ବନ୍ଧୁଗଣ, ଯେତେବେଳେ ଶିଶୁଟିଏ ଜନ୍ମ ନେଇଥାଏ, ତତକ୍ଷଣାତ ସେ ଜୋର ଜୋର ରେ କାନ୍ଦିବାକୁ ଲାଗିଥାଏ । ସେ କାଁ କାଁ ର ସ୍ଵର ଲଗାଇଥାଏ, ଏହା ଶୁଣି ମନେ ହୁଏ ଯେପରି ସେ ଈଶ୍ଵରଙ୍କୁ ପଚାରିଥାଏ ଯେ, ହେ’ ଭଗବାନ ମତେ ଏହି ସଂସାର ମଧ୍ୟକୁ କାହିଁକି ପଠାଇଦେଲେ ଆପଣ ?
ମାତ୍ର ଏହା ବିଧିର ବିଧାନ ଅଟେ ଯେ, ଯିଏ ଏହି ପୃଥିବୀ ଲୋକ ରେ ଆସିଛନ୍ତି ଗୋଟେ ଦିନ ସେମାନଙ୍କ ମୃ-ତ୍ୟୁ ସୁନିଶ୍ଚିତ । ତଥା ଯେଉଁ ମାନଙ୍କ ମୃ-ତ୍ୟୁ ହୋଇ ସାରିଛି ସେମାନେ ନୂତନ ଶରୀର ନେଇ ପୁନ୍ନର ଜନ୍ମ ନେଇଥାନ୍ତି । ମାତ୍ର ବିଷ୍ଣୁ ପୁରାଣ ରେ ଜନ୍ମ ନେବା ପରେ ହିଁ ଶିଶୁ ଟିର କାନ୍ଦିବା ପଛର ରହସ୍ୟ ମିଳିଥାଏ । ଆସନ୍ତୁ ଜାଣିବା ସେହି ରହସ୍ୟ ଗୁଡିକ କଣ ଅଟେ ? ବୈଜ୍ଞାନିକ ମାନଙ୍କ ଅନୁଯାୟୀ ଶିଶୁ ଙ୍କ ଫୁସଫୁସ ରେ ଏମ୍ୟୁନିଟିକ ପ୍ଲୁର ପରିପୂର୍ଣ୍ଣ ହୋଇ ରହିଥାଏ ।
ଏହା ସେହି ପାଣି ହୋଇଥାଏ ଯିଏ ମା ର ଗର୍ଭ ରେ ଶିଶୁ କୁ ସୁରକ୍ଷିତ ରଖିଥାଏ । ଏହାପରେ ଯେତେବେଳେ ଶିଶୁ ର ଜନ୍ମ ହୋଇଥାଏ ସେତେବେଳେ ଏହି ପାଣି କୁ ଶିଶୁ ଙ୍କ ଫୁସ ଫୁସ ରୁ ବାହାର କରି ଦେଇଥାଏ, ଏପରି କରିବାର କାରଣ ସେ ନିଶ୍ଵାସ ନେବାରେ ସକ୍ଷମ ହୋଇପାରିବ । ଏଥି ନିମନ୍ତେ ଜରୁରୀ ହୋଇଥାଏ ଯେ, ଶିଶୁ ଟି ଜୋର ଜୋର ରେ ଚିଲାଇବ ।
ମାତ୍ର ହିନ୍ଦୁ ଧର୍ମ ଅନୁଯାୟୀ ବିଷ୍ଣୁ ପୁରାଣ ରେ ଉଲ୍ଲେଖ ହୋଇଅଛି ଯେ, ସୃଷ୍ଟି ର ରଚନା ସମୟରେ ଯେତେବେଳେ ଭଗବାନ ବ୍ରହ୍ମା ସୃଷ୍ଟି ର ରଚନା କରୁଥିଲେ । ସେତେବେଳେ ସେ ନିଜ ସମାନ ଏକ ପୁତ୍ର ଚାହୁଁଥିଲେ । ଏଥି ନିମନ୍ତେ ସେ ଚିନ୍ତା କରିବାକୁ ଲାଗିଲେ । ଏହାପରେ ତାଙ୍କ କୋଳରେ ଏକ ନୀଳ ବର୍ଣ୍ଣ ର ବାଳକ ପ୍ରକଟ ହେଲେ ।
ସେହି ବାଳକ ଟି ଭଗବାନ ବ୍ରହ୍ମା ଙ୍କ କୋଳରୁ ଓହ୍ଲାଇ ଚାରି ଆଡକୁ ଯିବାକୁ ଲାଗିଲା । ଯେତେବେଳେ ଭଗବାନ ବ୍ରହ୍ମା ସେହି ବାଳକ କୁ ପଚାରିଲେ ଯେ ତୁମେ କଣ ପାଇଁ କାନ୍ଦୁଛ ? ତେବେ ସେହି ପ୍ରଶ୍ନ ର ଉତ୍ତର ରେ ବ ଆଲକ ଜଣକ କହିଲା ଯେ ମୁଁ କିଏ ? କେଉଁଠାରେ ଅଛି ? ମୋର ନାମ କଣ ? ଏହାପରେ ଭଗବାନ ବ୍ରହ୍ମା କୁହନ୍ତି, ଯେ ଜନ୍ମ ନେବାପରେ ହିଁ ତୁମେ କାନ୍ଦିବାକୁ ଆରମ୍ଭ କରିଦେଲ ।
ଏଥି ନିମନ୍ତେ ତୁମ୍ଭ ନାମ ରୁଦ୍ର ଅଟେ । ରୁଦ୍ର ଙ୍କ ଜନ୍ମ ଠାରୁ ଅନ୍ୟ କେଉଁ ବାଳକ ପୂର୍ବରୁ କାନ୍ଦିବା ଆରମ୍ଭ କରି ନଥିଲେ । ରୁଦ୍ର କନ୍ଦିବା ପରଠାରୁ ହିଁ ଶିଶୁ ମାନଙ୍କର କାନ୍ଦିବା ର ନିୟମ ଆରମ୍ଭ ହେଲା । ବନ୍ଧୁଗଣ ବିଷ୍ଣୁ ପୁରାଣ ରେ ଏଭଳି ଭାବରେ ଶିଶୁଟିଏ ଜନ୍ମ ହେଲା ମାତ୍ରେ କେଉଁ ନିମନ୍ତେ କାନ୍ଦିଥାଏ ତାହାର ବର୍ଣ୍ଣନା କରାଯାଇଅଛି ।
ଆପଣଙ୍କୁ ଏହି ବିବରଣୀ ଟି କିଉଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।