ ର ସ୍ମରଣ ଶକ୍ତି କୁ ବଢ଼ିଇଥାଏ । ଏହା ସାଧାରଣ ଶକ୍ତି ବୃଦ୍ଧି କରିବା ସହ ମସ୍ତିଷ୍କ ର ବିକାଶ ରେ ସହାୟକ ହୋଇ ଥାଏ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *