ଟଙ୍କା ରଖିବାକୁ ହେବନି ଜାଗା, ପ୍ରଭୁ ଭୋଳାନାଥଙ୍କ କୃପାରୁ ଏହି ପାଞ୍ଚଟି ରାଶି ଉପରେ ହେବ ଧନ ବର୍ଷା

ସୃଷ୍ଟିର  ଅଧିପତି ଓ ସହାର କର୍ତା ହେଉଛନ୍ତି ଭଗବାନ ଶିବ । ଭଗବାନ ଶିବଙ୍କର ବାର ସୋମବାର ବୋଲି ମାନାଯାଇଥାଏ । ଏହି ସୋମବାର ଦିନ ଯଦି ପ୍ରଭୁ ଶିବଙ୍କୁ ଭକ୍ତି ଓ ଶ୍ରଦ୍ଧା ଭାବରେ ପୂଜାଯାଏ ତେବେ ,ଆପଣଙ୍କ ମନସ୍କାମନା  ପୂର୍ଣ ହୋଇଥାଏ । ଆମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମର ୧୨ଗୋଟି ରାଶି ମଧ୍ୟରୁ ଗୋଟିଏ ରାଶି ଆମ ଜୀବନ ସହ ଯୋଡିହୋଇରହିଥାଏ । ଭଗବାନ ଶିବ ଏଥର ଏହି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷ୍ୟୟରେ :

ମେଷ: ନିଜର ଏବଂ ବ୍ୟବସାୟିକ ମାମଲାରେ ସଫଳତା ପ୍ରାପ୍ତି ହେବ । ଶିକ୍ଷା କ୍ଷେତ୍ରରେ ଅନେକ ଅବସର ଆପଣଙ୍କୁ ପ୍ରାପ୍ତି ହେବ । ମତା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତି ଭଲ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆପଣ ସୁବୁ କାର୍ଯ୍ୟରେ ସଫଳତା ପଇବେ । ଆପଣ କିଛି ନୂଆ ବସ୍ତ୍ର କିଣି ପାରନ୍ତି । ଆପଣଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଠିକ ରହିବ ।

ତୁଳା:ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାପାଇଁ ଚାହାନ୍ତି ତେବେ ଏହା ଉଚିତ ସମୟ ଅଟେ । ଆପଣଙ୍କ ଧନ କ୍ଷେତ୍ରରେ ଉନ୍ନତି ଘଟିବ । ଆପଣଙ୍କୁ ଆପଣଙ୍କ ବନ୍ଧୁ ଓ ପରିବାର ବର୍ଗଙ୍କ ଅହେତୁକ ଶ୍ରଦ୍ଧା ଓ ସମ୍ନାନ ପଇବେ । ସାମାଜିକ ମହିଳାମାନଙ୍କ ଠାରୁ ଭଲ ସହଯୋଗ ମିଳିବ । ଆପଣଙ୍କର ଅଟକିଥିବା ସବୁ କାର୍ଯ୍ୟ ପୂରଣ ହେବ ।

ବୃଷ: ଆଗାମୀ ସମୟରେ ଆପଣ ଆପଙ୍କ ଜୀବନ ସାଥି ସହିତ ଭଲ ସମୟ ବ୍ୟତୀତ କରିବେ । ନୂଆ ବାହନ କିଣିବାର ଯୋଗ ମଧ୍ୟ ରହିଛି । ଆପଣଙ୍କ ମଧୁର ବାଣୀ ଫଳରେ ଆପଙ୍କ ସବୁ କାର୍ଯ୍ୟ ସଫଳତା ପୂର୍ବକ ସବୁ କାର୍ଯ୍ୟ ପୁରଣ ହୋଇଯିବ । କର୍ମ କ୍ଷେତ୍ରରେ କରାଯାଇଥିବା ସମସ୍ତ ପରିବର୍ତ୍ତନ ସଫଳ ହେବ । ଆପଣଙ୍କୁ ଭାବିଚିନ୍ତି ପାଦ ପକାଇବାର ରହିଛି । ଆପଣଙ୍କ ମଧୁର ବ୍ୟବହାର ସମସ୍ତଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିବ ।

ମକର: ଆପଣଙ୍କୁ କଠିନରୁ କଠିନ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବାକୁ ଯାଉଛି । ଆପଙ୍କ ଆୟରେ ବୃଦ୍ଧି ଘଟିବ ଓ ରୋଜଗାର ମଧ୍ୟ ମିଳିପାରେ । ଆପଣ ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରିବେ ଓ ବିବାହର ପ୍ରସ୍ତାବ ମିଳିପାରେ । ପରିବାର ତରଫରୁ ଆପଣଙ୍କୁ ଭରପୁର ସହଯୋଗ ମିଳିବ ଓ ସାମାଜିକ କ୍ଷେତ୍ରରେ ଆପଣଙ୍କ ଇଚ୍ଛା ବଢିବ । ଧନରତ୍ନର ଯୋଗ ମଧ୍ୟ ରହିଛି ।

ମିନ: ଆପଣଙ୍କର ସବୁଆଡୁ ଧନଯୋଗର ସୁଯୋଗ ରହିଛି । ବିଦ୍ୟାର୍ଥୀ ମାନଙ୍କର ପାଠପଢାରେ ମନ ଲାଗିବ । ଧାର୍ମିକ ସଙ୍ଗୀତ ପ୍ରତି ମନ ବଳାଇବେ । କୌଣସି ଲାଭଦାୟକ ଯାତ୍ରାର ଯୋଗ ରହିଛି । ଶିକ୍ଷା କ୍ଷେତ୍ରରେ ଅନେକ ଅବସର ଆପଣଙ୍କୁ ପ୍ରାପ୍ତି ହେବ । ଆପଣଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଠିକ ରହିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *